Month: January 2025

୨୦୩୬ ସୁଦ୍ଧା ଗଠନ ହେବ ସମୃଦ୍ଧ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୂବନେଶ୍ୱର: ସିଙ୍ଗାପୁର ସରକାରଙ୍କ ସହ ଓଡ଼ିଶା ସରକାରଙ୍କର ୮ଟି ଗୁରୁତ୍ବପୂର୍ଣ୍ଣ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ହାସଲ କରିବାରେ ବେଶ ସହାୟକ ହେବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହାଦ୍ୱାରା ଓଡ଼ିଶାରେ ପୁଞ୍ଜି…

ପୋଲିସକୁ ବଡ଼ ସଫଳତା, ୩ ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗିରି: ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ପୋଲିସକୁ ମିଳିଛି ବଡ଼ ସଫଳତା। ୩ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛି ପୋଲିସ। ଛତିଶଗଡରେ ଲଗାତାର ଅପରେସନ ଜାରି ରହିଛି। ଏଥିଯୋଗୁଁ ନକ୍ସଲ ଏବେ ଦୁର୍ବଳ ଓ ଭୟଭୀତ ହେଲେଣି। ଧିରେ ଧିରେ ସଂଗଠନ…

କୋରାପୁଟ ବନଖଣ୍ଡରେ ୯୭୯ ବିଦେଶୀ ପକ୍ଷୀ ଚିହ୍ନଟ

କୋରାପୁଟ ବନଖଣ୍ଡରେ ୯୭୯ ବିଦେଶୀ ପକ୍ଷୀ ଚିହ୍ନଟ କୋରାପୁଟ: କୋରାପୁଟ ବନଖଣ୍ଡରେ ସରିଲା ପକ୍ଷୀ ଗଣନା । ୬ଟି ରେଞ୍ଜର ୨୫ଟି ସ୍ଥାନରେ ପକ୍ଷୀ ଗଣନା ହୋଇଥିଲେ । ୨୫ଟି ସ୍ଥାନରେ ହୋଇଥିବା ପକ୍ଷୀ ଗଣନାରେ ୪୦ ପ୍ରକାର ୫ହଜାର ୪୧୩ଟି…

ସୋହେଲା, ଘେଁସ ଟାଟା ପାୱାର ବିଦ୍ୟୁତ ଗ୍ରୀଡ଼ ଅଫିସ ରେ କର୍ମଚାରୀ ଙ୍କ ଦାଦାଗିରି :

ସୋହେଲା, ଘେଁସ ଟାଟା ପାୱାର ବିଦ୍ୟୁତ ଗ୍ରୀଡ଼ ଅଫିସ ରେ କର୍ମଚାରୀ ଙ୍କ ଦାଦାଗିରି :ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ବେହେରାପାଲି ଗ୍ରାମ ପଞ୍ଚାୟତଅଧୀନରେ ଥିବା ନୂଆପାଲି ଗ୍ରାମର ସୁରେଶ ଭୋଇଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଟାଟା ପାୱାର କମ୍ପାନୀ କର୍ମଚାରୀ…

ଡାଲମିଆ ସିମେଣ୍ଟର କାପ୍ଟିଭ ପାୱାର ପ୍ଲାଣ୍ଟ ବନ୍ଦ ପାଇଁ ନିର୍ଦ୍ଦେଶ

ଭୂବନେଶ୍ୱର: ଡାଲମିଆ ସିମେଣ୍ଟର କାପ୍ଟିଭ ପାୱାର ପ୍ଲାଣ୍ଟ ବନ୍ଦ ପାଇଁ ନିର୍ଦ୍ଦେଶ। ବନ୍ଦ ପାଇଁ ଫ୍ୟାକ୍ଟ୍ରି ଆଣ୍ଡ୍ ବଏଲର୍ ଡେପୁଟି ଡାଇରେକ୍ଟରଙ୍କ ନିର୍ଦ୍ଦେଶ। ଏନେଇ ସୂଚନା ଦେଲେ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀ। ଯେପର୍ଯ୍ୟନ୍ତ ସୁରକ୍ଷା ସମ୍ପର୍କିତ କାମ ନସରିଛି, ଏହି…

