Month: February 2025

କେନ୍ଦୁଝର ଜିଲ୍ଲା ଯୋଡା ବିଲେଇପଦା JSP ପ୍ଲାଣ୍ଟ ସମ୍ବୁଖରେ ଟ୍ରକ ମାଲିକ ସଙ୍ଘର ଆନ୍ଦୋଳନ

କେନ୍ଦୁଝର ଜିଲ୍ଲା ଯୋଡା ବିଲେଇପଦା JSP ପ୍ଲାଣ୍ଟ ସମ୍ବୁଖରେ ଟ୍ରକ ମାଲିକ ସଙ୍ଘର ଆନ୍ଦୋଳନ। ଯୋଡ଼ା ବିଲେଇପଦା JSP ପ୍ଲାଣ୍ଟ ସମୁଖରେ ଟ୍ରକ ମାଲିକ ସଙ୍ଘର ଗତ ୨୭ଜାନୁଆରୀ୨୦୨୫ ଠାରୁ ଅହରାତ୍ର ଆନ୍ଦୋଳନ ଜାରି ରହିଛି।ଆଜି ୩ଫେବ୍ରୁଆରୀ୨୦୨୫ ରେ କଂଗ୍ରେସ ପ୍ରାର୍ଥୀ…

ଦେସାହି ଗ୍ରାମପଞ୍ଚାୟତ ର ପୂର୍ବତନ ନାଏବ ସରପଞ୍ଚ ଶ୍ରୀଯୁକ୍ତ କ୍ଷେତ୍ରବାସୀ ପରିଡା ଙ୍କର ୮୮ ବର୍ଷ ବବୟସରେ ପରଲୋକ

ଦେସାହି ଗ୍ରାମ ପଞ୍ଚାୟତର ବର୍ଷିଆନ ସମାଜସେବୀ, ତଥା ଅଣକଂଗ୍ରେସ ରାଜନୀତିରେ ରୁଚି ରଖିଥିବା ଜଣେ ସଚ୍ଚା କର୍ମୀ ଦେସାହି ଗ୍ରାମପଞ୍ଚାୟତ ର ପୂର୍ବତନ ନାଏବ ସରପଞ୍ଚ ଶ୍ରୀଯୁକ୍ତ କ୍ଷେତ୍ରବାସୀ ପରିଡା ଙ୍କର ୮୮ ବର୍ଷ ବୟସରେ ରବିବାର ସକାଳ 5 ଘଟିକା…

ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ; ଅନଲାଇନ ଟିକେଟ ବିକ୍ରି ଆରମ୍ଭ

କଟକ: ବାରବାଟୀ ଷ୍ଟାଡିୟମରେ ଫେବୃଆରୀ ମାସରେ ହେବ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍। ଯାହାକୁ ନେଇ ଉତ୍ସାହିତ ଓଡିଶାର କ୍ରିକେଟ୍ ପ୍ରେମୀ। ଏହି ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଫେବୃଆରୀ ୨ ଅପରାହ୍ନ ୪ଟାରୁ ଆରମ୍ଭ ।…

ପୁରୁଷ ହକି ଇଣ୍ଡିଆ ଲିଗ୍ ୨୦୨୪-୨୫: ବେଙ୍ଗଲ ଟାଇଗର୍ସ ଚାମ୍ପିୟନ

ରାଉରକେଲା: ପୁରୁଷ ହକି ଇଣ୍ଡିଆ ଲିଗ ଷଷ୍ଠ ସଂସ୍କରଣ ୨୦୨୪-୨୫ର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଶ୍ରାଚୀ ରା’ବେଙ୍ଗଲ ଟାଇଗର୍ସ । ଶନିବାର ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଏହି ଫାଇନାଲ ଫାଇଟରେ ହାଇଦ୍ରାବାଦ ତୁଫାନ୍ସକୁ…

