Month: August 2023

ମମତା ହେଲଥ ଇନଷ୍ଟିଚ୍ୟୁଟ ଫର ମଦରଆଣ୍ଡ ଚାଇଲଡ଼ ଅର୍ଗାନାଇଜେସନ ର ପ୍ରକଳ୍ପ ଜାଗୃତି ଦ୍ଵାରାପଥପ୍ରାନ୍ତ ନାଟକ ମାଧ୍ଯମ ଦ୍ଵାରା ମିଲେଟ୍ ଉପରେ ସଚେତନତା

ମମତା ହେଲଥ ଇନଷ୍ଟିଚ୍ୟୁଟ ଫର ମଦରଆଣ୍ଡ ଚାଇଲଡ଼ ଅର୍ଗାନାଇଜେସନ ର ପ୍ରକଳ୍ପ ଜାଗୃତି ଦ୍ଵାରାପଥପ୍ରାନ୍ତ ନାଟକ ମାଧ୍ଯମ ଦ୍ଵାରା ମିଲେଟ୍ ଉପରେ ସଚେତନତା ଭବାନୀପାଟଣା ବ୍ଲକ୍ ଓ ଲାଞ୍ଜଗଡ଼ ବ୍ଲକ୍ ର ୫୦ ରୁ ଅଧିକ ଗ୍ରାମ ରେ ପଥପ୍ରାନ୍ତ ନାଟକ…

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଉତ୍ସବ ଅନୁଷ୍ଠିତ

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଉତ୍ସବ ଅନୁଷ୍ଠିତ। ଢେଙ୍କାନାଳ ୨୬/୦୮: ଆଜି ଢେଙ୍କାନାଳ ସହର ସ୍ଥିତ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଗଣରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତି ଦେହୁରୀ ଙ୍କ…

ଲ୍ୟଣ୍ଡର ଅବତରଣ କରିଥିବା ସ୍ଥାନର ନାଁ ଶିବଶକ୍ତି

ଅଗଷ୍ଟ ୨୩ ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ପାଳନ ଅଗଷ୍ଟ ୨୩କୁ ଜାତୀୟ ମହାକାଶ ଦିବସ ଭାବେ ପାଳିବ ଦେଶ । ଇସ୍ରୋ ବୈଜ୍ଞାନିକଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା । ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ପଏଂଟର ନାମକରଣ କଲେ ମୋଦି…

ଭୟଙ୍କର ଟ୍ରେନ ଦୁର୍ଘଟଣା

ଭୟଙ୍କର ଟ୍ରେନ ଦୁର୍ଘଟଣା ତାମିଲନାଡୁ ମଦୁରାଇରେ ବଡ଼ ଟ୍ରେନ ଦୁର୍ଘଟଣା। ଟ୍ରେନରେ ନିଆଁ ଲାଗିବାରୁ ୯ ଜୀବନ୍ତ ଦଗ୍ଧ। ଲକ୍ଷ୍ନୌରୁ ରାମେଶ୍ବରମ ଯାଉଥିଲା ଟ୍ରେନ। ଭାରତ ଗୌରବ ଟୁରିଷ୍ଟ ଟ୍ରେନରେ ଲାଗିଲା ନିଆ। ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ସୂଚନା।…

5T ସଚିବଙ୍କ ଅଚାନକ ଗସ୍ତ

5T ସଚିବଙ୍କ ଅଚାନକ ଗସ୍ତ ଗଜପତି ଜିଲ୍ଲାକୁ 5T ସଚିବ ଭି.କେ. ପାଣ୍ଡିଆନଙ୍କ ଅଚାନକ ଗସ୍ତ। ରାତିରେ ହସ୍ପିଟାଲକୁ ଯାଇ ସ୍ବାସ୍ଥ୍ୟସେବାର ସମୀକ୍ଷା। ସ୍ବଚ୍ଛତା ସୁଧାରିବାକୁ ଗଜପତି CDMOଙ୍କୁ ନିର୍ଦେଶ। ପୋଲିସ ସେବା ପରଖିବାକୁ ନିଜେ ଲୋକଙ୍କୁ କଲେ ଫୋନ୍‌। Post…

