Month: April 2023

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଟ୍ରକ ଡ୍ରାଇଭର ଗୁରୁତର

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଟ୍ରକ ଡ୍ରାଇଭର ଗୁରୁତର କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥ ନିକଟ ବୈତରଣୀ ନଦୀ ତୁରୁମୁଙ୍ଗା ପୋଲରୁ ଭାରସାମ୍ୟ ହରାଇ ଏକ ଦାନା ବୋଝେଇ ଟ୍ରକ ୪୦…

ନାବାଳିକାଙ୍କୁ ପ୍ରେମ କରି ଯୁବକ ଗିରଫ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପ୍ରେମ କରି ଯୁବକ ଗିରଫ ହୋଇଛି ।ସୂଚନା ଅନୁଯାୟୀ ୧୬ ବର୍ଷୀୟ ନାବାଳିକାଙ୍କୁ ଇଂସ୍ତାଗ୍ରାମ ମାଧ୍ୟମରେ କେନ୍ଧୁଝର ଜିଲ୍ଲାର ଟେଲକୋଈ ଅଞ୍ଚଳର ଯୁବକ ପିଣ୍ଟୁ ମୁଖୀ (୨୩)ପ୍ରେମ କରିଥିଲେ। ନାବାଳିକାଙ୍କ…

ନାବାଳିକାକୁ ଅପହରଣ କରି ନାବାଳକ ଗିରଫ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଅଞ୍ଚଳରେ ଗତ ମାସରେ ଜଣେ ନାବାଳକ ଅନ୍ୟ ଜଣେ ନାବାଳିକାଙ୍କୁ ପ୍ରେମ କରି ଅପହରଣ କରି ରଖିଥିବା ଅଭିଯୋଗରେ ନାବାଳକ ଗିରଫ ହୋଇଛି।ସୂଚନା ଅନୁଯାୟୀ ୧୭ ବର୍ଷୀୟ ନାବାଳକ ପ୍ରେମ କରି ଫୁଶୁଳେଇ ଜଣେ…

ଦେବେନ୍ଦ୍ର କୁମାର ବିଶ୍ଵାଳଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ

ଦେବେନ୍ଦ୍ର କୁମାର ବିଶ୍ଵାଳଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ପୋଖରିବନ୍ଧ ପ୍ରାଥମିକ ବିଦ୍ୟାଳୟରେ ଶ୍ରୀ ଦେବେନ୍ଦ୍ର କୁମାର ବିଶ୍ଵାଳଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ଲାଞ୍ଜିଗଡ ବ୍ଲକର ବହୁ ଶିକ୍ଷକ, ଶିକ୍ଷୟିତ୍ରୀ,କେତେକ BR…

ମାରଣାସ୍ତ୍ର ଦେଖାଇ ଧମକ ଦେବା ଅଭିଯୋଗରେ ୨ ଗିରଫ

ମାରଣାସ୍ତ୍ର ଦେଖାଇ ଧମକ ଦେବା ଅଭିଯୋଗରେ ୨ ଗିରଫ ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବଉଳିଗଡ ପଞ୍ଚାୟତ ର ପୁରିକିଆ ଗ୍ରାମରେ ମାରଣାସ୍ତ୍ର ଦେଖାଇ ଗ୍ରାମବାସୀଙ୍କୁ ଭୟଭୀତ କରାଇବା ଓ ଧମକ ଦେବା ଅଭିଯୋଗରେ ବଅଁରପାଳ ଥାନା ଦୁଇ ଅଭିଯୁକ୍ତଙ୍କୁ…

ଚାରି ଦଫା ଦାବି ନେଇ ଭାରତୀୟ ମଜଦୁର ସଂଘର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଚାରି ଦଫା ଦାବି ନେଇ ଭାରତୀୟ ମଜଦୁର ସଂଘର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ୨୬/୦୪/୨୦୨୩ ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ମଜଦୁର ସଂଘ ତରଫରୁ ଚାରି ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସୂଚନା ଯେ, ସର୍ବ…

ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ଵାରା ନୂତନ ଲିଗାଲ ଏଡ ଡିଫେନ୍ସ କାଉନସିଲ କାର୍ଯ୍ୟାଳୟର ଉଦ୍ଘାଟନ

ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ଵାରା ନୂତନ ଲିଗାଲ ଏଡ ଡିଫେନ୍ସ କାଉନସିଲ କାର୍ଯ୍ୟାଳୟର ଉଦ୍ଘାଟନ ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ଅନୁଗୋଳ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଅନୁଗୋଳ ପରିସରରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ତଥା ରାଜ୍ୟ ଆଇନସେବା ପ୍ରାଧୁକରଣ…

ସପ୍ତାହକୁ ୩ ଦିନ ଦୁବାଇକୁ ଉଡ଼ିବ ବିମାନ

ଏଣିକି ସପ୍ତାହକୁ ୩ ଦିନ ଦୁବାଇକୁ ଉଡ଼ିବ ବିମାନ ମେ ୧୫ରୁ ସପ୍ତାହକୁ ୩ ଦିନ ଦୁବାଇକୁ ଉଡ଼ିବ ବିମାନ। ସୋମବାର, ବୁଧବାର ଓ ଶୁକ୍ରବାର ଯିବ ବିମାନ। ଭୁବନେଶ୍ଵରରୁ ସିଧାସଳଖ ଦୁବାଇକୁ ଉଡ଼ିବାର ସୁବିଧା ମିଳିବ । Post Views:…

ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ୍‌

ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ୍‌ ସୂଚନା ଅନୁସାରେ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍‌ ପୁରୀରୁ ହାୱାଡା ଭାୟା ଭୁବନେଶ୍ୱର ଦେଇ ଚଳାଚଳ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭ ଉଦଘାଟନ କରିପାରନ୍ତି। ତେବେ ଏହାର ସମୟ ସାରଣୀ ପ୍ରସ୍ତୁତ ହୋଇନାହିଁ।…

ନକ୍ସଲ ଆକ୍ରମଣ – ୧୧ ଯବାନ ସହୀଦ

ଦନ୍ତେୱାଡା: ଛତିଶଗଡର ଦନ୍ତେୱାଡାରେ ବଡ ଧରଣର ନକ୍ସଲ ଆକ୍ରମଣ ନକ୍ସଲ ଆକ୍ରମଣ । ଆକ୍ରମଣରେ ସହିଦ ହୋଇଛନ୍ତି ୧୧ ଯବାନ । ୧୧ ସହିଦଙ୍କ ମଧ୍ୟରେ ଅଛନ୍ତି ୧୦ ଡିଆଇଜି ଯବାନ ଓ ଜଣେ ଡ୍ରାଇଭର । ଦନ୍ତେୱାଡା ଜିଲ୍ଲା ଅରଣପୁରରେ…

You missed