Month: February 2025

ଆଜି ବାରବାଟୀରେ ଭାରତ-ଇଂଲଣ୍ଡ ଲଢ଼େଇ

ଭୂବନେଶ୍ୱର, ୦୯/୦୨ : ଆଜି ବାରବାଟୀରେ ଖେଳାଯିବ ଦ୍ୱିତୀୟ ଦିନିକିଆ । ଭାରତ-ଇଂଲଣ୍ଡ ମଧ୍ୟରେ ଜୋରଦାର ହେବ ଲଢ଼େଇ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ସିରିଜ ବିଜୟ ସହ ମନୋବଳ ବଢାଇବାକୁ ପ୍ରୟାସ କରିବ…

ବଡ଼ବିଲ ପୋଲିସ୍ ପକ୍ଷରୁ ପଚିଶଟି ମୋଟର ସାଇକେଲ ଜବତ

ବଡ଼ବିଲ ପୋଲିସ୍ ପକ୍ଷରୁ ପଚିଶଟି ମୋଟର ସାଇକେଲ ଜବତ।ବିକଟାଳ ଚିତ୍କାର କରୁଥିବା ମୋଟର ସାଇକେଲ ବାଲାଙ୍କ ତ୍ରାହି ନାହିଁ।କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ପୋଲିସ୍ ପକ୍ଷରୁ ପଚିଶଟି ମୋଟର ସାଇକେଲ ଜବତ କରିବା ସହ…

କୈବଲ୍ୟ ବଜ଼ାର ସ୍ଥିତ ସିଦ୍ଧବଳରାମ ଜୀଉ ଙ୍କ ମନ୍ଦିର ରେ ଆଜି ମାଘ ମାଷ ର ଭୈମୀ ବଡ ଏକାଦଶୀ ପାଳିତ

ଢେଙ୍କାନାଳ କୈବଲ୍ୟ ବଜ଼ାର ସ୍ଥିତ ସିଦ୍ଧବଳରାମ ଜୀଉ ଙ୍କ ମନ୍ଦିର ରେ ଆଜି ମାଘ ମାଷ ର ଭୈମୀ ବଡ ଏକାଦଶୀ ପାଳିତ ହୋଇଯାଇଛି, ପ୍ରାତଃ ସମୟ ରୁ ମଙ୍ଗଳ ଆଳତି ମହାସ୍ନାନ ବସ୍ତ୍ର, ତୁଳସୀ ହାର ଓ ଫୁଲହାର ବଲ୍ଲଭ…

ମେ’ ୪ରେ ନିଟ୍ ୟୁଜି ପରୀକ୍ଷା

ଭୂବନେଶ୍ୱର, ୦୮/୦୨ : ଆସନ୍ତା ମେ’ ୪ରେ ନିଟ୍ ୟୁଜି ପରୀକ୍ଷା ହେବ । ଏଥିରେ ଓଡ଼ିଆ ସମେତ ୧୩ଟି ଭାରତୀୟ ଭାଷାରେ ହେବ ପରୀକ୍ଷା । ଏଥିପାଇଁ ଆଜିଠୁ ୭ ମାର୍ଚ୍ଚ ଯାଏ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ୧…

୧୧ ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର

ଭୂବନେଶ୍ୱର, ୦୮/୦୨ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୧ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତିରେ ମୋହର ବାଜିଛି । ଏନେଇ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କ୍ୟାବିନେଟ ବୈଠକରେ ଅନ୍ତୋଦୟ ଗୃହ ଯୋଜନାକୁ…

ରାୟଗଡାରେ ହେବ ନୂଆ ରେଳ ଡିଭିଜନ : ମିଳିଲା କ୍ୟାବିନେଟ ମଞ୍ଜୁରୀ

ଭୂବନେଶ୍ୱର, ୦୮/୦୨ : ରାୟଗଡାରେ ନୂଆ ରେଳ ଡିଭିଜନ ଗଠନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ନୂଆ ରେଳ ଡିଭିଜନ- ରାୟଗଡ଼ା ଡିଭିଜନ ସ୍ଥାପନ କରାଯିବ ଓ ଏହାର ମୁଖ୍ୟାଳୟ ରାୟଗଡ଼ାଠାରେ ରହିବ। ଏହି ଡିଭିଜନ ଅଧିନରେ କୋଟ୍ଟାଭାଲାସା-ବାଚେଲି,…

ବାରବାଟୀରେ ମ୍ୟାଚ୍ ପୂର୍ବରୁ ଆଜି ଅଭ୍ୟାସ କରିବେ ଭାରତୀୟ ଖେଳାଳି

ଭୂବନେଶ୍ୱର, ୦୮/୦୨ : ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ହେବ ଭାରତ-ଇଂଲଣ୍ଡ ଟକ୍କର । ଶୁକ୍ରବାର ଦିନ ଭାରତ ଏବଂ ଇଂଲଣ୍ଡ ଦଳ ଭୁବନେଶ୍ଵରରେ ପହଞ୍ଚିଛନ୍ତି । ଆଜି ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦଳର ଅପରାହ୍ଣ ୫ଟାରେ ଅଭ୍ୟାସ କରିବାର କାର୍ଯ୍ୟକ୍ରମ…

କାହାର ହେବ ଦିଲ୍ଲୀ ସିଂହାସନ, ପ୍ରାରମ୍ଭିକ ଗଣତିରେ ମ୍ୟାଜିକ ଫିଗର୍ ଛୁଇଁଲା ବିଜେପି

ନୂଆଦିଲ୍ଲୀ: କାହା ଦଖଲକୁ ଯିବ ଦିଲ୍ଲୀ କ୍ଷମତା? କିଏ ସମ୍ଭଳିବ ଦିଲ୍ଲୀ ରାଜଗାଦୀ । ରେକର୍ଡ ବଜାୟ ରଖିବ କି ଆପ୍? ନା କ୍ଷମତା କୁ ଆସିବ ବିଜେପି? ଆରମ୍ଭ ହୋଇଛି ଦିଲ୍ଲୀ ଭୋଟ୍ ଗଣତି । ପ୍ରଥମେ ଖୋଲିଛି ପୋଷ୍ଟାଲ…

ବିଗିଡିଲା ଭେଟେରାନ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା, ହସ୍ପିଟାଲରେ ଭର୍ତ୍ତି

ଭୂବନେଶ୍ୱର: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ଭେଟେରାନ ଅଭିନେତା ଉତ୍ତମ ମହାନ୍ତି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ଉତ୍ତମ ମହାନ୍ତିଙ୍କୁ ଭର୍ତ୍ତି କରାଯାଇଛି। ଏବେ ସେ ଆଇସିୟୁରେ ଥିବା ବେଳେ ତାଙ୍କର ଚିକିତ୍ସା ଚାଲିଥିବା ନେଇ ସୂଚନା ମିଳିଛି…

ମହିଳାଙ୍କ ଆକାଉଣ୍ଟକୁ ଆସିଲା ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ଭୂବନେଶ୍ୱର: ମହିଳାଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ରାଜ୍ୟର ୧୮ ଲକ୍ଷରୁ ଅଧିକ ଯୋଗ୍ୟା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା । ଯାଜପୁରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଯୋଗ ଦେଇ ଟଙ୍କା…

You missed