Spread the love

ହାତୀ ଆକ୍ରମଣରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି

ମୁଣ୍ଡ ପରେ ମୁଣ୍ଡ ଗଡ଼ି ଚାଲିଛି ଅନୁଗୋଳ ଜିଲ୍ଲା ରେ

ଚେଇଁ ଶୋଇଛି କି ବନବିଭାଗ

କର୍ତ୍ତବ୍ୟରେ ଅବହେଳିତ ବନବିଭାଗ କର୍ମଚାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ କେବେ

ଅନୁଗୋଳ ଜିଲ୍ଲା ଖିଣ୍ଡା ପଞ୍ଚାୟତ ମରଣ୍ଡା ଗ୍ରାମରେ ହାତୀ ଆକ୍ରମଣରେ ଜନଙ୍କର ମୃତ୍ୟୁ ଘଟିଛି। ସୂଚନା ଯେ, ମରଣ୍ଡା ଗ୍ରାମର ନନ୍ଦ କିଶୋର ବେହେରା ଙ୍କର ସ୍ତ୍ରୀ ଝଟକ ବେହେରା ଘର ପଛ ପାଖକୁ କୌଣସି କାର୍ଯ୍ୟରେ ଯାଇଥିବା ବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ହିଁ ଝଟକ ମୃତ୍ୟୁ ଘଟିଥିଲା। ଖବର୍ ପାଇଁ ପରିବାର ଲୋକ ଏବଂ ଗ୍ରାମବାସୀ ଘଟଣା ସ୍ଥଳରେ ପହଂଚି ଚାପ ଉତେଜନା ସୃଷ୍ଟି ହୋଇଥିଲା। ଖବର୍ ପାଇଁ ବନ ବିଭାଗ ପହଁଚି ଲୋକ ମାନଙ୍କୁ ବୁଝାସୁଝା କରୁଛି ।

Leave a Reply

Your email address will not be published. Required fields are marked *