ଅତାବିରା ଓ ଗୋଡଭଗା ମାର୍କେଟ କମ୍ପ୍ଲେକ୍ସ ଉଦଘାଟିତ
*ଅତାବିରା ଓ ଗୋଡଭଗା ମାର୍କେଟ କମ୍ପ୍ଲେକ୍ସ ଉଦଘାଟିତ* ବରଗଡ଼:୧୦/୪(ପବିତ୍ର ମେହେର) ବରଗଡ଼ ଜିଲ୍ଲା ଅତାବିରା ମଧ୍ୟ ଦେଇ ଯାଇଥିବା ୫୩ ନଂ ମୁଖ୍ୟ ଜାତୀୟ ରାଜପଥ ବରଗଡ଼- ସମ୍ବଲପୁର ରାସ୍ତାକଡ଼ରେ ଥିବା ଅତାବିରା ନିୟନ୍ତ୍ରିତ ବଜାର କମିଟିର କମ୍ପ୍ଲେକ୍ସ, ଶୌଚାଳୟ ପାଖାପାଖି…
