Month: April 2025

ଉଦଘାଟିତ ହେଲା ୪୦ ଟି ନୂତନ ଇ ବସ

ଭୂବନେଶ୍ୱର, ୦୫/୦୪ : ଭୁବନେଶ୍ୱରର ଗାଡ଼କଣରେ ‘ଆମ ବସ ‘ ସେବା କୁ ଉଦଘାଟନ କରିଛନ୍ତୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ ଚନ୍ଦ୍ର ମହାପାତ୍ର । ଏହି ଅବସରରେ ବସ କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି…

ବିଜେଡିର ଆଭିମୁଖ୍ୟ ନେଇ ନବୀନଙ୍କୁ ଘେରିଲେ ବରିଷ୍ଠ ନେତା, ସୁପ୍ରିମୋ କହିଲେ ଆମ ଆଭିମୁଖ୍ୟ ଧର୍ମନିରପେକ୍ଷ

ଭୂବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ଶୁକ୍ରବାର ଦିନ ନିଜର ଧର୍ମନିରପେକ୍ଷ ନୀତି ପ୍ରତି ପୁନର୍ବାର ପ୍ରତିଶ୍ରୁତି ଦେଇଛି। ଏହି କଥା ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି। ନବୀନ ନିବାସରେ ଦଳର ସଭାପତିଙ୍କ ସହ ବୈଠକ ପରେ…

ପୋଲିସ ହାବୁଡ଼ରେ ଡକାୟତ ଗ୍ୟାଙ୍ଗ, ପେଟ୍ରୋଲ ପମ୍ପ ଲୁଟ ବେଳେ ୪ ଗିରଫ

ଅନୁଗୋଳ : ସଦର ଥାନା ପୋଲିସ ହାବୁଡ଼ରେ ଡକାୟତ ଗ୍ୟାଙ୍ଗ। ପେଟ୍ରୋଲ ପମ୍ପ ଲୁଟ ପାଇଁ ଯୋଜନା କରୁଥିବା ବେଳେ ୪ ଜଣ ଡକାୟତଙ୍କୁ ଗିରଫ କଲା ପୋଲିସ। ସେମାନଙ୍କ ନିକଟରୁ ଖଣ୍ଡା ସହ ମାରଣାସ୍ତ୍ର, କାର, ମୋବାଇଲ ଆଦି ଜବତ…

ଚଳଚଞ୍ଚଳ ଏକାମ୍ର କ୍ଷେତ୍ର : ଆଜି ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଭୂବନେଶ୍ୱର, ୦୫/୦୪ : ରୁକୁଣା ରଥଯାତ୍ରା ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ରଥଦାଣ୍ଡରେ ଗଡ଼ିବ ରୁକୁଣା ରଥ। ଦିନ ୩ଟାରେ ଆରମ୍ଭ ହେବ ରଥଟଣା । ତିନି ଠାକୁର ରଥାରୁଢ଼ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ । ଅପେକ୍ଷା କରିରହିଛନ୍ତି…

ମଦ୍ୟପାନ କରି ଗାଡି ଚଳାଇ ପଶୁମାନଙ୍କୁ ଗାଡି ଚଢାଉଥିବା ଡ୍ରାଇଭରଙ୍କ ବିରୋଧରେ ଆର୍‌ଟିଓଙ୍କୁ ଅଭିଯୋଗ

ମଦ୍ୟପାନ କରି ଗାଡି ଚଳାଇ ପଶୁମାନଙ୍କୁ ଗାଡି ଚଢାଉଥିବା ଡ୍ରାଇଭରଙ୍କ ବିରୋଧରେ ଆର୍‌ଟିଓଙ୍କୁ ଅଭିଯୋଗ ଢେଙ୍କାନାଳ, ୫/୪: ମଦ୍ୟପାନ କରି ଗାଡି ଚଳାଇ ରାସ୍ତାରେ ପଶୁମାନଙ୍କୁ ଗାଡି ମଡାଇ ଯାଉଥୁବା ଡ୍ରାଇଭରମାନଙ୍କ ବିରୋଧରେ ଆଜି ଢେଙ୍କାନାଳ ପୌରାଂଚଳ ଶିମିଳିଆ ବାସୀନ୍ଦା ପଶୁ…