ବିଶ୍ବବିଦ୍ୟାଳୟର ରେଟିଂ ବଢାଇବାକୁ ଲାଞ୍ଚ ଅଭିଯୋଗ; ୧୦ ଜଣଙ୍କୁ ଗିରଫ କଲା ସିବିଆଇ

ସମ୍ବଲପୁର: ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡେସନ୍‌ କାଉନସିଲ୍‌ (ଏନଏଏସି) ରେଟିଂ ଲାଞ୍ଚ ମାମଲାରେ ୧୦ ଜଣଙ୍କୁ ଗିରଫ କରିଛି ସିବିଆଇ । ଆନ୍ଧ୍ରର ଏକ ଶିକ୍ଷାନୁଷ୍ଠାନର ରେଟିଂ ବଢ଼ାଇବାକୁ କହି ଲାଞ୍ଚ ଅଭିଯୋଗରେ ଗିରଫ କରିଛି ସିବିଆଇ । ଗିରଫ ଅଭିଯୁକ୍ତଙ୍କ…

‘ମଧୁ ବର୍ଣ୍ଣବୋଧ’ର ଡିଜିଟାଲ କପି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ଭୂବନେଶ୍ୱର: ଭକ୍ତକବି ମଧୁସୂଦନ ରାଓ ଛବିଳ ମଧୁ ବର୍ଣ୍ଣବୋଧ ବହି ପ୍ରକାଶ କରି ରାଜ୍ୟ ପାଇଁ ଗୌରବ ଆଣିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ‘ବର୍ଣ୍ଣବୋଧ’ର ପୁନଃମୁଦ୍ରିତ ସଂସ୍କରଣ ଓ ଏହାର ଡିଜିଟାଲ କପି ଉନ୍ମୋଚନ…

ବସନ୍ତ ପଞ୍ଚମୀରେ ଅନୁକୂଳ ହେଲା ରଥକାଠ

ପୂରୀ: ଆସନ୍ତା ରଥଯାତ୍ରା ପାଇଁ ରଥକାଠର ଅନୁକୂଳ ଆଜି ପବିତ୍ର ଶ୍ରୀପଞ୍ଚମୀ ଅବସରରରେ ହୋଇଛି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଥିବା ରଥଖଳାରେ ୩ ଟି ଧଉରା କାଠ ରଖାଯାଇ ପୂଜାର୍ଚ୍ଚନା କରାଯାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମା ସରସ୍ୱତୀଙ୍କ…

ଦିଲ୍ଲୀ ନିର୍ବାଚନ: ଆଜି ପ୍ରଚାରର ଶେଷ ଦିନ, ୫ରେ ଭୋଟଗ୍ରହଣ

ନୂଆଦିଲ୍ଲୀ: ଆଜି ପ୍ରଚାରର ଶେଷ ଦିନ । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର। ଆଜି ସନ୍ଧ୍ୟା ୫ଟାରେ ସରିଯିବ ନିର୍ବାଚନ ପ୍ରଚାର । ଶେଷ ଦିନ ହୋଇଥିବାରୁ ସବୁ ରାଜନୈତିକ ଦଳ ନିଜର ହଭିୱେଟ ନେତାଙ୍କୁ ମୈଦାନକୁ…

ଫେବୃଆରୀ ୮ ରେ ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା : ଉପମୁଖ୍ୟମନ୍ତ୍ରୀ

ଭୂବନେଶ୍ୱର, ୦୨/୦୨ : ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ଼ ସୂଚନା । ଆସନ୍ତା ୮ ତାରିଖରେ ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ୩ ଓ ୪ ତାରିଖରେ ବ୍ୟାଙ୍କ କୁ ଯାଇ ଏନ ପି…

୫କୋଟିର ଗଞ୍ଜେଇ ଜବତ : ପୋଲିସର ଚଢାଉ ଜାରି

ଭୂବନେଶ୍ୱର, ୦୨/୦୨ : କୋରାପୁଟ ବୈପାରିଗୁଡା ପୁଲିସ ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୫କୋଟିରୁ ଅଧିକ ହେବ । ଦୁର୍ଗମ ତଥା ମାଓପ୍ରବଣ ଅଞ୍ଚଳ କୁହାଯାଉଥିବା ଜି. ମାଝିଗୁଡା ପଞ୍ଚାୟତ ଅନ୍ତର୍ଗତ ଟିକରପଡା ଜଙ୍ଗଲ…

You missed