ବଅଁରପାଳ ପଞ୍ଚାୟତ ସମିତି ବୈଠକ, ଅଧ୍ୟକ୍ଷଙ୍କ ଆକ୍ଷେପ ନେଇ ସାମ୍ବାଦିକଙ୍କ ବୈଠକ ବର୍ଜନ
ବଅଁରପାଳ ପଞ୍ଚାୟତ ସମିତି ବୈଠକ, ଅଧ୍ୟକ୍ଷଙ୍କ ଆକ୍ଷେପ ନେଇ ସାମ୍ବାଦିକଙ୍କ ବୈଠକ ବର୍ଜନ ବଅଁରପାଳ,୨୫.୨-ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ପଞ୍ଚାୟତ ସମିତି ବୈଠକ ବ୍ଲକ ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ମୁଖ୍ୟଅତିଥି ଭାବେ ଅନୁଗୋଳ ଢେଙ୍କାନାଳ ସଂସଦ…
