ଟାଟାଷ୍ଟିଲ କମ୍ପାନୀ ବିରୁଦ୍ଧରେ ତାତିଲେଣି ଯୋଡା ଅଞ୍ଚଳର ଜନସାଧାରଣ
ଟାଟାଷ୍ଟିଲ କମ୍ପାନୀ ବିରୁଦ୍ଧରେ ତାତିଲେଣି ଯୋଡା ଅଞ୍ଚଳର ଜନସାଧାରଣ। କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ଗୁଡିଏ ଖଣି କମ୍ପାନି ଗଢି ଉଠିଛି, ଏବଂ କିଛି ଖଣି କମ୍ପାନୀ ମାନଙ୍କ ଲାଭଖୋର ମନବୃତି…
