Month: September 2023

ଏନ୍‌କାଉଣ୍ଟର: ଜଣେ ଆତଙ୍କୀ ନିହତ

ଏନ୍‌କାଉଣ୍ଟର: ଜଣେ ଆତଙ୍କୀ ନିହତ କାଶ୍ମୀର ରଜୌରୀରେ ଏନ୍‌କାଉଣ୍ଟର, ଜଣେ ଆତଙ୍କବାଦୀ ନିହତ। ଗୁଳିବିନିମୟ ବେଳେ ଜଣେ ଯବାନ ସହିଦ, ଆଉ ୩ ଆହତ। ସର୍ଚ୍ଚ ଅପରେସନ ବେଳେ ୬ ବର୍ଷର ସେନା କୁକୁର ‘କେଣ୍ଟ’ର ମୃତ୍ୟୁ। ଆତଙ୍କବାଦୀ ଲୁଚିଥିବା ସନ୍ଦେହରେ…

ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସହଭାଗିତାରେ ଓ୍ବାଟର କୁଲର୍ ଲୋକାର୍ପଣ

ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସହଭାଗିତାରେ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରର ଗିରିଦୁର୍ଗା ମନ୍ଦିର ପରିସରରେ ଏକ ଓ୍ବାଟର ପ୍ୟୁରିଫାୟର ଓ କୁଲର୍ ସ୍ଥାପନ କରାଯାଇଛି। ଆଜି ସ୍ଥାନୀୟ ବିଧାୟକ ମାନ୍ୟବର, ଶ୍ରୀଯୁକ୍ତ…

ଆଜି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ: ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି କେନ୍ଦ୍ରୀୟ ନିର୍ବାଚନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ, ଜେପି ନଡ୍ଡା ଏବଂ ଅମିତ ଶାହା ମଧ୍ୟ ଯୋଗଦେବେ। ଆଜିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆସନ୍ତା…

ଖୋଲିବ ହୀରାକୁଦର ୨ଟି ଗେଟ୍

ଖୋଲିବ ହୀରାକୁଦର ୨ଟି ଗେଟ୍ ଆଜି ଅପରାହ୍ନ ୪ଟାରେ ଖୋଲିବ ହୀରାକୁଦ ଡ୍ୟାମ୍‌ର ୨ଟି ଗେଟ୍ । ଉପରମୁଣ୍ଡରେ ଲଘୁଚାପ ଜନିତ ବର୍ଷା ସମ୍ଭାବନା ଥିବାରୁ ନିଷ୍ପତ୍ତି। ସକାଳ ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୮.୧୦ ଫୁଟ୍‌। Post Views: 9

ଏସିଆନ ଗେମ୍ସ ଖେଳାଳିଙ୍କୁ ୧୦ ଲକ୍ଷ

ଏସିଆନ ଗେମ୍ସ ଖେଳାଳିଙ୍କୁ ୧୦ ଲକ୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହାୟତା ରାଶି ଘୋଷଣା। ଯୋଗ୍ୟ ୧୩ ଓଡ଼ିଆ ଆଥଲେଟଙ୍କୁ ସହାୟତା। ପ୍ରତି ଆଥଲେଟଙ୍କୁ ୧୦ ଲକ୍ଷ ଲେଖାଏ ସହାୟତା ଘୋଷଣା। Post Views: 9

୪୫ ଜଣ ନୂତନ ଡାକ୍ତରଙ୍କୁ ଇ ଏସ୍ ଆଇ ହସ୍ପିଟାଲରେ ନିଯୁକ୍ତି

45 ମେଡିକାଲ୍ ଅଫିସର ଆଜି ESI ହସ୍ପିଟାଲ୍ ଏବଂ ଡିସପେନସାରିରେ ଯୋଗ ଦେଇଛନ୍ତି | ଏହି ଉଦ୍ଦେଶ୍ୟରେ ଆଜି ଲୋକ ସେବା ଭବନରେ ଥିବା କନଭେନସନ୍ ସେଣ୍ଟରରେ ଓରିଏଣ୍ଟେସନ୍ ପ୍ରୋଗ୍ରାମ୍ ସହିତ ଏକ ନିଯୁକ୍ତି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |…

ରାଜ୍ୟର ବ୍ୟାଙ୍କିଙ୍ଗ ସୁବିଧା ନଥିବା ଗ୍ରାମ ପଞ୍ଚାୟତରେ ସିଏସପି ପ୍ଲସ୍ ଆଉଟ୍‌ଲେଟ୍ ଖୋଲାଯିବ

ରାଜ୍ୟର ବ୍ୟାଙ୍କିଙ୍ଗ ସୁବିଧା ନଥିବା ଗ୍ରାମ ପଞ୍ଚାୟତରେ ସିଏସପି ପ୍ଲସ୍ ଆଉଟ୍‌ଲେଟ୍ ଖୋଲାଯିବ। ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ ସେବା ତଥା ସରକାରଙ୍କ ଦ୍ଵାରା ହିତାଧିକାରୀ ମାନଙ୍କୁ ଦିଆଯାଉଥିବା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଠିକ୍ ସମୟରେ ପ୍ରଦାନ କରିବା ନିମନ୍ତେ…

ଜନକଲ୍ୟାଣ କାର୍ଯ୍ୟକ୍ରମ ଓ ଯୋଜନା ସମ୍ବନ୍ଧିତ ଆଲୋଚନା

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସଭାପତିତ୍ବରେ ଆଜି ଦିନିକିଆ ଜିଲ୍ଲାପାଳ ସମ୍ମିଳନୀ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ରାଜ୍ଯ ସରକାରଙ୍କ ଅତିରିକ୍ତ ମୁଖ୍ୟଶାସନ ସଚିବ, ପ୍ରମୁଖ ଶାସନ ସଚିବ, ସଚିବମାନଙ୍କ…

ସେକ୍ସ ରାକେଟ ଠାବ ହୋଇଛି

ବ୍ରହ୍ମପୁରରେ ସେକ୍ସ ରାକେଟ ଠାବ ହୋଇଛି ବ୍ରହ୍ମପୁର ସହରରେ ସେକ୍ସ ରାକେଟ ଠାବ, ୩ ଗିରଫ। ନିମଖଣ୍ଡି ଥାନା ଶକ୍ତିନଗର ପ୍ରଥମ ଲେନ୍‌ର ଜଣଙ୍କ ଘରେ ଚଢ଼ାଉ। ୩ ଯୁବତୀ ଉଦ୍ଧାର, ଘର ମାଲିକଙ୍କ ସମେତ ୩ ଦଲାଲ ଗିରଫ। Post…

ଅବୋଧ କୋମଳମତି ଶିଶୁର ମୃତ୍ୟୁ ପାଇଁ କିଏ ଦାୟୀ

ଅବୋଧ କୋମଳମତି ଶିଶୁର ମୃତ୍ୟୁ ପାଇଁ କିଏ ଦାୟୀ । କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ଥାନା ଅନ୍ତର୍ଗତ କୋଲହ୍ ବରପଦା ଗ୍ରାମରେ ଅଙ୍ଗନୱାଡି କେନ୍ଦ୍ରରେ ଟୀକା ଗ୍ରହଣ ପରେ ଗୋଟିଏ ଅଢେଇ ମାସର ଶିଶୁର ମୃତ୍ୟୁ ହୋଇଥିବା ବେଳେ…