Month: April 2023

ଟ୍ରକ୍ ଓ ସ୍କୁଟି ମଧ୍ୟରେ ଧକ୍କା ଜଣେ ଗୁରୁତର

ଟ୍ରକ୍ ଓ ସ୍କୁଟି ମଧ୍ୟରେ ଧକ୍କା ଜଣେ ଗୁରୁତର। କେନ୍ଦୁଝର ଜିଲ୍ଲା ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଖଣିଜ ପଦାର୍ଥ ପରିବହନ ପାଇଁ ଅହରହ ଗାଡିଘୋଡା ଚଳାଚଳ କରିଥାଏ, କିନ୍ତୁ ଅଧିକାଂଶ ସମୟରେ ଦେଖାଯାଏ କି ବେପରୁଆ…

ଅଷ୍ଟପ୍ରହରୀ ନଆମଯଜ୍ଞ ରେ ଦହି ପାଣି ବଣ୍ଟନ କଲା ଭରଷା ପରିବାର

ଅଷ୍ଟପ୍ରହରୀ ନଆମଯଜ୍ଞ ରେ ଦହି ପାଣି ବଣ୍ଟନ କଲା ଭରଷା ପରିବାର କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଟାଙ୍ଗର ପଡ଼ା ଗ୍ରାମରେ ଦୁଇ ଦିନ ଧରି ଚାଲିଥିବା ଅଷ୍ଟପ୍ରହରୀ ନଆମଯଜ୍ଞ ରେ ଭରସା ପରିବାର ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ଦହି ପାଣି ବଣ୍ଟନ…

ହାତୀ ଆକ୍ରମଣରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି

ହାତୀ ଆକ୍ରମଣରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ମୁଣ୍ଡ ପରେ ମୁଣ୍ଡ ଗଡ଼ି ଚାଲିଛି ଅନୁଗୋଳ ଜିଲ୍ଲା ରେ ଚେଇଁ ଶୋଇଛି କି ବନବିଭାଗ କର୍ତ୍ତବ୍ୟରେ ଅବହେଳିତ ବନବିଭାଗ କର୍ମଚାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ କେବେ ଅନୁଗୋଳ ଜିଲ୍ଲା…

ପାନୀୟ ଜଳ ସମସ୍ୟା କୁ ନେଇ ଡଙ୍ଗାଯୋର ଠାରେ ଗଛ ପକାଇ ରାସ୍ତାରୋକ – ସହକାରୀ ଯନ୍ତ୍ରୀଙ୍କ ପ୍ରତିଶୃତି ପରେ ହଟିଲା ରାସ୍ତାରୋକ

ପାନୀୟ ଜଳ ସମସ୍ୟା କୁ ନେଇ ଡଙ୍ଗାଯୋର ଠାରେ ଗଛ ପକାଇ ରାସ୍ତାରୋକ – ସହକାରୀ ଯନ୍ତ୍ରୀଙ୍କ ପ୍ରତିଶୃତି ପରେ ହଟିଲା ରାସ୍ତାରୋକ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ୍ । ସରକାର ଘରକୁ ଘର ପାନୀୟ ଜଳ ପହଞ୍ଚାଇବାକୁ କୋଟି…

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ ତମ ଜୟନ୍ତୀ ପାଳନ – ଯୋଗ ଦେଲେ ଟୁକୁନି ସାହୁ

ଟିଟିଲାଗଡ଼ ଓକିଲ ସଙ୍ଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ସମାରୋହରେ ଯୋଗଦେଇ ଓଡ଼ିଆ ଜାତିର ସ୍ଵାଭିମାନ ସୁରକ୍ଷା, ଭାଷା ଓ ସାହିତ୍ୟର ପ୍ରସାର ସହ ରାଜ୍ୟର ବିକାଶ ପାଇଁ ତାଙ୍କର…

ରେଳମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ

କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଚିଠି ଲେଖି ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ ପାଇଁ ଅନୁରୋଧ କଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଓଡ଼ିଶାର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଏବଂ ଏହାର ପୂର୍ଣ୍ଣ କ୍ଷମତା ହାସଲ କରିବା…

ଜିଲ୍ଲାପାଳଙ୍କ ଦ୍ୱାରା ପୁରୀ ରଥଯାତ୍ରା ସମ୍ବନ୍ଧିୟ ସମୀକ୍ଷା – ପୁରୀ

ପୁରୀ ଜିଲ୍ଲାପାଳ ପୁରୀ ରଥଯାତ୍ରା ବିଷୟକୁ ନେଇ ଘଟଣା ସ୍ଥଳରେ ପହଞ୍ଚି ପରିଦର୍ଶନ କରିଛନ୍ତି। . ୨୭.୦୪.୨୦୨୩ ରେ, ପୁରୀ ଜିଲ୍ଲା ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଓ ଗୁଣ୍ଡିଚା ମନ୍ଦିରର ରଥ ଯାତ୍ରା ସମ୍ବନ୍ଧୀୟ…

ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର ଠାରେ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଉତ୍କଳଗୌରବ ମଧୁସୂଦନ ଦାସ ହେଉଛନ୍ତି ଓଡ଼ିଆ ଅସ୍ମିତା ଓ ସ୍ବାଭିମାନର ପ୍ରତୀକ। ଓଡ଼ିଆଙ୍କ ପାଇଁ ତାଙ୍କ ତ୍ୟାଗ ଓ ତପସ୍ୟା ଅତୁଳନୀୟ ବୋଲି ରାଜ୍ଯସ୍ତରୀୟ ମଧୁବାବୁଙ୍କ ଜୟନ୍ତୀରେ ବିଶିଷ୍ଟ…

ବେଆଇନ ଗଛ କଟା କୁ ନେଇ ଗ୍ରାମବାସି ଙ୍କ ବିରୋଧ

ବେଆଇନ ଗଛ କଟା କୁ ନେଇ ଗ୍ରାମବାସି ଙ୍କ ବିରୋଧ ଅନୁଗୋଳ: ବଅଁରପାଳ: ସ୍ବାର୍ଥ ହାସଲ ପାଇଁ ଚାଲିଛି ବେଆଇନ ଗଛ କଟା । ସରକାର ପରିବେଶ କୁ ରକ୍ଷା କରିବା ପାଇଁ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରୁଥିବା…

ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ

( ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ ) ଭୁବନେଶ୍ୱର (୨୮ / ୦୪ / ୨୦୨୩) ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନସ୍ତ ସମସ୍ତ ଯୋଜନା ଓ ପ୍ରକଳ୍ପଗୁଡିକ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ବିଭାଗୀୟ…

You missed