ଅନୁସୂଚିତ ଜାତି ପରିବାର ଉପରେ ଜ଼ିଲ୍ଲା ପ୍ରଶାସନର ଜୁଲୁମ | ପନ୍ଦର ଦିନ ମଧ୍ୟରେ ସମସ୍ୟା ସମାଧାନ କରାନଗଲେ ତହସିଲଦାର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦିଷ୍ଟ କାଳ ଧାରଣା ଚେତାବନୀ

( ଅନୁସୂଚିତ ଜାତି ପରିବାର ଉପରେ ଜ଼ିଲ୍ଲା ପ୍ରଶାସନର ଜୁଲୁମ | ପନ୍ଦର ଦିନ ମଧ୍ୟରେ ସମସ୍ୟା ସମାଧାନ କରାନଗଲେ ତହସିଲଦାର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦିଷ୍ଟ କାଳ ଧାରଣା ଚେତାବନୀ ) ଜଗତସିଂହପୁର ତା =26/8/23 ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା…

ଉଲ୍ଲେଖନୀୟ ସେବା ଓ ସାହସିକତା ପାଇଁ ୭୪ ଜଣଙ୍କୁ ପଦକ ପ୍ରଦାନ କଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟ ପୋଲିସ୍‌ ସେବା, ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସେବା ଏବଂ କାରାଗାର ଓ ସଂସ୍କାର ସେବାର ୭୪ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ନିମନ୍ତେ ରାଷ୍ଟ୍ରପତି, ରାଜ୍ୟପାଳ…

ଭୁବନେଶ୍ୱର ମହାନଗର ନିଗମ ପାଇଁ ୪୧୭ ଟି ନୂତନ ପଦବୀ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ମହାନଗର ନିଗମ ରାଜ୍ୟର ସବୁଠାରୁ ବୃହତ ସ୍ବାୟତ୍ତ ଶାସନ ଅନୁଷ୍ଠାନ। ରାଜ୍ୟର ରାଜଧାନୀ ତଥା ଏକ ଆଧୁନିକ ସହର ଭାବେ ଭୁବନେଶ୍ବରର ପରିଚୟକୁ ଆହୁରି ସୁଦୃଢ କରିବା ସହିତ ଏହି ଐତିହ୍ୟ ସଂପନ୍ନ ସହରର ଐତିହାସିକ ମର୍ଯ୍ୟଦାର ସୁରକ୍ଷା ଦିଗରେ…

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନସ ଜରିଆରେ ଝାରସୁଗୁଡା ଓ ଲାଇକେରାରେ ଦୁଇଟି ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସେଣ୍ଟର ଉଦ୍‌ଘାଟନ କରିଛନ୍ତି

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନସ ଜରିଆରେ ଝାରସୁଗୁଡା ଓ ଲାଇକେରାରେ ଦୁଇଟି ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସେଣ୍ଟର ଉଦ୍‌ଘାଟନ କରିଛନ୍ତି। କରପୋରେଟ୍ ସଂସ୍ଥା ବେଦାନ୍ତ ସଂସ୍ଥା ସହଯୋଗରେ ଏହି ଦୁଇଟି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହା ଝାରସୁଗୁଡା…

ଗୋପାଳପୁର ବିଧାୟକଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ୩ ଘଣ୍ଟାରୁ ଉର୍ଦ୍ଧ ସମୟ ଅଟକ

ଗୋପାଳପୁର ବିଧାୟକଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ୩ ଘଣ୍ଟାରୁ ଉର୍ଦ୍ଧ ସମୟ ଅଟକ ଗଣତନ୍ତ୍ର ଶାସନ ବ୍ୟବସ୍ଥାର ହତ୍ୟା. ବ୍ରହ୍ମପୁର.. (ରୂପକ ମହାନ୍ତି )5ଟି ସଚିବ ଭି. କେ ପାଣ୍ଡିଆନ ଙ୍କ ତିନି ଦିନିଆ ଗଞ୍ଜାମ ଗ୍ରସ୍ତ ଆରମ୍ଭ ହୋଇଥିବା ବେଳେ…

You missed