Month: December 2024

ଲଘୁଚାପ ବର୍ଷାରେ କ୍ଷେତ ଓ ଖଳାରେ ଭିଜୁଛି ପାଚିଲା ଧାନ: ଚିନ୍ତାରେ ଚାଷୀ କୂଳ

ଲଘୁଚାପ ବର୍ଷାରେ କ୍ଷେତ ଓ ଖଳାରେ ଭିଜୁଛି ପାଚିଲା ଧାନ: ଚିନ୍ତାରେ ଚାଷୀ କୂଳ ବାଲିଗୁଡା :(ସୁଶୀଳ କୁମାର ପାଣିଗ୍ରାହୀ): ଲଘୁଚାପ ପ୍ରଭାବରେ ଗୁରୁବାର ଠାରୁ ବାଲିଗୁଡା ସମେତ ଆଖପାଖ ଅଞ୍ଚଳରେ ଅଦିନିଆ ଝିପିଝିପି ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ…

ଦୁଇ ବାଇକ୍ ମୁହାମୁହି ଧକା ରେ ସ୍ବାମୀ ମୃତ ସ୍ତ୍ରୀ ଗୁରୁତର

ଦୁଇ ବାଇକ୍ ମୁହାମୁହି ଧକା ରେ ସ୍ବାମୀ ମୃତ ସ୍ତ୍ରୀ ଗୁରୁତର କଳାହାଣ୍ଡି….ଜୁନାଗଡ଼ ରୁ ମୋଟେର ଦେଇ ଜାଉଥିବା_ ୨୬ ନମ୍ବର ଜାତୀୟ ରାଜପଥ ଚାହାରବାହାଲ ପଖନାଗୁଡା ଛକ ନିକଟରେ ଘଟିଛି ମର୍ମନ୍ତୁକ ସଡକ ଦୁର୍ଘଟଣା । ଦୁଇବାଇକ୍ ମଧ୍ୟରେ ମୁହାଁମୁହିଁ…

ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟ ର ରଜତ ଜୟନ୍ତୀ ଉତ୍ସବ

ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟ ର ରଜତ ଜୟନ୍ତୀ ଉତ୍ସବ କଟକ ବାରବାଟି ଷ୍ଟାଡିୟମ୍ ସ୍ଥିତ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟ ର ରଜତ ଜୟନ୍ତୀ ଉତ୍ସବ “ଗୁରୁବନ୍ଦନ” ଆଜି ଉଦ୍ଘାଟିତ ହୋଇ ଯାଇଛି। ଏହି କାର୍ଯ୍ୟ କ୍ରମ ଦୁଇଦିନ ଧରି…

କେମ୍ବ୍ରିଜ ସ୍କୁଲର ବାର୍ଷିକ ଉତ୍ସବ କ୍ୟାମ୍ବପିଏସଷ୍ଟା ୨୦୨୪

କେମ୍ବ୍ରିଜ ସ୍କୁଲର ବାର୍ଷିକ ଉତ୍ସବ କ୍ୟାମ୍ବପିଏସଷ୍ଟା ୨୦୨୪ କଟକ : କଟକସ୍ଥିତ ସ୍ଥାନୀୟ ବାରବାଟୀ ଷ୍ଟାଡିୟମ ନିକଟସ୍ଥ କେମ୍ବ୍ରିଜ ସ୍କୁଲର ବାର୍ଷିକ ଉତ୍ସବ କ୍ୟାମ୍ବପିଏସଷ୍ଟା ୨୦୨୪ ସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର…

ଭୁକ୍ତା ବାଳିକା ହାଇସ୍କୁଲରେ କ୍ରୀଡ଼ା ଉତ୍ସଵ

ଭୁକ୍ତା ବାଳିକା ହାଇସ୍କୁଲରେ କ୍ରୀଡ଼ା ଉତ୍ସଵ ଅଦ୍ୟ ତା ୧୯/୧୨/୨୦୨୪ ଗୁରୁବାର ଦିନ ଅମ୍ବାଭୋନା ବ୍ଳକ୍ ଅନ୍ତର୍ଗତ ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟ ଭୁକ୍ତା ରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁଙ୍କ ଅଧ୍ୟକ୍ଷତାରେ କ୍ରୀଡ଼ା ଶିକ୍ଷକ ଫଣିନ୍ଦ୍ର ନାଥ ସାହୁ…

