ଦୃଷ୍ଟିହୀନ ଓ ଦିବ୍ୟାଙ୍ଗ ମାନଙ୍କ ଦ୍ଵାରା ନିଆରା ସଡ଼କ ସୁରକ୍ଷା ସଚେତନତା
ଯେଉଁ ମାନେ ଦୃଷ୍ଟିହୀନ ସେହି ମାନେ କରୁଛନ୍ତି ସଡ଼କ ସୁରକ୍ଷା ଅଭିଯାନ, ଆଜି ଥିଲା କେନ୍ଦ୍ରାପଡ଼ା ଜିଲ୍ଲାରେ ଏହିପରି କିଛି ନୂଆ କାର୍ଯ୍ୟକ୍ରମ। ଏବେ ସାରା ରାଜ୍ୟରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଥିବା ବେଳେ ଆଜି ଶ୍ରୀ ଜଗନ୍ନାଥ ଚାରିଟେବୁଲ…
