ଅସ୍ତ ହୋଇଗଲେ ସୂର୍ଯ୍ୟ, ଶେଷ ନିଃଶ୍ୱାସ ତ୍ୟାଗ କଲେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର
ଭୁବନେଶ୍ୱର : ପୂର୍ବତନ ବାଚସ୍ପତି, ମନ୍ତ୍ରୀ, ଦିଗପହଣ୍ଡିର ବିଧାୟକ ତଥା ବରିଷ୍ଠ ନେତା ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଙ୍କର ଦେହାନ୍ତ ହୋଇଯାଇଛି l ବହୁ ବାର ବିଧାନ ସଭାକୁ ନିର୍ବାଚିତ ହେବା ସହ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ରାଜସ୍ବ, ଜଙ୍ଗଲ,…
