Month: February 2025

ବାରବାଟୀରେ ଦିନିକିଆ କ୍ରିକେଟ୍ ମ୍ୟାଚ : ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ

ଭୂବନେଶ୍ୱର, ୦୫/୦୨ : ଆସନ୍ତା ୯ ତାରିଖରେ ଭାରତ ଓ ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚ କଟକରେ ଖେଳାଯିବ । ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ । ଆଜି କମିଶନରେଟ ପୋଲିସ କାର୍ଯ୍ୟାଳୟରେ ଏକ ବୈଠକରେ ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ…

ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଷୋଡ଼ଶ ଅର୍ଥ କମିଶନ

ଭୂବନେଶ୍ୱର, ୦୬/୦୨ : ଷୋଡ଼ଶ ଅର୍ଥ କମିଶନ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ । ଆଗାମୀ ୫ ବର୍ଷ ପାଇଁ ୧୨.୫୬ ଲକ୍ଷ କୋଟିର ଦାବି ରଖିବ ଓଡ଼ିଶା । ଆଜି ଦ୍ବିପହରରେ ସମ୍ବାଦିକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଫେବୃଆରୀ ୪ ତାରିଖରୁ…

ବିକଶିତ ଗାଁ ବିକଶିତ ଓଡିଶା ର ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା, ଶ୍ରୀଯୁକ୍ତ ମୋହନ ଚରଣ ମାଝୀ

ବିକଶିତ ଗାଁ ବିକଶିତ ଓଡିଶା ର ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା, ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଭବାନୀପାଟଣା:ସରକାରଙ୍କର ଏକ ଯୁଗାନ୍ତକାରୀ ଯୋଜନା ବିକଶିତ ଗାଁ ବିକଶିତ ଓଡ଼ିଶା ର ଆଜି ଶୁଭାରମ୍ଭ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଠାରେ…

ଦ୍ୱିତୀୟ ବିବାହରେ ଛାଡପତ୍ର ହେଲେ ମଧ୍ୟ ମିଳିବ ଭରଣ ପୋଷଣ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦ୍ୱିତୀୟ ବିବାହରେ ଛାଡପତ୍ର ହେଲେ ଭରଣପୋଷଣ ଖର୍ଚ୍ଚ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ପ୍ରଦାନ କରିଛନ୍ତି । ଆଜି ତେଲଙ୍ଗାନାର ଏକ ମାମଲାରେ ରାୟ ଦେବା ସମୟରେ କୋର୍ଟ କହିଛନ୍ତି ଯେ, ଯଦି ଦ୍ୱିତୀୟ ବିବାହରେ ମଧ୍ୟ ଛାଡପତ୍ର ହୁଏ,…

ଅବୈଧ ଭାରତୀୟ ପ୍ରବାସୀଙ୍କୁ ଧରି ପହଞ୍ଚିଲା C-17 ବିମାନ, ଅମୃତସରରେ କଲା ଅବତରଣ

ଅମୃତସର: ବୁଧବାର ଅପରାହ୍ନରେ ଅବୈଧ ଭାରତୀୟ ପ୍ରବାସୀଙ୍କୁ ନେଇ ଆମେରିକୀୟ ସାମରିକ ବିମାନ ଅମୃତସରରେ ଅବତରଣ କରିଛି। ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଦାୟିତ୍ୱ ନେବା ପରେ ଦେଶରେ ପ୍ରବାସୀମାନଙ୍କ ବିରୁଦ୍ଧରେ ଏହା ପ୍ରଥମ କାର୍ଯ୍ୟାନୁଷ୍ଠାନ। ଏହି ବିମାନରେ ୨୦୫ ଜଣ ଲୋକ…

ପୁରୀରେ ମହାପ୍ରଭୁଙ୍କ ଦର୍ଶନ କଲେ ଷୋଡ଼ଶ ଅର୍ଥ କମିଶନ

ଭୂବନେଶ୍ୱର: ଓଡି଼ଶାକୁ ଚାରିଦିନିଆ ଗସ୍ତରେ ଆସିଥିବା ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଡ଼ଃ ଅରବିନ୍ଦ ପାନାଗାରିଆ ଆଜି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ କମିଶନର ସଦସ୍ୟମାନେ ପୁରୀ ରାଜଭବନରେ ସ୍ଥାନୀୟ ପୌର ପ୍ରଶାସନ ସହିତ ସହରର ଉନ୍ନତିକରଣ,…

ଆସନ୍ତା ୭ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତ-ଇଂଲଣ୍ଡ କ୍ରିକେଟ ଟିମ୍

ଭୂବନେଶ୍ବର,୦୫/୦୨ : ଆସନ୍ତା ୯ ତାରିଖରେ ବାରବାଟୀରେ ଦିନିକିଆ ମ୍ୟାଚ ଭାରତ-ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ । ୭ ତାରିଖରେ ଭୁବନେଶ୍ୱରରେ ପହଂଚିବେ ଭାରତ ଓ ଇଂଲଣ୍ଡ କ୍ରିକେଟ ଟିମ । ୮ ତାରିଖରେ ଉଭୟ ଟିମ ଅଭ୍ୟାସ ପାଇ ବାରବାଟୀ…

ବାଙ୍ଗାଲୋର ର ଡେରି ଡେ ନାମରେ ଏକ ଆଇସ୍ କ୍ରିମ ନୂତନ ଭାବେ ଢେ଼ଙ୍କାନାଳ ରେ ଆରମ୍ଭ କରିବାକୁ ଯାଉଛି ତାର ବ୍ୟବସାୟ

ଆଜି ଢେ଼ଙ୍କାନାଳ ଚାମ୍ବର ଅଫ କମର୍ସ ବାଣିଜ୍ୟ ଭବନ ରେ ବାଙ୍ଗାଲୋର ର ଡେରି ଡେ ନାମରେ ଏକ ଆଇସ୍ କ୍ରିମ ନୂତନ ଭାବେ ଢେ଼ଙ୍କାନାଳ ରେ ଆରମ୍ଭ କରିବାକୁ ଯାଉଛି ତାର ବ୍ୟବସାୟ। କମ୍ପାନୀର ସିନିୟର୍ ସେଲସ ମ୍ୟାନେଜର ହରେକୃଷ୍ଣ…

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ପାଟଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗଙ୍ଗାଧର ଦାଶଙ୍କ ଅବସର କାଳୀନ ବିଦାୟୀ ଉତ୍ସବ

ଏହି ସଭାରେ ବିଭିନ୍ନ ବିଦ୍ୟାଳୟ ରୁ ଅନେକ ଶକ୍ଷକ ଶିକ୍ଷୟତ୍ରୀ, ଓ ପରିଚାଳନା କମିଟି ର ସଦସ୍ୟ, ଓ ପୁରାତନ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ଦାଶ ଜଣେ ମିଷ୍ଟଭାସି ଓ ଗଣିତ ବିଜ୍ଞାନ ଶିକ୍ଷକ ଭାବେ ଏ ଅଂଚଳରେ…

କ୍ଲଷ୍ଟର ସ୍ତରୀୟ ନିପୂଣ ମେଳା ଅନୁଷ୍ଠିତ

*କ୍ଲଷ୍ଟର ସ୍ତରୀୟ ନିପୂଣ ମେଳା ଅନୁଷ୍ଠିତ* ଜଗତସିଂହପୁର ତା=5/2/25 ଜଗତସିଂହପୁର ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ଅଧିନସ୍ଥ ସରକାରୀ ଉପ୍ରା ବିଦ୍ୟାଳୟ କୂଳପଟସରା ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ନିପୂଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଅଛି। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ…

You missed