Month: June 2023

ପାଟଣା ଗୋଷ୍ଠୀ ଚିକିତ୍ସାଳୟ ରେ ରୋଗୀ ଚିକିତ୍ସା ରେ ଘୋର ବିଭ୍ରାଟ

ପାଟଣା ଗୋଷ୍ଠୀ ଚିକିତ୍ସାଳୟ ରେ ରୋଗୀ ଚିକିତ୍ସା ରେ ଘୋର ବିଭ୍ରାଟ ପାଟଣା:ପାଟଣା ନିର୍ବାଚନ ମଣ୍ଡଳୀ ମୁଖ୍ୟାଳୟ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ଚିକିତ୍ସା ରେ ଘୋର ବିଭ୍ରାଟ ଦେଖାଦେଇଛି।ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି…

ଶ୍ରୀ ଗୁଣ୍ଡିଚା ଭଜନ ସଂଧ୍ୟାର ଦ୍ବିତୀୟ ଦିବସ

ଶ୍ରୀ ଗୁଣ୍ଡିଚା ଭଜନ ସଂଧ୍ୟାର ଦ୍ବିତୀୟ ଦିବସ ଢେଙ୍କାନାଳ, ୨୧/୬: ଢେଙ୍କାନାଳ ବାଜିଚୌକ ଠାରେ ଶ୍ରୀଗୁଣ୍ଡିଚା ଭଜନ ସମାରୋହର ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥ୍ ଉପ-ଆରକ୍ଷୀ ଅଧ୍ୟକ୍ଷକ ସୂର୍ଯ୍ୟମଣି ପ୍ରଧାନ, ସମ୍ମାନିତ ଅତିଥି ଭାବେ ସମାଜସେବୀ ଅରୁଣ ସାହୁ ଓ ଅଜୟ…

ରାମ ମନ୍ଦିର ନିର୍ମାଣ ନିମନ୍ତେ ଭୂମିପୂଜନ ଓ ଶିଳାନ୍ୟାସ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମପଞ୍ଚାୟତ ର ପାଟଣା ସାହି ଠାରେ ରାମ ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜନ କରିବା ସହ ଶିଳା ନ୍ୟାସ କାର୍ଯ୍ୟକ୍ରମ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାନ ସଭାର ଉପ ବାଚସ୍ପତି ରଜନିକାନ୍ତ…

ନରସିଂହପୁର ସାମ୍ବାଦିକ ସଂଘ ର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଉତ୍ସବ ରେ ଅନୁଗୋଳ ଜିଲ୍ଲା ୱେବ ମିଡ଼ିଆ ମହାସଂଘକୁ ସମ୍ବୋର୍ଦ୍ଧନା ନରସିଂହପୁର:-କଟକ ଜିଲ୍ଲା ନରସିଂହପୁର ଉପଖଣ୍ଡ ଠାରେ ନରସିଂହପୁର ସାମ୍ବାଦିକ ସଂଘ ର ଚତୁର୍ଥ ବାର୍ଷିକ ଉତ୍ସବ ଦେବୀ ପ୍ରସାଦ ରଥ ଙ୍କ ପୌରହିତ ରେ ମହାଆଡମ୍ବର ରେ ପାଳିତ ହୋଇଯାଇଛି,…

ଚନ୍ଦନ ଶ୍ରୀ କ୍ଷେତ୍ରରେ ସହସ୍ରାଧିକ ଭକ୍ତଙ୍କ ସମାଗମ

ଚନ୍ଦନ ଶ୍ରୀ କ୍ଷେତ୍ରରେ ସହସ୍ରାଧିକ ଭକ୍ତଙ୍କ ସମାଗମ ବିଷୟ__ ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରିପଟା ପଞ୍ଚାୟତର ନାରିଗା ଠାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ରଥଯାତ୍ରା ଅନୁଷ୍ଠିତ ହୋଇ ଥିଲା। ମନ୍ଦିରର ମୁଖ୍ୟ ସେବାୟତ ରାମଚନ୍ଦ୍ର ଦାସ ଓ…

