Month: October 2023

ବିଶ୍ବ ଅଣ୍ଡା ଦିବସ ପାଳିତ

ବିଶ୍ବ ଅଣ୍ଡା ଦିବସ ପାଳିତ ଚଳିତ ବର୍ଷର ସ୍ଲୋଗାନ – ଏକ ସୁସ୍ଥ ଭବିଷ୍ୟତ ପାଇଁ ଅଣ୍ଡା ଢେଙ୍କାନାଳ, ତା ୧୩.୧୦.୨୦୨୩ – ଆଜି ବିଶ୍ଵ ଅଣ୍ଡା ଦିବସ । ଏହି ଉପଲକ୍ଷେ ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ…

ଜାତୀୟ ଡାକ ସପ୍ତାହ ପାଳିତ

ଢେଙ୍କାନାଳ ଡା଼କମଣ୍ଡଳ ତରଫରୁ ତା 09.10.2023 ରିଖ ଠାରୁ ତା 13.10.2023 ରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ଜାତୀୟ ଡାକ ସପ୍ତାହ ପାଳିତ ହୋଇଯାଇଅଛି / ଢେଙ୍କାନାଳ ଡା଼କମଣ୍ଡଳ ତା 09.10.2023 ରିଖ ଦିନ ‘ବିଶ୍ୱ ଡାକ ଦିବସ’ , ତା…

ରାଜବୋଡାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ପ୍ରଥମ ଥର ଐତିହାସିକ ସମାବେଶ ଡାକରା

ଓଡ଼ିଶା ରାଜ୍ୟ ର ଭାତ ହାଣ୍ଡି ଭାବେ ବରଗଡ଼ ଜିଲ୍ଲା ପରିଚିତ ଥିବା ବେଳେ ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକ କାହିଁକି ଦାଦନ ପ୍ରବଣ ବ୍ଲକ ଅଟେ।କାରଣ ବ୍ଲକରେ ଜଳସେଚନ ସୁବିଧା ନାହିଁ,ମଣ୍ଡି ବ୍ୟବସ୍ଥା ନାହଁ,ଗୋଦାମ ଗୃହ ବା ଶୀତଳ ଭଣ୍ଡାର…

ବାଲିକୁଦା ବ୍ଲକ କଂଗ୍ରେସ ପକ୍ଷରୁ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିକୁଦା ବ୍ଲକ କଂଗ୍ରେସ ପକ୍ଷରୁ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଅନୁଷ୍ଠିତ ଜଗତସିଂହପୁର ତା=12/10/23 ପ୍ରଦେଶ କଂଗ୍ରେସ କମିଟି ଆହ୍ବାନକ୍ରମେ ବର୍ତ୍ତମାନ ସାରା ଓଡ଼ିଶାରେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଚାଲୁଅଛି ।…

ବିଦୁଲତା ପଣ୍ଡାଙ୍କ ଦ୍ବାଦଶ ଶ୍ରଦ୍ଧାଞ୍ଜଳୀ ସଭା ପାଳିତ

ବିଦୁଲତା ପଣ୍ଡାଙ୍କ ଦ୍ବାଦଶ ଶ୍ରଦ୍ଧାଞ୍ଜଳୀ ସଭା ପାଳିତ ଢେଙ୍କାନାଳ(୧୩/୧୦): ଢେଙ୍କାନାଳ ସ୍ଥାନୀୟ ବଳରାମ ମନ୍ଦିର ନିକଟସ୍ଥ ଝୁଲଣ ମଣ୍ଡପ ଠାରେ ବିଦୁଲତା ପଣ୍ଡାଙ୍କ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ସଭା ତା ୧୩/୧୦/୨୦୨୩ରିଖ ୧ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି ଆର୍ବିଭାବ ୧୫/୦୪/୧୯୪୦ ଓ ତିରୋଧାନ…

ଚୌଦ୍ୱାର ରେ ସାଇବର ସୁରକ୍ଷା ଅଭିଯାନ 

ଚୌଦ୍ୱାର ରେ ସାଇବର ସୁରକ୍ଷା ଅଭିଯାନ କମିଶନରେଟ ପୋଲିସ ପକ୍ଷ ରୁ କଟକ ଜିଲ୍ଲା ଚୌଦ୍ୱାର ଓଟିମ ହାଇସ୍କୁଲ ରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ବର୍ତ୍ତମାନ ହେଉଥିବା ଠକେଇ ଉପରେ ବିସ୍ତୃତ…

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ମାଲକାନଗିରି ମୋର ଅତି ପ୍ରିୟ। ମାଲକାନଗିରି ହିଁ ଓଡିଶା ବିକାଶର ଲଞ୍ଚ ପ୍ୟାଡ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ…

ତ୍ରିତୋଲ ବିଧାୟକ ବିଜୟ ଶଙ୍କର ଦାସ ଙ୍କୁ ବିଧାୟକ ପଦରୁ ଇସ୍ତପା ଓ ଗିରଫ ଦାବିରେ ମହିଳା କଂଗ୍ରେସ ର ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ

ତ୍ରିତୋଲ ବିଧାୟକ ବିଜୟ ଶଙ୍କର ଦାସ ଙ୍କୁ ବିଧାୟକ ପଦରୁ ଇସ୍ତପା ଓ ଗିରଫ ଦାବିରେ ମହିଳା କଂଗ୍ରେସ ର ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ ଜଗତସିଂହପୁର ତା =12/10/23 ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଙ୍କ ପାଇଁ ପୁଣି…

ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦ୍ଘାଟନ ହୋଇଯାଇଛି ବାଚସ୍ପତିଙ୍କ କରକମଳରେ 

ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦ୍ଘାଟନ ହୋଇଯାଇଛି ବାଚସ୍ପତିଙ୍କ କରକମଳରେ ବିଷୟ ___ ଆଜି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଉତ୍ତରକୁଳ ପଞାୟତର ବରେଇ ଓ ସୁନ୍ଦରପୁର ଠାରେ ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପ ଉଦ୍ଘାଟିତ ହୋଇଯାଇଛି ମାନ୍ୟବର…

ଅସହାୟଙ୍କୁ ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ 

ଅସହାୟଙ୍କୁ ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ ଢେଙ୍କାନାଳ, ଡା. ୧୨.୧୦.୨୦୨୩ – ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ୪ ଜଣ ଅସହାୟ ମହିଳାଙ୍କ ଜୀବନ ଜୀବିକା ନିର୍ବାହ ନିମନ୍ତେ ସିଲେଇ ମେସିନ ପ୍ରଦାନ କରିଛନ୍ତି । ହିନ୍ଦୋଳ…