ଜାତୀୟ ଉଦ୍ୟାନ ପରିଷଦ,ଭୂବନେଶ୍ୱର ଆନୁକୁଲ୍ୟରେ କୃଷକ ତାଲିମ ଏବଂ ସଚେତନତା ଶିବିର
ଜାତୀୟ ଉଦ୍ୟାନ ପରିଷଦ,ଭୂବନେଶ୍ୱର ଆନୁକୁଲ୍ୟରେ କୃଷକ ତାଲିମ ଏବଂ ସଚେତନତା ଶିବିର ଅନୁଗୋଳ – ଜାତୀୟ ଉଦ୍ଯାନ ପରିଷଦ,ଭୂବନେଶ୍ୱର ଆନୁକୁଲ୍ୟରେ ଶ୍ରୀ ସୁରେନ୍ଦ୍ର ସିଂହ,ଉପନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏନ୍ ଏଚ୍ ବି ଯୋଜନା କାର୍ଯ୍ୟକାରିତା ପାଇଁ ଏକ ଦିନିକିଆ ତାଲିମ ଓ ସଚେତନତା…
