Month: April 2025

ବିଲୁପ୍ତ ହେବାକୁ ଯାଉଛି ଐତିହ ପ୍ରାଣୀ ବୋଲାଉଥିବା ଜୀବ ହାତୀ

ବିଲୁପ୍ତ ହେବାକୁ ଯାଉଛି ଐତିହ ପ୍ରାଣୀ ବୋଲାଉଥିବା ଜୀବ ହାତୀ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଲେଖା ହୋଇଥିବା ଦେଖିବାକୁ ମିଳେ “ହାତୀ ଆମର ଐତିହ ପ୍ରାଣୀ” ଏହାର ସୁରକ୍ଷା ଆମର ଦାୟିତ୍ବ କିନ୍ତୁ ଏହି ଉକ୍ତି ଟି ଖାଲି ଲେଖାରେ…

ବଡ଼ବିଲ ନଗରପାଳଙ୍କ କରକମଳରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବିଶୁଦ୍ଧ ପାନୀୟଜଳ ମେସିନ୍ ଉଦ୍ଘାଟନ

ବଡ଼ବିଲ ନଗରପାଳଙ୍କ କରକମଳରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବିଶୁଦ୍ଧ ପାନୀୟଜଳ ମେସିନ୍ ଉଦ୍ଘାଟନ। ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ସ୍ଥାନରେ ପଥଚାରୀ ଓ ବିଭିନ୍ନ ସ୍ଥାନକୁ ଯିବାଆସିବା କରୁଥିବା ଯାତ୍ରୀ ମାନେ ଟିକିଏ ବିଶୁଦ୍ଧ ପାନୀୟ ଜଳ…

ଭାରତରେ ପହଞ୍ଚିଲା ମୋଷ୍ଟ ୱାଣ୍ଟେଡ୍‌ ତହବୁର ରାଣା

ଭାରତରେ ପହଞ୍ଚିଲା ମୋଷ୍ଟ ୱାଣ୍ଟେଡ୍‌ ତହବୁର ରାଣା। ଆମେରିକାରୁ ସ୍ଵତନ୍ତ୍ର ବିମାନରେ ଆସି ପହଞ୍ଚିଥିବା ସୂଚନା। ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ତହବୁର । କଡ଼ା ସୁରକ୍ଷାରେ NIA ମୁଖ୍ୟାଳୟକୁ ନିଆଯିବ। ୨୪ ଘଣ୍ଟା ଭିତରେ କୋର୍ଟରେ ହାଜର…

ଭାରତ-ସ୍ଲୋଭାକ୍‍ ବ୍ୟବସାୟିକ ଫୋରମ୍‍କୁ ବ୍ରାଟିସ୍‍ଲାଭାଠାରେ ଉଦ୍‍ଘାଟନ କଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବ୍ରାଟିସ୍‍ଲାଭା ଠାରେ ସ୍ଲୋଭାକ୍‍- ଭାରତ ବ୍ୟାବସାୟିକ ଫୋରମ୍‍କୁ ଉଦ୍‍ଘାଟନ କରିଛନ୍ତି । ଏହି ଅବସରରେ ଉଦ୍‍ବୋଧନ ଦେଇ ଶ୍ରୀମତୀ ମୁର୍ମୁ ଭାରତ-ସ୍ଲୋଭାକିଆ ବନ୍ଧୁତ୍ୱକୁ ସଶକ୍ତ କରିବା ଦିଗରେ ନିଜର ପ୍ରତିଶ୍ରୁତିବଦ୍ଧତା ଲାଗି ତାଙ୍କର ସ୍ଲୋଭାକିଆ ପ୍ରତିପକ୍ଷ…

ଟ୍ରେନରେ ୪ଟି ଲଗେଜ୍ ବ୍ୟାଗରେ ଚାଲାଣ ହେଉଥିଲା ଗଞ୍ଜେଇ, ମହିଳାଙ୍କୁ ଧରିଲା ପୋଲିସ

ଭଦ୍ରକ: ଭଦ୍ରକ ଜିଆରପି ପୋଲିସକୁ ମିଳିଛି ବଡ଼ ସଫଳତା । ନୀଳାଚଳ ଏକ୍ସପ୍ରେସରୁ ୪ଟି ଲଗେଜ୍ ବ୍ୟାଗ ଭର୍ତ୍ତି ଗଞ୍ଜେଇ ଜବତ କଲା ଜିଆରପି । ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ କରିବା ସହିତ ଜଣେ ମହିଳାଙ୍କୁ ଅଟକ…