ଅବସର କାଳୀନ ସମ୍ବର୍ଦ୍ଧନା ସଭା ଓ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

ଅବସର କାଳୀନ ସମ୍ବର୍ଦ୍ଧନା ସଭା ଓ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ଯାଜପୁର __ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ବାଛୋଳ ପଞ୍ଚାୟତର ଗୈଡିହ ଛକ ଠାରେ ଥିବା ବରୁଣେଇ ବାଳିକା ଉଚ୍ଚବିଦ୍ୟାଳୟର ଶିକ୍ଷା କର୍ମଚାରୀ ଅନାଦି ଚରଣ…

ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ

ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଅମ୍ବାଭୋନା-ଅଦ୍ୟ ତା ୦୪/୦୪/୨୦୨୫ ବୁଧବାର ଦିନ ଅମ୍ବାଭୋନା ବ୍ଳକ୍ ଅନ୍ତର୍ଗତ ଦ୍ବାରୀ ଗ୍ରାମପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ବାରୀରେ ଶ୍ରୀଯୁକ୍ତ ଧନପତି ଦାଶ ଙ୍କ ସଭାପତିତ୍ବରେ ତଥା ପ୍ରଧାନ ଶିକ୍ଷକ ବଶିଷ୍ଠ ସାହୁ ଓ ପରିଚାଳନା…

ଜଙ୍ଗଲ ଵିଭାଗ ଅଧିକାରୀ ଙ୍କ ଗସ୍ତକୁ ନେଇ ଚର୍ଚ୍ଚା

ଜଙ୍ଗଲ ଵିଭାଗ ଅଧିକାରୀଙ୍କ ଗସ୍ତକୁ ନେଇ ଚର୍ଚ୍ଚା ଅନୁଗୁଳ ତା 4/04/25 ରିଖ ଶୁକ୍ରବାର ଦିନ ଜଙ୍ଗଲ ଵିଭାଗ ଡେପୁଟି ଡାଇରେକ୍ଟର ଶ୍ରୀ ଏ ପି ମିଶ୍ର ଏକ ଗସ୍ତ କାର୍ଯ୍ୟକ୍ରମ ରେ ଅନୁଗୁଳ ପହଞ୍ଚି ଥିଲେ । ସେଠାରୁ ସେ…

ବ୍ୟାଙ୍କକରେ ମହମ୍ମଦ ୟୁନୁସ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ବୈଠକ

ବ୍ୟାଙ୍କକ୍ : ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ପରସ୍ପର ସହ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ୯ ମାସ ପରେ ଉଭୟଙ୍କ ମଧ୍ୟରେ ହୋଇଛି ।…

*ଓଡିଆ ପକ୍ଷ* ପାଳନ ଅବସରରେ ସମସ୍ତ ଦୋକାନ ବଜାର ଓ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କର ନାମ ଫଳକ ଓଡିଆ ଭାଷାରେ ଲେଖିବା ପାଇଁ ଏକ ସଚେତନତା ପଦ ଯାତ୍ରା

ଆଜି ତା ୦୪.୦୪.୨୦୨୫ ରିଖରେ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଅନୁଗୋଳ ଏବଂ ଜିଲ୍ଲା ପ୍ରଶାସନ, ଅନୁଗୋଳଙ୍କ ମିଳିତ ସହଯୋଗରେ *ଓଡିଆ ପକ୍ଷ* ପାଳନ ଅବସରରେ ସମସ୍ତ ଦୋକାନ ବଜାର ଓ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କର ନାମ ଫଳକ ଓଡିଆ ଭାଷାରେ…

You missed