Month: February 2025

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଅଭିଯାନ

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ମେରାମଣ୍ଡଳୀ, ୦୧/୦୨/୨୦୨୫: ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ପକ୍ଷରୁ ଏନଏଚ ୫୫ରେ ଏକ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆୟୋଜନ କରାଯାଇଥିଲା। ଜାତୀୟ…

ଓଡ଼ିଆ ଚଳଚ୍ଚିତ୍ର ଓ୍ବାଇଫ୍ ଫିଲ୍ମ୍ ଏବେ ବାଙ୍ଗାଲୋର ରେ

ଓଡ଼ିଆ ଚଳଚ୍ଚିତ୍ର ଓ୍ବାଇଫ୍ ଫିଲ୍ମ୍ ଏବେ ବାଙ୍ଗାଲୋର ରେ କଟକ – ବିଜୟ କାନ୍ଦୋଇ ପ୍ରଯୋଜିତ ଚଳଚ୍ଚିତ୍ର ୱାଇଫ୍ ନୂଆବର୍ଷରେ ଜାନୁୟାରୀ 3 ତାରିଖରେ ରିଲିଜ୍ ହୋଇଥିଲା । ଫିଲ୍ମର କାହାଣୀଚହଳ ପକାଇଥ‌ିବା ବେଳେ ୱାଇଫକୁ ଦର୍ଶକୀୟ ଆଦୃତି ମିଳିଛି ।ବିଦିଶା…

ବିଶ୍ୱର ବଡ଼ ବଡ଼ ରେଳ ଷ୍ଟେସନକୁ ଟକ୍କର ଦେବ ଭୁବନେଶ୍ୱର ରେଳ ଷ୍ଟେସନ, ମିଳିବ ବିଶ୍ୱସ୍ତରୀୟ ସୁବିଧା

ଭୂବନେଶ୍ୱର, ୩୧/୧: ଝଲସିବ ଭୁବନେଶ୍ୱର ରେଳ ଷ୍ଟେସନ । ବିଶ୍ୱର ବଡ଼ ବଡ଼ ମହାନଗରୀର ରେଳ ଷ୍ଟେସନକୁ ଦେବ ଟକ୍କର । ନିର୍ମାଣ ହେବ ଏଲିଭେଟେଡ୍‌ ଡ୍ରାଇଭ୍‌ ୱେ । ରେଳ ଷ୍ଟେସନକୁ ଯାତ୍ରୀମାନେ କାରରେ ଯାଇ ପ୍ରଥମ ମହଲାରେ ଓହ୍ଲାଇବେ…

ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଲେ ମଧୁସୂଦନ ପାଢ଼ୀ

ଭୂବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଲେ ମଧୁସୂଦନ ପାଢ଼ୀ। ଭୁବନେଶ୍ୱର ତୋଷାଳି ଭବନରେ ଥିବା କାର୍ଯ୍ୟାଳୟରେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ମଧୁସୂଦନ ପାଢ଼ୀ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରଛନ୍ତି।ପୂର୍ବତନ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ…

ରାଷ୍ଟ୍ରପତିଙ୍କୁ ‘ବିଚାରୀ’ ଓ ତାଙ୍କ ଅଭିଭାଷଣକୁ ‘ବୋରିଂ’ କହି ବିବାଦରେ ସୋନିଆ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଅସୌଜନ୍ୟମୂଳକ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ସଂସଦର ବଜେଟ୍ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ‘ବୋରିଂ’ କହିବା ସହ ‘ବିଚାରୀ’ ବୋଲି ମନ୍ତବ୍ୟ ଦେବାପରେ ବିବାଦ ଆରମ୍ଭ ହୋଇଛି।…

ସଚିନ ତେନ୍ଦୁଲକରଙ୍କୁ ମିଳିବ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନିତ କରାଯିବ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିଜର ବାର୍ଷିକ ସମାରୋହରେ ଏହି ଆୱାର୍ଡ ପ୍ରଦାନ କରିବ। ତେବେ ସଚିନ ଅନ୍ତର୍ଜାତୀୟ…

ଇତିହାସରେ ପ୍ରଥମ; ରାଷ୍ଟ୍ରପତି ଭବନରେ ହେବ ୨ ସିଆରପିଏଫଙ୍କ ବିବାହ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନରେ ବିବାହର ଧ୍ବନି ପ୍ରତିଧ୍ୱନିତ ହେବାକୁ ଯାଉଛି। ମଧ୍ୟପ୍ରଦେଶର ଶିବପୁରୀର ବାସିନ୍ଦା ପୁନମ ଗୁପ୍ତା ରାଷ୍ଟ୍ରପତି ଭବନରେ ବିବାହ କରିବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ, ପୁନମ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ଜଣେ…

ରାଜ୍ୟ ବିଧାନସଭାର ସଚିବ ଭାବେ ନିଯୁକ୍ତ ହେଲେ ସତ୍ୟବ୍ରତ ରାଉତ

ଭୂବନେଶ୍ୱର: ରାଜ୍ୟ ବିଧାନସଭାର ସଚିବ ଭାବରେ ଆଇଏଏସ୍ ଅଧିକାରୀ ସତ୍ୟବ୍ରତ ରାଉତଙ୍କୁ ନିଯୁକ୍ତି ଦେଇଛନ୍ତି ଓଡ଼ିଶା ସରକାର।ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ତାଙ୍କ ନିଯୁକ୍ତି ନେଇ ଏକ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।୨୦୧୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ ସତ୍ୟବ୍ରତ…

ସଡକ ସୁରକ୍ଷା ମାସ ୨୦୨୫ ଊଦ୍‌ଯାପିତ

ସଡକ ସୁରକ୍ଷା ମାସ ୨୦୨୫ ଊଦ୍‌ଯାପିତ ଅନୁଗୋଳ,ତା.୩୧.୦୧:- ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇଥିବା ସଡକ ସୁରକ୍ଷା ମାସ ପାଳନର ଊଦଯାପନି ଊତ୍ସବ ସ୍ଥାନୀୟ ବ୍ଲାକ୍ ଡାଇମଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ…

ସମାପନ ହେଲା ଅଷ୍ଟପ୍ରହରୀ

ଢେଙ୍କାନାଳ,ସଦର ବ୍ଲକ, ଧିରପାଟଣl ଗ୍ରା: ପ କୃଷ୍ଣ ପ୍ରସାଦ ଗ୍ରାମରେ ଦୀର୍ଘ 15 ବର୍ଷ ଧରୀ ଅଷ୍ଟ ପ୍ରହରୀ ହୋଇ ଆଶୁଅଛି କିନ୍ତୁ ଆସନ୍ତା ଜାନୁଆରୀ ମାସ ତା 29,30 ଓ 31 ଏହି 3 ଦିନ ଧରୀ ନିତାଇ ଗୌର…

You missed