Month: April 2023

୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ବରରେ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ଏହି ୩ଟି କେନ୍ଦ୍ର ତମାଣ୍ଡୋ, ମଞ୍ଚେଶ୍ବର ଓ ପାହାଳରେ ପ୍ରତିଷ୍ଠା କରାଯିବ। ଏଥିପାଇଁ ୪୫ଟି ପଦବୀ ମଧ୍ୟ ଅନୁମୋଦନ କରାଯାଇଛି।…

‘ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର’ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୁଧବାର ଖୋର୍ଦ୍ଧା ଗୁରୁଜଙ୍ଗ ଠାରେ ପ୍ରସିଦ୍ଧ ଜୟପୁର ଫୁଟ୍‌ର ଏକ ନୂଆ କେନ୍ଦ୍ର ‘ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର’ ଉଦ୍‌ଘାଟନ କରିଛନ୍ତି। ଏହାଦ୍ବାରା ରାଜ୍ୟର ଭିନ୍ନକ୍ଷମ ମାନଙ୍କ ପାଇଁ ନୂଆ ଆଶା ସଞ୍ଚାର…

ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଦୁଇଦିନିଆ ବଲାଙ୍ଗୀର ଜିଲ୍ଲା ଗସ୍ତ ଶେଷ

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଦୁଇଦିନିଆ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଶ୍ରୀମତୀ ଗର୍ଗ ତୁଷରା, ଗୁଡକେଲା, ପାଟଣାଗଡ ଇତ୍ୟାଦି…

ମାନ୍ୟବର ରାଜସ୍ବ, ବିପର୍ଯ୍ୟୟ ପ୍ରଶମନ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଇଫତାର ପାଟିରେ ଯୋଗଦାନ

ମାନ୍ୟବର ରାଜସ୍ବ, ବିପର୍ଯ୍ୟୟ ପ୍ରଶମନ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଇଫତାର ପାଟିରେ ଯୋଗଦାନ ବିଷୟ ____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସୟଦପୁର ପଞ୍ଚାୟତର ଫାଜିଲ ଖାଁ ମଣ୍ଡପ ର ଫାଜିଲ୍ଲା ମହଲ୍ଲା ଠାରେ ଅନୁଷ୍ଠିତ ହୋଇଥିବା ଇଫତାର…

ଶିକ୍ଷୟତ୍ରୀ କାଜଲ ଦଳାଇଙ୍କ ଏକାଦଶାହ ଉପଲକ୍ଷେ ଭକ୍ତିଭାବପୂର୍ଣ୍ଣ ସ୍କୁତିସଭା ଅନୁଷ୍ଠିତ ହୋଇଯାଇଛି

ଶିକ୍ଷୟତ୍ରୀ କାଜଲ ଦଳାଇଙ୍କ ଏକାଦଶାହ ଉପଲକ୍ଷେ ଭକ୍ତିଭାବପୂର୍ଣ୍ଣ ସ୍କୁତିସଭା ଅନୁଷ୍ଠିତ ହୋଇଯାଇଛି। ବିଷୟ _____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଗ୍ରାମର ନବଘନ ମହନ୍ତ ମାୟାଧର ୟୁପି ସ୍କୁଲର ଶିକ୍ଷୟତ୍ରୀ କାଜଲ ଦଳାଇଙ୍କ ଏକାଦଶାହ ଉପଲକ୍ଷେ ଭକ୍ତିଭାବପୂର୍ଣ୍ଣ ସ୍କୁତିସଭା…

ହନୁମାନ ବଜାର ଠାରେ ଥିବା କଳ୍ପତରୁ ମିଠା ଦୋକାନ ରେ ଚଡାଉ

ହନୁମାନ ବଜାର ଠାରେ ଥିବା କଳ୍ପତରୁ ମିଠା ଦୋକାନ ରେ ଚଡାଉ ଅନୁଗୋଳ ସହରରେ ଆଜି ୩ ଗୋଟି ଜାଗାରେ ଚଡାଉ କରାଯାଇଥିବା ସୂଚନା ମିଳିଛି। ସୂଚନା ଯେ, ଉପଜିଲ୍ଲାପାଳଙ୍କ ବାଇଦୁର ଦୀପ ଙ୍କ ନେତୃତ୍ଯରେ ରେ ଏକ ସବ ଡିଭିଜନାଲ…