ସୁସ୍ଥ ରହିବାର ଏକମାତ୍ର ଆଧାର – ଯୋଗ

ସୁସ୍ଥ ରହିବାର ଏକମାତ୍ର ଆଧାର – ଯୋଗ ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଢେଙ୍କାନାଳର ସ୍ବେଚ୍ଛାସେବୀ ଅନୁଷ୍ଠାନ ଆରୋଗ୍ୟମ୍ ଯୋଗ ଏବଂ ୱେଲ୍ ଫେୟାର ଆସୋସିଏସନ (ଆଇୱା) ତରଫରୁ ଢେଙ୍କାନାଳ ଜିଲ୍ଲା, ସଦର ବ୍ଲକ ଅନ୍ତର୍ଗତ ସପ୍ତଶଯ୍ୟା ସରକାରୀ ଉଚ୍ଚ ବିଦ୍ୟାଳୟ…

ଆନ୍ତର୍ଜାତିକ ଯୋଗ ଦିବସ

ଆନ୍ତର୍ଜାତିକ ଯୋଗ ଦିବସ ଆଦ୍ୟ ତା- ୨୧.୦୬.୨୦୨୩ ରିଖ ବୁଧବାର ଦିନ ଗଁଦିଆ ବ୍ଲକ୍ ଅଧିନସ୍ଥ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବେଗା ଠାରେ ନେହେରୁ ଯୁବ କେନ୍ଦ୍ର ଢେଙ୍କାନାଳ, ଦି ନେସନାଲ ଟ୍ରଷ୍ଟ , ପ୍ରିୟ, ବି.ଆର. ଆମ୍ବେଦ କର…

ରଥଯାତ୍ରାର ଦ୍ୱିତୀୟ ଦିନ : ମୀନ ଅବତାରରେ ଭକ୍ତ ଙ୍କୁ ଦର୍ଶନ ଦେଲେ :କୈବଲ୍ୟ ଭଜନ ସନ୍ଧ୍ୟାରେ ଭକ୍ତ ବିଭୋର

ରଥଯାତ୍ରାର ଦ୍ୱିତୀୟ ଦିନ : ମୀନ ଅବତାରରେ ଭକ୍ତ ଙ୍କୁ ଦର୍ଶନ ଦେଲେ :କୈବଲ୍ୟ ଭଜନ ସନ୍ଧ୍ୟାରେ ଭକ୍ତ ବିଭୋର ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟ ତରଫରୁ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ…

ଏନ୍.ସି.ସି. କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ : ପୁରୁଣା ନୂଆଗାଁ ଦଳକୁ ହରାଇ ଗୁଞ୍ଜିଗାଁ ଦଳ ବିଜୟୀ

ଏନ୍.ସି.ସି. କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ : ପୁରୁଣା ନୂଆଗାଁ ଦଳକୁ ହରାଇ ଗୁଞ୍ଜିଗାଁ ଦଳ ବିଜୟୀ ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ଗହିଙ୍ଗିଆ ଖେଳ ପଡିଆ ଠାରେ ଏନ୍.ସି.ସି. କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ…

ବାଲିଗୁଡାରେ ୧୨୭ ସିଆରପିଏଫ ବାଟାଲିୟନ ତରଫରୁ ନବମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବାଲିଗୁଡାରେ ୧୨୭ ସିଆରପିଏଫ ବାଟାଲିୟନ ତରଫରୁ ନବମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ‘କର ଯୋଗ, ରୁହ ନିରୋଗ’। ଯୋଗ, ଶାରିରୀକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ। ପ୍ରତିଦିନ ଯୋଗ ଅଭ୍ୟାସ ଦ୍ୱାରା ଆମ ମନ ଶାନ୍ତ…

You missed