Month: May 2023

ଦୀପାଳୀ ହେଲେ ଝାରସୁଗୁଡା ବିଧାୟିକା

ଆଜି ଝାରସୁଗୁଡା ଠାରେ ଉପ ନିର୍ବାଚନ ଗଣତି ଶେଷ ହୋଇଛି। ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୪୮, ୬୧୯ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ବିଜୟୀ ହୋଇଛନ୍ତି। Post Views: 17

ଜଙ୍ଗଲ ଛାଡି ଜଙ୍ଗଲି ଜନ୍ତୁ ସହର ଓ ଗ୍ରମାଭିମୁଖି, ଲୋକେ ଆତଙ୍କିତ

ଜଙ୍ଗଲ ଛାଡି ଜଙ୍ଗଲି ଜନ୍ତୁ ସହର ଓ ଗ୍ରମାଭିମୁଖି, ଲୋକେ ଆତଙ୍କିତ। କେନ୍ଦୁଝର ଜିଲ୍ଲା ଏକ ଖଣିଜସମ୍ପଦ ଭରା ତଥା ବଣ ଜଙ୍ଗଲ ପାହାଡ ପରିବେଷ୍ଟିତ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ପ୍ରଜାତିର ବିରଳ ଓ ଐତିହ୍ୟ ପଶୁପକ୍ଷୀଙ୍କ…

ମଦନମୋହନଙ୍କର ପାଞ୍ଚ ଦିନ ବ୍ୟାପି ବେସର ଆଜି ଚତୁର୍ଥ ଦିବସ

ମଦନମୋହନଙ୍କର ପାଞ୍ଚ ଦିନ ବ୍ୟାପି ବେସର ଆଜି ଚତୁର୍ଥ ଦିବସ ଢେଙ୍କାନାଳ (୧୨/୦୫): ଅକ୍ଷୟ ତୃତୀୟା ଠାରୁ ୨୧ଦିନ ଧରି ଚନ୍ଦନ ଯାତ୍ରା ଆରମ୍ଭ ହୋଇ ଶେଷ ପାଞ୍ଚଦିନ ବିଭିନ୍ନ ବେଶ ମଦନମୋହନଙ୍କୁ କରାଯାଏ। ଆଜି ପ୍ରଥମ ଚାପ ପରେ ଠାକୁରଙ୍କୁ…

ଚୌଦ୍ଵାର ପୌରପାଳିକା ରେ ବଡାଖାନା କାର୍ଯ୍ୟକ୍ରମ ପାଳିତ

ଚୌଦ୍ଵାର ପୌରପାଳିକା ରେ ବଡାଖାନା କାର୍ଯ୍ୟକ୍ରମ ପାଳିତ ଚୌଦ୍ଵାର – କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚୌଦ୍ଵାର ପୌରପାଳିକା ରେ ବଡାଖାନା କାର୍ଯ୍ୟକ୍ରମ ଗାନ୍ଧି ଛକ ଟାଉନ୍ ହଲ୍ ଠାରେ ପାଳିତ ହୋଇଯାଇଛି। ସହରା ଅଞ୍ଚଳରେ ସ୍ବଚ୍ଛତା ରକ୍ଷା ଦିଗରେ ସଫେଇ…

2024ନିର୍ବାଚନ ରଣନିତି -ବିଜୁ ଜନତା ଦଳ ର ପ୍ରଶିକ୍ଷଣ ଶିବିର ରେ ଗୁରୁମନ୍ତ୍ର ଦେଲେ ପର୍ଯ୍ୟବେକ୍ଷକ ଅରୁଣ ସାହୁ

(2024ନିର୍ବାଚନ ରଣନିତି -ବିଜୁ ଜନତା ଦଳ ର ପ୍ରଶିକ୍ଷଣ ଶିବିର ରେ ଗୁରୁମନ୍ତ୍ର ଦେଲେ ପର୍ଯ୍ୟବେକ୍ଷକ ଅରୁଣ ସାହୁ ) ଜଗତସିଂହପୁର ତା =12/5/23 ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ଆଦିକବି ସାରଳାଦାସ ସଂସ୍କୃତି ଭବନ ଠାରେ…