ଓଭରଟେକ କରିବା ପଡିଲା ମହଙ୍ଗା

ଓଭରଟେକ କରିବା ପଡିଲା ମହଙ୍ଗା ଦୁଇ ବାଇକ୍ ପଛକୁ ପଛ ଧକ୍କା, ଅଳ୍ପକେ ବର୍ତ୍ତୀଗଲେ ତିନି ଜଣ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନୂଆହତା ୫୫ ନମ୍ବର ଜାତୀୟ ରାଜପଥ ରେ ଏକ୍ କୋଇଲା ଟ୍ରକ୍ କୁ ଓଭରଟେକ କରିବାକୁ ଯାଇ…

ଜିଲ୍ଲା ଆଇନସେବା ପ୍ରାଧିକରଣ ବଲାସିଙ୍ଗା ଗ୍ରାମ ପଞ୍ଚାୟତ ରେ ଆଇନ ସଚେତନତା ଶିବିର ଆୟୋଜନ

ଜିଲ୍ଲା ଆଇନସେବା ପ୍ରାଧିକରଣ ବଲାସିଙ୍ଗା ଗ୍ରାମ ପଞ୍ଚାୟତ ରେ ଆଇନ ସଚେତନତା ଶିବିର ଆୟୋଜନ ଅନୁଗୋଳ ଜିଲ୍ଲା ଆଇନସେବା ପ୍ରାଧିକରଣ ଅନୁଗୋଳ ଦ୍ବାରା ବଲାସିଙ୍ଗା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଫ୍ୟାମିଲି ଜଜ ଶ୍ରୀଯୁକୁ ସଦାଶିବ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଆଇନ…

ନିମିଧା ଗ୍ରାମପଂଚାୟତର ଏସ୍.ଏଚ୍.ଜି.କୁ କଂପାନୀର ଅସହଯୋଗକୁ ନେଇ ଜିଲ୍ଲାପାଳଙ୍କୁ ଗୁହାରୀ

ନିମିଧା ଗ୍ରାମପଂଚାୟତର ଏସ୍.ଏଚ୍.ଜି.କୁ କଂପାନୀର ଅସହଯୋଗକୁ ନେଇ ଜିଲ୍ଲାପାଳଙ୍କୁ ଗୁହାରୀ ଢେଙ୍କାନାଳ, ୧୯/୪: ଓଡାପଡା ବ୍ଲକ୍ ଅନ୍ତର୍ଗତ ନିମିଧା ଗ୍ରାମପଂଚାୟତର ସୟଂ ସହାୟକ ଗୋଷ୍ଠୀର ସଭ୍ୟମାନେ ଏମ୍.ଜି.ଏସ୍. କଂପାନୀ ଠାରୁ ଆର୍ଥିକ ଅନୁଦାନ ୨୦ ହଜାର ଟଙ୍କା ନପାଇବାରୁ ଜିଲ୍ଲାପାଳଙ୍କୁ ଲିଖିତ…

ଅଗ୍ନିକାଣ୍ଡରେ ଦୁଇ ବଖରା ଚାଳ ଘର ଭସ୍ମୀଭୂତ

ଅଗ୍ନିକାଣ୍ଡରେ ଦୁଇ ବଖରା ଚାଳ ଘର ଭସ୍ମୀଭୂତ କଙ୍କଡାହାଡ଼,୧୯/୦୪:କଙ୍କଡାହାଡ଼ ବ୍ଲକ କଙ୍କଡାହାଡ଼ ବ୍ଲକ କଣ୍ଟାପାଳ ପଞ୍ଚାୟତ ଅନ୍ତର୍ଗତ କଣ୍ଟାପାଳ କଲୋନୀ-୧ ରେ ଆଜି ଅପରାହ୍ନ ୨.୩୦ ରେ ଅଗ୍ନିକାଣ୍ଡରେ ଗ୍ରାମର ବୁଧୁରାମ ମାରାଣ୍ଡୀଙ୍କ ଦୁଇ ବଖରା ଚାଳ ଘର,ନଡା ଭାଡ଼ି,ପାଳ ଭାଡ଼ି…