ତକ୍ଷଶିଳା ଗୁରୁକୁଳର ବାର୍ଷିକ ଉତ୍ସବ ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଜରପଡା ସ୍ଥିତ ତକ୍ଷଶିଳା ଗୁରୁକୁଳ ଶିକ୍ଷାନୁଷ୍ଠାନର ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି
ତକ୍ଷଶିଳା ଗୁରୁକୁଳର ବାର୍ଷିକ ଉତ୍ସବ ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଜରପଡା ସ୍ଥିତ ତକ୍ଷଶିଳା ଗୁରୁକୁଳ ଶିକ୍ଷାନୁଷ୍ଠାନର ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ବରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପୋଲିସ ଅଧିକାରୀ ଶ୍ରୀ ତପନ କୁମାର…
