Month: February 2025

ହାତୁରା ପଲ୍ଲୀବିକାଶ ବିଦ୍ୟାଳୟରେ ଜଳ ବିଭାଜିକା ମହୋତ୍ସବ ପାଳିତ

ହାତୁରା ପଲ୍ଲୀବିକାଶ ବିଦ୍ୟାଳୟରେ ଜଳ ବିଭାଜିକା ମହୋତ୍ସବ ପାଳିତ ହିନ୍ଦୋଳ – ହିନ୍ଦୋଳ ହାତୁରା ପଞ୍ଚାୟତ ପଲ୍ଲୀବିକାଶ ବିଦ୍ୟାଳୟ ଖେଳ ପଡିଆଠାରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ୨.୦ ଜଳ ବିଭାଜିକା ଯାତ୍ରା ମହୋତ୍ସବ ଶୃଙ୍ଖଳିତ ଭାବରେ ପାଳନ ହୋଇଯାଇଛି ।କାର୍ଯ୍ୟକ୍ରମରେ…

ବ୍ରହ୍ମପୁର ରେ କାର୍ଯ୍ୟରତ ଟିକେଟ ବର୍ହି ବିଭାଗ ଡାଟାଏଣ୍ଟ୍ରି ଅପରେଟର ଛଟେଇ ପ୍ରତିବାଦରେ mkcg ଟିକେଟ କାଉଣ୍ଟର ଆଗରେ ଶାନ୍ତି ପୂର୍ଣ୍ଣ ଭାବେ ଧାରଣା

ବ୍ରହ୍ମପୁର ରେ କାର୍ଯ୍ୟରତ ଟିକେଟ ବର୍ହି ବିଭାଗ ଡାଟାଏଣ୍ଟ୍ରି ଅପରେଟର ଛଟେଇ ପ୍ରତିବାଦରେ mkcg ଟିକେଟ କାଉଣ୍ଟର ଆଗରେ ଶାନ୍ତି ପୂର୍ଣ୍ଣ ଭାବେ ଧାରଣା ଦେଉଥିବା ବେଳେ mkcg (AO) ହଟାତ ରାଗି ଯାଇ ଆନ୍ଦୋଳନ ରତ ମହିଳା କର୍ମଚାରୀ ଅଜବ…

ଆଶ୍ରା ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ଇ -ରିକ୍ସା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

( ଆଶ୍ରା ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ଇ -ରିକ୍ସା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ) ଜଗତସିଂହପୁର ତା =6/2/25ଜ଼ିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସାମାଜିକ ବିଭାଗ ପକ୍ଷରୁ ନୂଆପୋଲ ସ୍ଥିତ ଆଶ୍ରା ବିଦ୍ୟାଳୟ ପରିସରରେ ମହାନଦୀ କୋଲଫିଲଡ ଲିମିଟେଡ଼ ର…

ବିଧାୟକଙ୍କ କର କମଳରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଶୁଭାରମ୍ଭ

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଶୁଭାରମ୍ଭ ଅନୁଗୋଳ,ତା.୦୬.୦୨:- ଆଜି ଅପରାହ୍ନରେ ସ୍ଥାନୀୟ ଶୈଳଶ୍ରୀକ୍ଷେତ୍ରଠାରେ ଅନୁଗୋଳ ଜିଲ୍ଲା ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ( ଯୋଗ…

ଆଶ୍ଚର୍ଯ୍ୟ କରାଇବ ଦିଲ୍ଲୀ ନିର୍ବାଚନ: କଂଗ୍ରେସର ଭିତିରି ଗେମ, ଆପ ପାଇଁ ଅଡୁଆ

ନୂଆଦିଲ୍ଲୀ : ୨୦୧୫ ଥିଲା ଆପ୍ ପାଇଁ ବେଶ୍ ସହଜ, ୨୦୨୦ ହୋଇଥିଲା ତାଠାରୁ ଆହୁରି ସହଜ, ହେଲେ ୨୦୨୫ ସେତେଟା ସହଜ ନାହିଁ । କାରଣ ଜାତୀୟ ରାଜଧାନୀ ଦିଲ୍ଲୀରେ ୧୦ ବର୍ଷ ଧରି କ୍ଷମତାରେ ଥିବା ଅରବିନ୍ଦ କେଜ୍ରିୱାଲଙ୍କ…

ପ୍ରାଣୀ ଉଦ୍ୟାନରେ ବିକ୍ରି ହେଉଛି ବାଘ ମୂତ୍ର !

