Month: August 2023

‘ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ’ ସମୀକ୍ଷା ବୈଠକ ଅନୁଷ୍ଠିତ

ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ସଚିବମାନେ ଯୋଗ ଦେଇଥିଲେ। ଚଳିତ ମାସରେ ‘ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ’ ସମୀକ୍ଷା…

ସୁପ୍ରିମକୋର୍ଟର ରାୟକୁ ନେଇ ଗଞ୍ଜାମ ଜିଲ୍ଲା କଂଗ୍ରେସ ମହଲରେ ଖୁସିର ଲହରୀ

ସୁପ୍ରିମକୋର୍ଟର ରାୟକୁ ନେଇ ଗଞ୍ଜାମ ଜିଲ୍ଲା କଂଗ୍ରେସ ମହଲରେ ଖୁସିର ଲହରୀ. ଜାଗ୍ରତ ଭାରତ ନ୍ୟୁଜ (ରୁପକ ମହାନ୍ତି ) ଆଜି ତା-୦୪/୦୮/୨୦୨୩ ରିଖ ଶୁକ୍ରବାର, ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ବର୍ତ୍ତମାନ ଶାସନରେ ଥିବା ସରକାର ଯେଭଳି ଭାବେ ଛାପ…

ଡିଲର ଙ୍କ ବିରୋଧ ରେ ମୁହଁ ଖୋଲିବାରୁ PDS ହିତାଧିକାରୀ ଙ୍କୁ ନିସ୍ତୁକ ମାଡ଼ ଥାନାରେ ଅଭିଯୋଗ

( ଡିଲର ଙ୍କ ବିରୋଧ ରେ ମୁହଁ ଖୋଲିବାରୁ PDS ହିତାଧିକାରୀ ଙ୍କୁ ନିସ୍ତୁକ ମାଡ଼ ଥାନାରେ ଅଭିଯୋଗ ) ଜଗତସିଂହପୁର ତା =4/8/23 ଜଗତସିଂହପୁର ବ୍ଲକ ସିଂହାରପୁର ପଞ୍ଚାୟତ ନବାପାଟଣା ଗ୍ରାମରେ ରେସନ ସାମଗ୍ରୀ ଆଣିବାକୁ ଯାଇଥିବା ଜଣେ ହିତାଧିକାରୀ…

ମୋବାଇଲ୍ ଟାୱାର ନିର୍ମାଣ କାର୍ଯ୍ୟକୁ ନେଇ ଗାଁରେ ତିମ୍ବି ତୋଫାନ।ଅନ୍ୟତ୍ର ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ମହିଳାଙ୍କ ପକ୍ଷରୁ ଚେତାବନୀ

(ମୋବାଇଲ୍ ଟାୱାର ନିର୍ମାଣ କାର୍ଯ୍ୟକୁ ନେଇ ଗାଁରେ ତିମ୍ବି ତୋଫାନ।ଅନ୍ୟତ୍ର ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ମହିଳାଙ୍କ ପକ୍ଷରୁ ଚେତାବନୀ।) ଜଗତସିଂହପୁର ତା =4/8/23 ମୋବାଇଲ୍ ଟାୱାର ନିର୍ମାଣ କାର୍ଯ୍ୟକୁ ନେଇ ଗାଁରେ ତୁମ୍ବି ତୋଫାନ।ଅନ୍ୟତ୍ର ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ…

ବ୍ରହ୍ମପୁର ପୋଲିସକୁ ମିଳିଛି ବଡ଼ ସଫଳତା, ଚୋରି ଯାଇଥିବା 16 ବାଇକ ସହ ଅନ୍ୟାନ୍ୟ ଜବତ

ବ୍ରହ୍ମପୁର ପୋଲିସକୁ ମିଳିଛି ବଡ଼ ସଫଳତା, ଚୋରି ଯାଇଥିବା 16 ବାଇକ ସହ ଅନ୍ୟାନ୍ୟ ଜବତ. *ଚୋରି ହୋଇଥିବା ବାଇକ ଓ ଅନ୍ୟାନ ସାମଗ୍ରୀ ପୋଲିସ ପ୍ରକୃତ ମାଲିକ ଙ୍କୁ ଫେରସ୍ତ କରିଛି. ବ୍ରହ୍ମପୁର..ବ୍ରହ୍ମପୁର ଓ ଉପକଣ୍ଠର ଦିନକୁ ଦିନ ବାଇକ…

ଓଡିଶା ର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଙ୍କ 17ତମ ଶ୍ରାଦ୍ଧବାର୍ଷିକ ପାଳିତ

