Spread the love

ଆସନ୍ତା ୨୧ରୁ ରାଜ୍ୟ ବଜେଟ ଅଧିବେଶନ

ଏପ୍ରିଲ୍ ୬ ପର୍ଯ୍ୟନ୍ତ ଚାଲିବ ବଜେଟ ଅଧିବେଶନ । ଫେବ୍ରୁଆରୀ ୨୪ରେ ହେବ ବଜେଟ ଉପସ୍ଥାପନ । ୨ଟି ପର୍ଯ୍ୟାୟରେ ହେବ ବଜେଟ ଅଧିବେଶନ । ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଅଧିବେଶନ । ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ଯାଏଁ ବସିବ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ।*

Leave a Reply

Your email address will not be published. Required fields are marked *