ନୂଆଦିଲ୍ଲୀ: ଯଦି ଆପଣ ଅସୁସ୍ଥ ହୁଅନ୍ତି , ତେବେ ଆପଣ ଡାକ୍ତରଙ୍କ ପାଖକୁ ଯିବେ ଓ ଡାକ୍ତର ଲେଖିଥିବା ଔଷଧ ଖାଇବେ । କିନ୍ତୁ ଚାଇନାରେ ଅଜବ ଔଷଧ ଏବେ ଚର୍ଚ୍ଚାରେ, ତାହା ହେଲା ବାଘର ପରିସ୍ରା! ହଁ, ବାଘ ପରିସ୍ରାକୁ…

୨୦୨୭ରେ ଭାରତର ଚନ୍ଦ୍ରଯାନ-୪, ଚନ୍ଦ୍ରରୁ ଆଣିବ ମାଟି ନମୁନା

ନୂଆଦିଲ୍ଲୀ: ଚନ୍ଦ୍ରରୁ ମାଟି ନମୁନା ଆଣିବ ଚନ୍ଦ୍ରଯାନ-୪। ଏନେଇ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଭାରତ ୨୦୨୭ ମସିହାରେ ଚନ୍ଦ୍ରଯାନ-୪ ମିଶନ ଆରମ୍ଭ କରିବ। ଯାହାର ଲକ୍ଷ୍ୟ ରହିଛି ଚନ୍ଦ୍ରପୃଷ୍ଠରୁ ନମୁନା…

ହମାସ ନେତାଙ୍କୁ ପାକିସ୍ତାନର ଭିଆଇପି ୱେଲକମ୍, ବିଶାଳ ରାଲି ସହ ଫୁଲ ବର୍ଷା

ଲାହୋର: ପାକିସ୍ତାନ ଅଧିକୃତ କାଶ୍ମୀରରେ ଆୟୋଜିତ ଏକ ସମ୍ମିଳନୀରେ ହମାସ ନେତାମାନେ ଅଂଶଗ୍ରହଣ କରିଥିଲେ। ଯେଉଁଠାରେ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୈବାର ଆତଙ୍କବାଦୀମାନେ ସେମାନଙ୍କୁ ଭିଆଇପି ସ୍ୱାଗତ କରି ପାଛୋଟି ନେଇଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ…

ପୁଣି ସରକାରକୁ ଫେରିବ ଆପ ? ଆସିଲା ନୂଆ ଏକଜିଟ ପୋଲ

ନୂଆଦିଲ୍ଲୀ: ଦିନକ ପରେ ଆସିବ ଦିଲ୍ଲୀ ରେଜଲ୍ଟ । କଣ ହେବ ଏଥର ଦିଲ୍ଲୀରେ, ତାକୁ ନେଇ ଏବେ ଚାଲିଛି ଚର୍ଚ୍ଚା ! ତେବେ ଏକ୍‌ଜିଟ୍‌ ପୋଲ୍‌ରେ ବିଜେପି ଜିତୁଥିବାବେଳେ ହାରିଛୁ ଆମ ଆଦ୍‌ମୀ ପାର୍ଟି । କୁହାଯାଉଛି କି ୨୭…

ସମବାୟ ବ୍ୟାଙ୍କରେ ଲାଗୁ ହେବ ଓଟିଏସ୍ ବ୍ୟବସ୍ଥା

ଭୂବନେଶ୍ୱର: ୱାନ୍ ଟାଇମ୍ ସେଟଲମେଣ୍ଟ (ଓଟିଏସ୍) ବା ଏକକାଳୀନ ପଇଠ ପ୍ରାବଧାନ ସମବାୟ ବ୍ୟାଙ୍କମାନଙ୍କରେ ଲାଗୁ ହେବ । ଏହି ବ୍ୟବସ୍ଥା ଲାଗୁ କରିବାକୁ ସମବାୟ ବିଭାଗ ବିଧିବଦ୍ଧ ଅନୁମୋଦନ ପ୍ରଦାନ କରିଛି । ଏହା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ,…

You missed