ବାଲିଗୁଡା : ଗ୍ୟାସ ହାଣ୍ଡି ଫାଟି ଚିକେନ ଦୋକାନୀ ଗୁରୁତର

ବାଲିଗୁଡା : ଗ୍ୟାସ ହାଣ୍ଡି ଫାଟି ଚିକେନ ଦୋକାନୀ ଗୁରୁତର ବାଲିଗୁଡା:(ସୁଶିଲ କୁମାର ପାଣିଗ୍ରାହ): ଚିକେନ ଦୋକାନ ଭିତରେ ଗ୍ୟାସ ହାଣ୍ଡି ଫାଟି ଜଣେ ଗୁରୁତର ଏଭଳି ଏକ ଅଭାବନୀୟ ଘଟଣା ଦେଖ‌ିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ…

ଟ୍ରକ ଧକ୍କାରେ ମା ପୁଅ ମୃତ, ବାପା ଗୁରୁତର ହୋଇ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଟ୍ରକ ଧକ୍କାରେ ମା ପୁଅ ମୃତ, ବାପା ଗୁରୁତର ହୋଇ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ୫୫ ନମ୍ବର ଜାତୀୟ ରାଜପଥର ନୂତନ ଓଭର୍ ବ୍ରିଜ ଅଣ୍ଡରପାସ ନିକଟରେ ଟ୍ରକ ଧକ୍କାରେ ଚାଲି…

ଅନୁଗୋଳ ଠାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

ଅନୁଗୋଳ ଠାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ଅନୁଗୋଳ,ତା ୧୯.୧୨ – ଆଜି ପୂର୍ବାହ୍ନରେ ଓଡିଶାର ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏକ ଦିନିକିଆ ଗସ୍ତରେ ଆସି ସ୍ଥାନୀୟ…

ଆଇ , ବି, ଜେ, ଏ ( ଇଣ୍ଡିଆ ବୁଲିଅନ ଆଣ୍ଡ ଜୁଏଲାରୀ ଆସୋସିଏସନ୍) ଆନୁକୁଲ୍ୟରେ ଢେଙ୍କାନାଳ ଜବାହର ଚୌକସ୍ଥିତ ସୂର୍ଯ୍ୟ ମଣ୍ଡପ ଠାରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଜି ଢେଙ୍କାନାଳ ଜିଲ୍ଲାର ସମସ୍ତ ସୁନା ଓ ରୁପା ଗହଣା ବ୍ୟବସାୟୀ ମାନଙ୍କୁ ନେଇ ଆଇ , ବି, ଜେ, ଏ ( ଇଣ୍ଡିଆ ବୁଲିଅନ ଆଣ୍ଡ ଜୁଏଲାରୀ ଆସୋସିଏସନ୍) ଆନୁକୁଲ୍ୟରେ ଢେଙ୍କାନାଳ ଜବାହର ଚୌକସ୍ଥିତ ସୂର୍ଯ୍ୟ ମଣ୍ଡପ ଠାରେ ଏକ…

ସମ୍ବିଧାନ ପ୍ରଣେତା ଭୀମ ରାଓ ଆମ୍ବେଦକରଙ୍କ ପ୍ରତି କେନ୍ଦ୍ର ଗୃହମନ୍ତ୍ରୀ ଦେଇଥିବା ଅପମାନ ସୂଚକ ମନ୍ତବ୍ୟ ପ୍ରତିବାଦରେ ଆମ୍ ଆଦମୀ ପାର୍ଟିର ବିକ୍ଷୋଭ, ଜିଲ୍ଲା ସଙ୍ଗଠନ ଇସ୍ତଫା ଦାବୀ କଲା, ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର

ସମ୍ବିଧାନ ପ୍ରଣେତା ଭୀମ ରାଓ ଆମ୍ବେଦକରଙ୍କ ପ୍ରତି କେନ୍ଦ୍ର ଗୃହମନ୍ତ୍ରୀ ଦେଇଥିବା ଅପମାନ ସୂଚକ ମନ୍ତବ୍ୟ ପ୍ରତିବାଦରେ ଆମ୍ ଆଦମୀ ପାର୍ଟିର ବିକ୍ଷୋଭ, ଜିଲ୍ଲା ସଙ୍ଗଠନ ଇସ୍ତଫା ଦାବୀ କଲା, ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର । ଢେଙ୍କାନାଳ : ସମ୍ବିଧାନ ପ୍ରଣେତା ଭୀମ…