ରୋଟ୍ରାକ୍ଟ କ୍ଲବର ଢେଙ୍କାନାଳର ନୂତନ ସଭାପତି ଓ ସମ୍ପାଦିକା ମନୋନୀତ

ରୋଟ୍ରାକ୍ଟ କ୍ଲବର ଢେଙ୍କାନାଳର ନୂତନ ସଭାପତି ଓ ସମ୍ପାଦିକା ମନୋନୀତ – ରୋଟ୍ରାକ୍ଟ କ୍ଲବ ଢେଙ୍କାନାଳର ନୂତନ ସଭାପତି ଓ ସମ୍ପାଦିକା ମନୋନୀତ ହୋଇଯାଇଛନ୍ତି । ଶିବପ୍ରସାଦ ସ୍ୱାଇଁ ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ଅମ୍ରିତା ମିଶ୍ର ସମ୍ପାଦିକା ଭାବେ…

ଜଳଛତ୍ର ବଣ୍ଟନ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ଅନ୍ତର୍ଗତ ଗଁଦିଆ ଗ୍ରାମ ପଞ୍ଚାୟତ ତରଫରୁ ଜଳଛତ୍ର ବଣ୍ଟନ ସରପଞ୍ଚ ଶ୍ରୀମତୀ ସୁଲୋଚନା ଜେନା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମଇ ମାସ ବାର ତାରିଖ ସକାଳ ଆଠଟା ସମୟରେ ଗଁଦିଆ ହାଟ ପରିସରରେ ବଣ୍ଟନ…

ଚକା ଡେରା ନୀତି ସମ୍ପନ୍ନ

ଆଜି ପବିତ୍ର ଭଉଁରୀ ତିଥିରେ ରଥ ନିର୍ମାଣର ଗୁରୁତ୍ୱପୂର୍ଣ୍ଣ ସୋପାନ ସମ୍ପନ୍ନ ହୋଇଛି । ଶ୍ରୀଜୀଉମାନଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ ହେବା ପରେ ସେଠାରେ, ତିନିରଥର ଅଖରେ ଦୁଇଟି ଲେଖାଏଁ ଚକ ସଂଯୋଗ କରି, ଚକା ଡେରା ନୀତି ସମ୍ପନ୍ନ ହୋଇଅଛି…

ଶିକ୍ଷା ବିଭାଗର ଅର୍ଥ ଆତ୍ମସାତ ଅଭିଯୋଗ ରେ ପ୍ରଧାନ ଶିକ୍ଷକଙ୍କ ସମେତ ତିନି ଜଣଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ

ଶିକ୍ଷା ବିଭାଗର ଅର୍ଥ ଆତ୍ମସାତ ଅଭିଯୋଗ ରେ ପ୍ରଧାନ ଶିକ୍ଷକଙ୍କ ସମେତ ତିନି ଜଣଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଆଜି ଜଣେ ପ୍ରଧାନ ଶିକ୍ଷକଙ୍କ…

JSW କମ୍ପାନୀ ବିରୋଧର ମେଳି ବାନ୍ଧିଲେଣି ଟ୍ରକ୍ ମାଲିକ ସଙ୍ଘ

JSW କମ୍ପାନୀ ବିରୋଧର ମେଳି ବାନ୍ଧିଲେଣି ଟ୍ରକ୍ ମାଲିକ ସଙ୍ଘ କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅର୍ନ୍ତଗତ ତଥା ଯୋଡା ପୌରପାଳିକା ସ୍ଥିତ ଏକ ହୋଟେଲ ସଭା ଗୃହରେ JSW କମ୍ପାନୀ ଓ ଜିନ୍ଦଲ କମ୍ପାନୀ ମାନଙ୍କର ମନମୁଖୀ କାର୍ଯ୍ୟ କୁ…