ବିମାନବନ୍ଦରରୁ ୭ କୋଟିର ମାରିଜୁଆନା ଜବତ, ଜଣେ ଅଟକ

ଭୂବନେଶ୍ୱର: ରାଜଧାନୀ ଭୁବନେଶ୍ବର ବିମାନବନ୍ଦରରୁ ୭ କୋଟିର ମାରିଜୁଆନା ଜବତ ହୋଇଥିବା ସୂଚନା ମିଳିଛି। ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚୁରା ଚାଲିଛି। ତେବେ ୭ କେଜିର ମାରିଜୁଆନା ଜବତ କଲା କଷ୍ଟମ ଡିପାର୍ଟମେଣ୍ଟ। ଯାହାର ମୂଲ୍ୟ ୭…

ଓଡ଼ିଶା ପୋଲିସ ବିଭାଗରେ ୯୩୩ ପୋଷ୍ଟ ପାଇଁ ବାହାରିଲା ନିଯୁକ୍ତି

ଭୂବନେଶ୍ୱର: ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ (ଓପିଆରବି) ପକ୍ଷରୁ ପୋଲିସ ଏସ୍ଆଇ, ଏସ୍ ଆଇ ଅଫ୍ ପୋଲିସ (ସଶସ୍ତ୍ର), ଷ୍ଟେସନ୍ ଅଫିସର (ଅଗ୍ନିଶମ ସେବା) ଓ ଆସିଷ୍ଟାଣ୍ଟ ଜେଲର୍ ପାହ୍ୟାର ୯୩୩ଟି ସବ୍ ଇନ୍ସପେକ୍ଟର ପଦବୀ ପୂରଣ ପାଇଁ ବିଜ୍ଞାପନ ଜାରି…

ଯବାନଙ୍କୁ ମିଳିଛି ବଡ ସଫଳତା : ମାଓବାଦୀଙ୍କ ବନ୍ଧୁକ ତିଆରି କାରଖାନା ଠାବ

ଭୂବନେଶ୍ୱର, ୧୮/୦୧ : ସୁକୁମା ବିଜାପୁର ସୀମାରେ ଏନକାଉଣ୍ଟର ବେଳେ ଯବାନଙ୍କୁ ମିଳିଛି ଏକ ବଡ ସଫଳତା । ମାଟି ତଳୁ ମାଓବାଦୀଙ୍କ ବନ୍ଧୁକ ତିଆରି କାରଖାନା ଠାବ କରିଛନ୍ତି ଯବାନ । ଗତ ୨ ଦିନ ଧରି ଦକ୍ଷିଣ ବସ୍ତର…

କୋର୍ଟ ପରିସରରେ ନାବାଳିକାଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

ଭୂବନେଶ୍ୱର, ୧୮/୦୧ : କେନ୍ଦ୍ରାପଡ଼ା କୋର୍ଟ ପରିସରରେ ନାବାଳିକାଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ପରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା। କେନ୍ଦ୍ରାପଡ଼ା ପୋକ୍ସୋ କୋର୍ଟରେ ବଳାତ୍କାର ମାମଲାର ଶୁଣାଣି ବେଳେ ଏପରି…

ଅଲ ଫର ୟୁ ସେବା ସଂଗଠନ ପକ୍ଷରୁ ଅସହାୟ ନିଃସହାୟ ଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

( ଅଲ ଫର ୟୁ ସେବା ସଂଗଠନ ପକ୍ଷରୁ ଅସହାୟ ନିଃସହାୟ ଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ )ଜଗତସିଂହପୁରତା =18/1/25ଅଲ ଫର ୟୁ ସେବା ସଂଗଠନ ପକ୍ଷରୁ ରଘୁନାଥପୁର ଅଞ୍ଚଳ ଗୁଆଲିପୁର, ରେଢ଼ୁଆ ଏବଂ ଜଗତସିଂହପୁର ଶିଶୁ ଆଶ୍ରମ ରେ ଥିବା…