(ଓଡିଶା ର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଙ୍କ 17ତମ ଶ୍ରାଦ୍ଧବାର୍ଷିକ ପାଳିତ ) ଜଗତସିଂହପୁର ତା =4/8/23 ମହୀୟଶୀ ନାରୀନେତ୍ରୀ ତଥା ଓଡିଶା ର ପ୍ରଥମ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଙ୍କ 17ତମ ଶ୍ରାଦ୍ଧ ବାର୍ଷିକ ଜଗତସିଂହପୁର ସାରସ୍ୱତ…

ବିଜୁ ଜନତା ଦଳର ସମ୍ବିଧାନ , ଗଣତନ୍ତ୍ର ଏବଂ ମହିଳା ବିରୋଧୀ ଚେହେରା ପାର୍ଲିଆମେଣ୍ଟରେ ସ୍ପଷ୍ଟ ହୋଇଛି – ଆପ୍

ବିଜୁ ଜନତା ଦଳର ସମ୍ବିଧାନ , ଗଣତନ୍ତ୍ର ଏବଂ ମହିଳା ବିରୋଧୀ ଚେହେରା ପାର୍ଲିଆମେଣ୍ଟରେ ସ୍ପଷ୍ଟ ହୋଇଛି – ଆପ୍ ଢ଼େଙ୍କାନାଳ , ୪/୮ : କେନ୍ଦ୍ରର ଭାରତୀୟ ଜନତା ପାର୍ଟି ସରକାର ଦିଲ୍ଲୀ ଅର୍ଡିନାନ୍ସକୁ ଆଇନ୍‌ରେ ପରିଣତ କରିବା ପାଇଁ…

_କମ୍ରେଡ ଶିବଦାସ ଘୋଷଙ୍କ ଜନ୍ମଶତବର୍ଷ ଉଦ୍‌ଯାପନୀ ଜନସଭାରେ ଓଡିଶାରୁ ୨୦ହଜାର ଲୋକ ଯୋଗଦେବେ , ବ୍ରହ୍ମପୁରରୁ ଗଲା ୪ ବସ୍

*_କମ୍ରେଡ ଶିବଦାସ ଘୋଷଙ୍କ ଜନ୍ମଶତବର୍ଷ ଉଦ୍‌ଯାପନୀ ଜନସଭାରେ ଓଡିଶାରୁ ୨୦ହଜାର ଲୋକ ଯୋଗଦେବେ , ବ୍ରହ୍ମପୁରରୁ ଗଲା ୪ ବସ୍_* ବ୍ରିଟିଶ ବିରୋଧୀ ସ୍ଵାଧୀନତା ଆନ୍ଦୋଳନର ଆପୋଷହୀନ ଧାରାର ମହାନ୍ ସଂଗ୍ରାମୀ, ଏଯୁଗର ଜଣେ ଅନ୍ୟତମ ଅଗ୍ରଣୀ ମାର୍କ୍ସବାଦୀ ଦାର୍ଶନିକ, ସର୍ବହରାଶ୍ରେଣୀର…

କେନ୍ଦୁଝର ଜିଲ୍ଲା ରାଜ୍ୟ ପ୍ରଦୂଷଣବୋର୍ଡ ଏବଂ ଜିଲ୍ଲା ପ୍ରଶାସନପକ୍ଷରୁ ଟାଟାଷ୍ଟିଲ କମ୍ପାନୀର ଜନଶୁଣାଣି ଅୟୋଜନ

କେନ୍ଦୁଝର ଜିଲ୍ଲା ରାଜ୍ୟ ପ୍ରଦୂଷଣବୋର୍ଡ ଏବଂ ଜିଲ୍ଲା ପ୍ରଶାସନପକ୍ଷରୁ ଟାଟାଷ୍ଟିଲ କମ୍ପାନୀର ଜନଶୁଣାଣି ଅୟୋଜନ । କେନ୍ଦୁଝର ଜିଲ୍ଲା ଏକ ଖଣିଜବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ବିଭିନ୍ନ ପ୍ରକାରର ଖଣିଜ ପଦାର୍ଥ ରେ ପରିପୂର୍ଣ୍ଣ ଖଣିମାନ ରହିଅଛି। ଖଣି…

ରୋଟାରୀ କ୍ଲବ ଭୁବନେଶ୍ୱର ଦ୍ଵାରା ସହରାଞ୍ଚଳରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରୋଟାରୀ କ୍ଲବ ଭୁବନେଶ୍ୱର ଦ୍ଵାରା ସହରାଞ୍ଚଳରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଭୁବନେଶ୍ୱର – ରୋଟାରୀ କ୍ଲବ ଭୁବନେଶ୍ୱର ଦ୍ଵାରା ସହରାଞ୍ଚଳରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ଭୁବନେଶ୍ୱର ସ୍ଥିତ କଲେଜ୍ ଅଫ୍ ଆଇ ଟି ଆଣ୍ଡ ମ୍ୟାନେଜମେଣ୍ଟ…

You missed