ନାରୀଶକ୍ତି ସପ୍ତାହ ପାଳନ ଅବସରରେ ଢେଙ୍କାନାଳ ପ୍ରଧାନ ଡାକଘର ପରିସରରେ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଏକ ସମ୍ବର୍ଧନା ସଭା ର ଆୟୋଜନ
ଭାରତୀୟ ଡାକ ବିଭାଗର ନିର୍ଦେଶ କ୍ରମେ ଢେଙ୍କାନାଳ ଡାକ ମଣ୍ଡଳ ତରଫରୁ ଆଜି ତା.07.03.2025 ରିଖ ଦିନ ନାରୀଶକ୍ତି ସପ୍ତାହ ପାଳନ ଅବସରରେ ଢେଙ୍କାନାଳ ପ୍ରଧାନ ଡାକଘର ପରିସରରେ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଏକ ସମ୍ବର୍ଧନା ସଭା ର ଆୟୋଜନ…
