Month: January 2025

ଜାତୀୟ ସେବା ଯୋଜନା ପକ୍ଷରୁ ସଡ଼କ ନିରାପତ୍ତା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ

ଜାତୀୟ ସେବା ଯୋଜନା ପକ୍ଷରୁ ସଡ଼କ ନିରାପତ୍ତା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଢେଙ୍କାନାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ, ସୋମବାର ସଡ଼କ ନିରାପତ୍ତା ଉପରେ ଏକ ଦିବସୀୟ ଶିବିରର ଆୟୋଜନ…

ସାଧାରଣତନ୍ତ୍ର ଦିବସରେ ଅମର ଜବାନ ଙ୍କୁ ଅପମାନ

ଢେଙ୍କାନାଳ 28-1-2025ସାଧାରଣତନ୍ତ୍ର ଦିବସରେ ଅମର ଜବାନ ଙ୍କୁ ଅପମାନ ।ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଶହୀଦଙ୍କୁ ସମ୍ମାନ ଦେବାପାଇଁ ଅମର ଜବାନ ସହିଦ୍ ସ୍ମୃତି ସ୍ତମ୍ଭ ଠାରେ 100 ରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ସୈନିକ ଉପସ୍ଥିତ ହୋଇଥିଲେ। କିନ୍ତୁ ଜିଲ୍ଲା ପ୍ରଶାସନର…

୩ବର୍ଷର ଶିଶୁପତ୍ରକୁ ହତ୍ୟା ଅଭିଯୋଗ , ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ନିର୍ମମ ହତ୍ୟା ସନ୍ଦେହ

୩ବର୍ଷର ଶିଶୁପତ୍ରକୁ ହତ୍ୟା ଅଭିଯୋଗ , ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ନିର୍ମମ ହତ୍ୟା ସନ୍ଦେହ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କୋମଳମତି ନିର୍ମାୟା ଶିଶୁକୁ ନିର୍ମମ ହତ୍ୟା । କେନ୍ଦୁଝର ଜିଲ୍ଲା ଝୁମ୍ପୁରାଥାନା ଅନ୍ତର୍ଗତ ଖେଣ୍ଡରା ଠାରେ ଜଣେ ୩ ବର୍ଷର…

କେନ୍ଦୁଝର ଜିଲ୍ଲା ରୁ ପ୍ରୟାଗରାଜ ପବିତ୍ର କୁମ୍ଭମେଳା ୨୦୨୫ ଲାଗି ସ୍ୱତନ୍ତ୍ର ବସସେବା ଶୁଭାରମ୍ଭ

କେନ୍ଦୁଝର ଜିଲ୍ଲା ରୁ ପ୍ରୟାଗରାଜ ପବିତ୍ର କୁମ୍ଭମେଳା ୨୦୨୫ ଲାଗି ସ୍ୱତନ୍ତ୍ର ବସସେବା ଶୁଭାରମ୍ଭ ହୋଇ ଯାଇଛି। କେନ୍ଦୁଝର ଜିଲ୍ଲା ରୁ ବସ ଯୋଗେ ପ୍ରୟାଗରାଜ ପବିତ୍ର କୁମ୍ଭମେଳା ର ସାରନିଧ୍ଵ ଲାଭପାଇଁ ଆଜିଠାରୁ ବସ ସେବାର ଶୁଭାରମ୍ଭ ହୋଇ ଯାଇ…

କୈଳାସ ମାନସରୋବର ଯାତ୍ରା ଆରମ୍ଭ କରିବେ ଭାରତ ଓ ଚୀନ

ନୂଆଦିଲ୍ଲୀ: କୈଳାସ ମାନସରୋବର ଯାତ୍ରା ଆରମ୍ଭ କରିବେ ଭାରତ ଓ ଚୀନ। ଭାରତୀୟ ବୈଦେଶିକ ମନ୍ତ୍ରାଳୟର ସୂଚନା ଅନୁସାରେ ୨୦୨୦ ମସିହାରୁ ବନ୍ଦ ଥିବା କୈଳାସ ମାନସରୋବର ଯାତ୍ରାକୁ ଭାରତ ଏବଂ ଚୀନ୍ ପୁନଃ ଆରମ୍ଭ କରିବାକୁ ରାଜି ହୋଇଛନ୍ତି। ଭାରତ…

