Month: August 2023

ଚୋରୀରେ ସଂପୃକ୍ତ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରୀ ସାମଗ୍ରୀ ଉଦ୍ଧାର କରିଛି ବଡବିଲ ପୋଲିସ।

ଚୋରୀରେ ସଂପୃକ୍ତ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରୀ ସାମଗ୍ରୀ ଉଦ୍ଧାର କରିଛି ବଡବିଲ ପୋଲିସ। କେନ୍ଦୁଝର ଜିଲ୍ଲା ବଡ଼ବିଲ ,ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ମୋଟର ପାର୍ଟ୍ସ ଚୋରି ଜିନିଷ ଉଦ୍ଧାର ସହ ଦୁଇ ନାବାଳକ ସମେତ ପାଞ୍ଚ…

ଲଘୁଚାପ ଜନିତ ବର୍ଷା ରେ ମଧ୍ୟମ ଧରଣର ବନ୍ୟା କୁ ନେଇ ଚିଖିଲି ଗ୍ରାମ ବାସୀ ଦ୍ବନ୍ଦ ରେ ମହାନଦୀ ର ଜଳସ୍ତର ବଢ଼ି ବାରେ ଲାଗିଛି

ଲଘୁଚାପ ଜନିତ ବର୍ଷା ରେ ମଧ୍ୟମ ଧରଣର ବନ୍ୟା କୁ ନେଇ ଚିଖିଲି ଗ୍ରାମ ବାସୀ ଦ୍ବନ୍ଦ ରେ ମହାନଦୀ ର ଜଳସ୍ତର ବଢ଼ି ବାରେ ଲାଗିଛି ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଚିଖିଲି ଗ୍ରାମ ରେ ମହାନଦୀର ଜଳ ସ୍ତର…

ରକ୍ତ ଦାନ ଶିବିର ଅନୁଷ୍ଠିତ

ରକ୍ତ ର ଅଭାବ କୁ ଦୃଷ୍ଟି ରେ ରଖି SUNRISECLUB Gudianali ତରଫରୁ କ୍ଲବ ର ସମ୍ପାଦକ ଆରୟନ ଦାସ ଙ୍କ ଜନ୍ମଦିନ ଉପଲକ୍ଷେ ଏକ ରକ୍ତ ଦାନ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି.. ଏହି ଶିବିର…

ପ୍ରଥମ ବନ୍ୟାରେ ଖରସ୍ରୋତା ନଦୀରେ ଘାଇ

ପ୍ରଥମ ବନ୍ୟାରେ ଖରସ୍ରୋତା ନଦୀରେ ଘାଇ ବିଷୟ ___ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅଧିନସ୍ଥ ଖରସ୍ରୋତା ନଦୀରେ ଚଳିତ ବର୍ଷ ପ୍ରଥମ ବନ୍ୟାଜଳ ପ୍ରବେଶ କରି ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ବନ୍ୟା ଜଳ ପ୍ରଭାବରେ ଓଳେଇ ଚନ୍ଦନପୁର ଗ୍ରାମ…

ଜାଳିଦେଲେ ଆଉ ଏକ ମସ୍‌ଜିଦ

ଗୁରୁଗ୍ରାମ,୪/୮:ହରିୟାଣାର ନୁହ ଜିଲାରେ ଉତ୍ତ୍ୟକ୍ତ ଲୋକେ ଏକ ମସ୍‌ଜିଦରେ ନିଆଁ ଲଗାଇଦେଇଥିବାବେଳେ ଅନ୍ୟ ଏକ ମସ୍‌ଜିଦରେ ଶର୍ଟ ସର୍କିଟରୁ ନିଆଁ ଲାଗିଯାଇଥିବା ପୋଲିସ କହିଛି। ବୁଧବାର ରାତି ସାଢ଼େ ୧୧ଟାରେ ଏହି ଅଗ୍ନିକାଣ୍ଡ ଘଟିଥିବାବେଳେ କେହି ଆହତ ହୋଇ ନାହାନ୍ତି। ଗୋଟିଏ…

ଫ୍ୟାମିଲି ପେନସନ ପାଇଁ ଆବେଦନର ଅବଧି ବର୍ଷେ ପାଇଁ ବୃଦ୍ଧି

ଭୁବନେଶ୍ୱର: ଚାକିରିରେ ଥିବା କୌଣସି କର୍ମଚାରୀଙ୍କ ମୃତ୍ୟୁ ହେଲେ ଫ୍ୟାମିଲି ପେନସନ ପାଇଁ ଆବେଦନ କରିବାର ସମୟ ସୀମାକୁ ଓଡ଼ିଶା ସରକାର ଆଉ ଏକ ବର୍ଷ ପାଇଁ ବୃଦ୍ଧି କରିଛନ୍ତି। ଗୁରୁବାର ଦିନ ଅର୍ଥ ବିଭାଗର ଏକ ସରକାରୀ ଚିଠି ଅନୁଯାୟୀ,…

ଆଜି ଆସି ଆସନ୍ତା କାଲି ଅଗଷ୍ଟ ୫ ତାରିଖରେ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିବେ କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା

ଅଗଷ୍ଟ ୫ ତାରିଖରେ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା ଭୁବନେଶ୍ୱର -ଆସନ୍ତା କାଲି ଅଗଷ୍ଟ ୫ ତାରିଖରେ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା । ଶ୍ରୀ ଶାହା ଓଡ଼ିଶାରେ ବିମାନଯୋଗେ ଦିନକ ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦର ରେ ପହଞ୍ଚି…

ବର୍ଷା ଯୋଗୁଁ ୧୨ଟି ଜିଲ୍ଲାର ୮୨ ବ୍ଲକର ୨୬୪ ଗୋଟି ପଞ୍ଚାୟତ ଅନ୍ତର୍ଗତ ୪୮୧ ଗୋଟି ଗ୍ରାମ ପ୍ରଭାବିତ

ରାଜ୍ୟରେ ଲଗାଣ ବର୍ଷା ଯୋଗୁ ୧୨ଟି ଜିଲ୍ଲାର ୮୨ ବ୍ଲକର ୨୬୪ ଗୋଟି ପଞ୍ଚାୟତ ଅନ୍ତର୍ଗତ ୪୮୧ ଗୋଟି ଗ୍ରାମ ପ୍ରଭାବିତ ହୋଇଛି। ବର୍ଷା ଯୋଗୁ ଘଟିଥିବା କ୍ଷୟକ୍ଷତିର ବିବରଣୀ ଜିଲ୍ଲା ପ୍ରଶାସନ ପକ୍ଷରୁ ହସ୍ତଗତ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ…

ରୋଗୀଙ୍କ ଖାଦ୍ୟ ଅନୁଦାନରେ ୩୦% ବୃଦ୍ଧି

ରୋଗୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଉଦ୍ଦେଶ୍ୟରେ ସରକାରୀ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହେଉଥିବା ଇନଡୋର ରୋଗୀଙ୍କ ପାଇଁ ଦିଆଯାଉଥିବା ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।…

ସଚିବସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ସଚିବମାନେ ଯୋଗ ଦେଇଥିଲେ। ଚଳିତ ମାସରେ ‘ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ’ ସମୀକ୍ଷା…

You missed