Month: August 2023

ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଅଜୟ ସିଂହ ଓଡିଶା ଲୋକସେବା ଭବନ ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ପରିଦର୍ଶନରେ

ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଅଜୟ ସିଂହ ଓଡିଶା ଲୋକସେବା ଭବନ ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ପରିଦର୍ଶନରେ ଆସି ବିଭାଗ ସମ୍ବନ୍ଧୀୟ କାର୍ଯ୍ୟଶୈଳୀ ଉପରେ ଅଧିକାରୀମାନଙ୍କ ସହିତ ମତ ବିନିମୟ କରିଛନ୍ତି। ବିଭାଗୀୟ ପ୍ରମୁଖ…

ନକ୍ସଲଙ୍କ ବଡ଼ଧରଣର ଯୋଜନା ପଣ୍ଡ

ନକ୍ସଲଙ୍କ ବଡ଼ଧରଣର ଯୋଜନା ପଣ୍ଡ ସୁନ୍ଦରଗଡ଼ ରେଳ ଧାରଣା ନିକଟରୁ ଲ୍ୟାଣ୍ଡମାଇନ ଜବତ। ଟୋପାଡ଼ି ରେଳ ଷ୍ଟେସନ ନିକଟରୁ ଲ୍ୟାଣ୍ଡମାଇନ ଉଦ୍ଧାର। ୧୦ କେଜିର ଲ୍ୟାଣ୍ଡମାଇନ ଉଦ୍ଧାର। ବୋମା ନିଷ୍କ୍ରିୟ ଟିମ୍‌ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିଛନ୍ତି। ଘଟଣାସ୍ଥଳରେ ଜୋରଦାର ଅପରେସନ ଜାରି…

ଅନୁଗୋଳ ଜିଲ୍ଲା ସମେତ ଆଗାମୀ ୩ ଘଣ୍ଟା ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଆଗାମୀ ୩ ଘଣ୍ଟା ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ଟ୍ୱିନ୍‌ ସିଟି ସମେତ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ଭଦ୍ରକ, ବାଲେଶ୍ୱର, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ, ଯାଜପୁର, କେନ୍ଦୁଝର। ଖୋର୍ଦ୍ଧା, କଟକ, ପୁରୀ, ଗଞ୍ଜାମ, କୋରାପୁଟ, ରାୟଗଡ଼ା,…

ଶାମେଶ୍ଵର ଜୀଉ ଆଞ୍ଚଳିକ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଭାରତମାତା ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସୈନିକ, ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ

ଶାମେଶ୍ଵର ଜୀଉ ଆଞ୍ଚଳିକ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଭାରତମାତା ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସୈନିକ, ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ବିଷୟ ____ ବିଂଝାରପୁର ବ୍ଳକ ଅନ୍ତର୍ଗତ ଅରିଲୋ ଠାରେ ଇଂରେଜ ସରକାରଙ୍କ ଦ୍ବାରା ନିମିତ୍ତ କୋଠିଢିହଠାରେ ଭାରତୀୟ…

ବରାହ ହତ୍ୟା ଘଟଣାରେ ଦୁଇ ଗିରଫ

ବରାହ ହତ୍ୟା ଘଟଣାରେ ଦୁଇ ଗିରଫ ଗୋଳାମୁଣ୍ଡା କଳାହାଣ୍ଡି ଜିଲ୍ଲା ଉତ୍ତର ବନ ବିଭାଗ ଅଧିନସ୍ତ କେଗାଁ ବନ ବିଭାଗ ବରାହ ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ସୂଚନାରୁ ପ୍ରକାଶ ଚପରିଆ ପଞ୍ଚାୟତ ବାଞ୍ଜିପଦର…

ନ୍ୟୁ ଇଣ୍ଡିଆ ଅନୁଷ୍ଠାନ ଦ୍ବାରା ‘ମେରା ମିଟି ମେରା ଦେଶ’ ଅଭିଯାନ ଗଁଦିଆ

ନ୍ୟୁ ଇଣ୍ଡିଆ ଅନୁଷ୍ଠାନ ଦ୍ବାରା ‘ମେରା ମିଟି ମେରା ଦେଶ’ ଅଭିଯାନ ଗଁଦିଆ ଢେଙ୍କାନାଳ ୧୭/୮: ଗନ୍ଦିଆ ବ୍ଲକ୍ ଅନ୍ତର୍ଗତ ଖଙ୍ଗିରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଵାଧୀନତା ଦିବସ ଦିନ ଜାତୀୟ ପତାକା ଉତୋଳନ ସହ ବୃକ୍ଷରୋପଣ କରାଯାଇ ‘ମେରା ମାଟି ମେର…

ଘରପୋଡି କ୍ଷତିଗ୍ରସ୍ତଙ୍କୁ ସହାୟତା

ଘରପୋଡି କ୍ଷତିଗ୍ରସ୍ତଙ୍କୁ ସହାୟତା ଢ଼େନାଙ୍କାନାଳ:17/08-ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ, ଜିଲ୍ଲାର ସଦର ବ୍ଲକସ୍ଥିତ କାଇମାଟି, ଶବର ସାହିର ଛଅଟି ପରିବାରକୁ ତାଙ୍କର ଘର ପୋଡ଼ିଯାଇଥିବାରୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ l ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀ…

ପର୍ବାତାରୋହୀ ବିଭାରାଣୀ ପାତ୍ରଙ୍କୁ ଆର୍ଥିକ ସହାୟତା

ପର୍ବାତାରୋହୀ ବିଭାରାଣୀ ପାତ୍ରଙ୍କୁ ଆର୍ଥିକ ସହାୟତା ଢେଙ୍କାନାଳ: ୧୭/୦୮- ଆଜି ପୂର୍ବାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ପର୍ବତାରୋହୀ ବିଭାରାଣୀ ପାତ୍ରଙ୍କୁ ତାଙ୍କର ପର୍ବତାରୋହଣ ପାଇଁ ପଚିଶ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ଚେନ୍ ଆକାରରେ…

ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ହୃଦଘାତରେ ମୃତ୍ୟୁ

ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ହୃଦଘାତରେ ମୃତ୍ୟୁ ଅନୁଗୋଳ – ଅନୁଗୋଳ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଆଜି ହସ୍ପିଟାଲ୍ ରେ ପରଲୋକ ହୋଇ ଯାଇଛି। ଆଜି ଅନୁଗୋଳ ଜିଲ୍ଲା ମୁଖ୍ୟ…

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଆମ୍ବମୁଣ୍ଡା ଡେରାରେ ଜ୍ଞାନ ବିଜ୍ଞାନ ମେଳା

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଆମ୍ବମୁଣ୍ଡା ଡେରାରେ ଜ୍ଞାନ ବିଜ୍ଞାନ ମେଳା ଅନୁଗୋଳ/ଡେରା – 16/08/2023 ରିଖ (ବୁଧବାର) ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଆମ୍ବମୁଣ୍ଡା ଡେରା ବିଦ୍ୟାଳୟ ପରିସରରେ ତାଳଚେର ସଙ୍କୁଳର ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ…

You missed