ଡେଲି ମାର୍କେଟରେ ଅଗ୍ନିକାଣ୍ତ,ଜଲିଗଲା ବ୍ୟବସାୟୀ ଙ୍କ ଦୋକାନ
ଡେଲି ମାର୍କେଟରେ ଅଗ୍ନିକାଣ୍ତ,ଜଲିଗଲା ବ୍ୟବସାୟୀ ଙ୍କ ଦୋକାନ କେନ୍ଦୁଝର ସହର ଡେଲି ମାର୍କେଟ ରେ ଆଜି ସକାଳୁ ଅଗ୍ନିକାଣ୍ତ ସୃଷ୍ଟି ହୋଇଛି।ସର୍ଟ ସର୍କିଟ ରୁ ଅଗ୍ନିସଂଯୋଗ ହୋଇଥିବା ସନ୍ଦେହ କରାଯାଉଛି।ନିଆଁ ଲାଗି ବଜାର ଭିତରେ ଥିବା ୩୦ରୁ ଅଧିକ ଖୁଚୁରା ଦୋକାନ…