ରାଜଧାନୀରେ ଏନକାଉଣ୍ଟର: ନିଶା ମାଫିଆକୁ କାବୁ କଲା ସ୍ପେଶାଲ କ୍ରାଇମ୍‌ ୟୁନିଟ

ଭୂବନେଶ୍ୱର: ରାଜଧାନୀରେ ଫୁଟିଲା ଗୁଳି, ନିଶା ମାଫିଆ ଶେଖ ଜାମସେଦକୁ ଏନକାଉଣ୍ଟର। ଗୁରୁତର ଅବସ୍ଥାରେ ଏମ୍ସରେ ଅପରାଧୀକୁ ଭର୍ତ୍ତି କରାଯାଇଛି। ସ୍ପେଶାଲ କ୍ରାଇମ ୟୁନିଟ୍ ଅଫିସର ଅନୁପ କାନୁନଗୋ ଏହି ଏନକାଉଣ୍ଟର କରିଥିବା ବେଳେ ଅପରାଧି ଗୋଡ଼ରେ ଦୁଇଟି ଗୁଳି ବାଜିଛି।…

ଖୁବ୍‌ଶୀଘ୍ର ୧୨୦୦୦ ପୋଲିସ ପଦବୀ ପୂରଣ କରାଯିବ: ମୁଖ୍ୟମନ୍ତ୍ରୀ

ଖୁବ୍‌ଶୀଘ୍ର ୧୨୦୦୦ ପୋଲିସ ପଦବୀ ପୂରଣ କରାଯିବ: ମୁଖ୍ୟମନ୍ତ୍ରୀ ଭୂବନେଶ୍ୱର,୧୧/୦୪ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୨,୦୦୦ ଖାଲି ପୋଲିସ ପଦବୀ ପୂରଣ ପାଇଁ ଏକ ଯୋଜନା ଉନ୍ମୋଚନ କରିଛନ୍ତି। ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ତାଙ୍କର…

ଜନତା ହାଇସ୍କୁଲରେ ବ୍ଲକସ୍ତରୀୟ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ

ଜନତା ହାଇସ୍କୁଲରେ ବ୍ଲକସ୍ତରୀୟ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ (ପରିପୋଷଣୀୟ ଜୀବନଶୈଳୀ ଉପରେ ଆଧାରିତ ପ୍ରଦର୍ଶନୀ)ବରଗଡ଼ (ପବିତ୍ର ମେହେର)::ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ବ୍ଲକ ଶିକ୍ଷା ଅଧିକାରୀ ଭାବନା ସାହୁଙ୍କ ସଭାପତିତ୍ୱରେ ପରିବେଶ ଶିକ୍ଷା…

ଶନିବାର ଦିନ ସାରଙ୍ଗଧର ଷ୍ଟାଡିଅମ, କାମାକ୍ଷାନଗର, ଢେଙ୍କାନାଳ ଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାର ଆୟୋଜନ ହେବ

ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା, ଢେଙ୍କାନାଳଓଡିଶା ଦକ୍ଷତା ବୃଦ୍ଧି ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ପ୍ରଶାସନ ସହଯୋଗରେ ଆସନ୍ତା ତା- ୧୯.୦୪.୨୦୨୫ ରିଖ ଶନିବାର ଦିନ ସାରଙ୍ଗଧର ଷ୍ଟାଡିଅମ, କାମାକ୍ଷାନଗର, ଢେଙ୍କାନାଳ ଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାର ଆୟୋଜନ କରା ଯାଉଅଛି I…

ଲୋକକଳା ଗ୍ରାମ ପରିଦର୍ଶନ ଓ ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧନା, ରୟାନରସିଂ ପୁର, କାମାକ୍ଷାନଗର ଠାରେ ଅନୁଷ୍ଠିତ

ଆଜି ତା ୯/୪/୨୦୨୫ ଲୋକକଳା ଗ୍ରାମ ପରିଦର୍ଶନ ଓ ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧନା, ରୟାନରସିଂ ପୁର,କାମାକ୍ଷାନଗର ଠାରେ ଅନୁଷ୍ଠିତ। ସକାଳ ୯ ଘଟିକା ରେ ସମ୍ମାନନୀୟ ଜିଲ୍ଲାପାଳ ମହୋଦୟ ଶ୍ରୀଯୁକ୍ତ ସୋମେଶ କୁମାର ଉପାଧ୍ୟାୟ ଲୋକକଳା ଗ୍ରାମ “ରାୟନରସିଂହ ପୁର ପରିକ୍ରମା…

You missed