କଟନୀ ଛଟନୀ ଗୁମର ଖୋଲିଲେ ଯୋଗାଣ ମନ୍ତ୍ରୀ, କଡା ଟାର୍ଗେଟ କଲେ ବିରୋଧୀ

ଭୂବନେଶ୍ବର : ସାରା ରାଜ୍ୟରେ ବିଭିନ୍ନ ମଣ୍ଡି ମାନଙ୍କରେ ଚାଲିଛି ଧାନ ସଂଗ୍ରହ। ସରକାରଙ୍କ ତତ୍ୱାବଧାନରେ ଚାଲିଛି ଏହି ପ୍ରକ୍ରିୟା। କିପରି ଚାଷୀ ଟିକେ ବି ହଇରାଣ ନହେବେ ସେପାଇଁ ସଜାଗ ଅଛନ୍ତି ବୋଲି କହୁଛନ୍ତି ସରକାର। ଏହାରି ଭିତରେ ଧାନର…

ମଧୁସୂଦନ ପାଢ଼ୀ ହେଲେ ରାଜ୍ୟ ନିର୍ବାଚନ କମିଶନର

ଭୂବନେଶ୍ୱର, ୨୭/୦୧ : ଅବସରପ୍ରାପ୍ତ ଆଏଏସ ମଧୁସୂଦନ ପାଢ଼ୀ ହେଲେ ରାଜ୍ୟ ନିର୍ବାଚନ କମିଶନର। ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ପରେ ଖାଲି ପଡ଼ିଥିଲା ରାଜ୍ୟ ନିର୍ବାଚନ କମିଶନର ପଦ । ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ମଧୁସୂଦନ ପାଢ଼ୀଙ୍କୁ ରାଜ୍ୟ ନିର୍ବାଚନ…

ହାତି ଦଳକୁ ଉତେଜିତ୍ତ ଓ ଫଟୋ ଉତୋଳନ କରିବାରେ ବିରୋଧ କରିବାରୁ ଗଜମିତ୍ରଙ୍କୁ ଆକ୍ରମଣ, ଥାନାରେ ଅଭିଯୋଗ

ହାତି ଦଳକୁ ଉତେଜିତ୍ତ ଓ ଫଟୋ ଉତୋଳନ କରିବାରେ ବିରୋଧ କରିବାରୁ ଗଜମିତ୍ରଙ୍କୁ ଆକ୍ରମଣ ଆକ୍ରମଣକାରୀଙ୍କ ବିରୋଧରେ ଥାନାରେ ଅଭିଯୋଗ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନାର ତୁଳସୀପାଳ ଗ୍ରାମରେ ଗଜମିତ୍ରଙ୍କୁ ଆକ୍ରମଣ ନେଇ ଥାନା ରେ ଲିଖିତ ଅଭିଯୋଗ…

ବୃଦ୍ଧା ମହିଳାଙ୍କୁ ଧକ୍କା ଦେଲା ବାଇକ ବୃଦ୍ଧା ମୃତ , ବାଇକ ଜବତ ସହ ଆରୋହୀ ଗିରଫ

ବୃଦ୍ଧା ମହିଳାଙ୍କୁ ଧକ୍କା ଦେଲା ବାଇକ ବୃଦ୍ଧା ମୃତ , ବାଇକ ଜବତ ସହ ଆରୋହୀ ଗିରଫଅମ୍ବାଭୋନା : ୨୭/୧/୨୫-ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଲୁଦୁପାଲି ଗ୍ରାମରେ ରବିବାର ସନ୍ଧ୍ୟା ରେ ଏକ ଦୁଖଃଦ ଘଟଣା ଘଟିଯାଇଛି । ପ୍ରକାଶ…

ମଧୁସୂଦନ ପାଢ଼ୀ ହେଲେ ଓଡ଼ିଶାର ନିର୍ବାଚନ କମିଶନ

ମଧୁସୂଦନ ପାଢ଼ୀ ହେଲେ ଓଡ଼ିଶାର ନିର୍ବାଚନ କମିଶନ ଭୂବନେଶ୍ୱର: ବଦଳିଲେ ଓଡ଼ିଶାର ନିର୍ବାଚନ କମିଶନ । ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ମଧୁସୂଦନ ପାଢ଼ୀଙ୍କୁ ମିଳିଛି ଏହି ଦାୟିତ୍ୱ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।ଆଦିତ୍ୟ ପାଢ଼ୀଙ୍କ ଅବସର…