Month: November 2023

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଯାପିତ

ଢେଙ୍କାନାଳ :25/11-ଆଜି ସନ୍ଧ୍ୟାରେ ମହିଷାପାଟ ସ୍ଥିତ ପଲ୍ଲିଶ୍ରୀ ମେଳା ପଡିଆରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଇସ୍ପାତ, ଖଣି ଓ ପୂର୍ତ୍ତ…

ବିଲରେ ଘାସ କାଟୁଥିବା ବେଳେ ମାମୁଁ ଝିଆରୀକୁ କଲା ବଳାତ୍କାର ଉଦ୍ୟମ |ନ୍ୟାୟପାଇଁ ରଘୁନାଥପୁର ଥାନା ଅଧିକାରୀ ଏବଂ ଏସ ପି ଙ୍କୁ ନିକଟରେ ଗୁହାରି କଲା ଝିଆରୀ

ଜଗତସିଂହପୁର ଆଜ୍ଞା ମୋ ନାମ ଚିନ୍ମୟୀ ମହାନ୍ତି | ମୋ ଘର ରଘୁନାଥପୁର ଥାନା ଏରଣ୍ଡପାଳ ଗ୍ରାମରେ | ଦୀର୍ଘ ଦଶ ବର୍ଷ ହେବ ମୁଁ ରେଢ଼ୁଆ ଗ୍ରାମର ପ୍ରସନ୍ନ ସ୍ୱାଇଁ ଙ୍କୁ ବିବାହ କରିଛି | ହେଲେ ମୋ ବାପାଙ୍କ…

ଭୋଟର ସଚେତନତା ନେଇ ଜିଲ୍ଲା ନିର୍ବାଚନ କାଯ୍ୟାଳୟ ପକ୍ଷରୁ ରାହାଗିରି

ଅନୁଗୋଳ ସହରରେ ଆଜି ହୋଇଛି ରାହାଗିରି ବା ପଥ ଉତ୍ସବ । ସ୍ଥାନୀୟ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ରାସ୍ତାରେ ଦେଖିବାକୁ ମିଳିଛି ଭଳିକି ଭଳିକି ସଚେତନା ଧର୍ମୀ କାର୍ଯ୍ୟକ୍ରମ । ଭୋଟର ସଚେତନତା ପାଇଁ ଏହି ଅଭିନବ ପ୍ରୟାସ ରେ…

ବଣୁଆ ହାତୀର ଆତଙ୍କ

ବିଷୟ ___ ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ନନ୍ଦିପୁର,ପ୍ରିତିପୁର, ଅଳକୁଣ୍ଡ ପଞାୟତରେ ଏକ ଗୋଠଛଡା ବଣୁଆ ହାତୀ ପ୍ରବେଶ କରି ଚାଷଜମି ସହ ଗାଁ ଗାଁ ରେ ବୁଲୁଥିବାରୁ ବିଂଝାରପୁର ତହସିଲଦାର କୈଳାସ ମହାଳିକ ଓ ଅଳକୁଣ୍ଡ ଥାନା ଅଧିକାରୀ…

ନିଶା ଶକ୍ତ ବ୍ୟକ୍ତିଙ୍କ ଉନ୍ମତ୍ତ କାଣ୍ଡ – କରେଣ୍ଟ ଖାଇ ମୃତ୍ୟୁ ବରଣ କଲେ

ଆଜି ବାଲିଚନ୍ଦ୍ରପୁର ଅଞ୍ଚଳର ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥା ରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପାଖରେ ଥିବା ୧୩୨ କେ.ଭି ବିଦ୍ୟୁତ୍ ଖୁଣ୍ଟ ରେ ଚଢି ୧ ଘଣ୍ଟା ରୁ ଉର୍ଦ୍ଧ ସେଠାରେ ବିଭିନ୍ନ କୌଶଳ ଦେଖାଇ ତଳକୁ ଓହ୍ଲାଉ ଥିବା…

ସରଣ୍ଡାରେ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ରତ୍ନମୁଦ ଉତ୍ସବର ପୂର୍ଣ୍ଣାହୂତି

ବରଗଡ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ସରଣ୍ଡା ସ୍ଥିତ ଅଷ୍ଟଶମ୍ଭୁ ଶୈବପୀଠରେ ନିର୍ମାଣାଧିନ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ମନ୍ଦିରର ରତ୍ନମୁଦ ଉତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଚକୁଳି ଗ୍ରାମ ମହାଦେବ ମନ୍ଦିର ପୋଖରୀରୁ ମହିଳାମାନଙ୍କ ଏକ…

ଆଳିପିଙ୍ଗଳ ପଞ୍ଚାୟତ କାର୍ଯ୍ୟାଳୟ ଚାଲିଛି ଅଙ୍ଗନୱାର୍ଡି କେନ୍ଦ୍ର

ଜଗତସିଂହପୁର – ଜଗତସିଂହପୁର ବ୍ଲକ ସମନ୍ୱିତ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧୀନରେ ଥିବା ଆଳିପିଙ୍ଗଳ (କ )ଅଙ୍ଗନୱାର୍ଡି କେନ୍ଦ୍ର ର ନିଜସ୍ୱ ଗୃହ ନଥିବାରୁ ଦୀର୍ଘଦିନ ଧରି ଆଳିପିଙ୍ଗଳ ଉଚ୍ଚ ବିଦ୍ୟାଳୟ ପରିସରରେ ଅଙ୍ଗନୱାର୍ଡି କେନ୍ଦ୍ର ଚାଲିଥିଲା |ଆଳିପିଙ୍ଗଳ…

ଝୁଲନ୍ତା ଅବସ୍ଥାରେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ପରିଚୟ ଅଷ୍ପଷ୍ଟ।

ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କଲା ଚମ୍ପୁଆ ପୋଲିସ୍। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଳି ଠାରେ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଗାଁ ମୁଣ୍ଡରେ ନିର୍ମିତ ବର୍ଜ୍ୟବସ୍ତୁ ପରିଚାଳନା ଗୃହ…

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଘାଟିତ

ଢେଙ୍କାନାଳ – ଆଜି ପୂର୍ବାହ୍ନରେ ମହିଷାପାଟ ସ୍ଥିତ ପଲ୍ଲିଶ୍ରୀ ମେଳା ପଡିଆରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ…

ମେଗା ସ୍ପୋଟର୍ସ ଇଭେଣ୍ଟ, ଉଦଘାଟନ

ମୋକିମ ଫାଉଣ୍ଡେସନ ପକ୍ଷରୁ କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜନ ହୋଇଯାଇଛି ମେଗା ସ୍ପୋଟର୍ସ ଇଭେଣ୍ଟ, ଉଦଘାଟନ କରିଛନ୍ତି ଫାଉଣ୍ଡେସନ ର ଟ୍ରଷ୍ଟି ସୋଫିଆ ଫିରଦୋଷ |ଚାରୋ ଟି ପ୍ରତିଯୋଗିତା ରେ ପ୍ରାୟ ଏକ ହଜାର ଛାତ୍ର ଛାତ୍ରୀ ଯୋଗ…