Month: June 2025

ଝାଡ଼ାବାନ୍ତି ଅଂଚଳରେ ସ୍କୁଲ୍ ବନ୍ଦ ନିଷ୍ପତ୍ତି ନେବେ ଜିଲ୍ଲାପାଳ,ମନ୍ତ୍ରୀ ଦେଲେ ସୂଚନା

ହଇଜା ମୁକାବିଲା ନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ଏକ ବଡ ବୟାନ ରଖିଛନ୍ତି। ସେ କହିଛନ୍ତି ୩ ଜିଲ୍ଲାରେ ସ୍ଥିତି ଦେଖି ଜିଲ୍ଲାପାଳ ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ। ସ୍ଥିତି ଯଦି ଅଣାୟତ୍ତ ଥାଏ , ତେବେ ଜିଲ୍ଲାପାଳ ସ୍କୁଲ ବନ୍ଦ…

ଆସୁଛନ୍ତି ମୋଦୀ, ଭୁବନେଶ୍ୱର ପାଇଁ ଟ୍ରାଫିକ କଟକଣା ଜାରି କଲା କମିଶନରେଟ୍ ପୋଲିସ

ଶୁକ୍ରବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟ ସରକାରଙ୍କ ୧ ବର୍ଷ ପୂରଣ ଉପଲକ୍ଷେ ଭୁବନେଶ୍ୱରର ଜନତା ମଇଦାନରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ…

ଜୁଲାଇ ଦ୍ବିତୀୟ ସପ୍ତାହରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ଓଡ଼ିଶା ଆସିବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ରାହୁଲଙ୍କ ସହ କଂଗ୍ରେସ ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ଓଡ଼ିଶା ଗସ୍ତ କରିବେ । ଭୁବନେଶ୍ୱରରେ କଂଗ୍ରେସ ତରଫରୁ ହେବାକୁ ଯାଉଛି ବଡ଼ ସମାବେଶ; ଯେଉଁଥିରେ ସାମିଲ ହେବେ…

ରାହୁଲ ଗାନ୍ଧିଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି,ସୋସିଆଲ ମିଡିଆରେ ଲେଖିଲେ…..

୫୫ ବର୍ଷରେ ପାଦ ଥାପିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଏହି ଅବସରରେ ତାଙ୍କୁ ଚାରିଆଡୁ ଜନ୍ମଦିନ ଶୁଭେଚ୍ଛା ମିଳୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ରାହୁଲଙ୍କ ପାଇଁ…

ଇରାନର ମିଶାଇଲ ମାଡ଼ରେ ଇସ୍ରାଏଲ୍‌ର ଅନେକ ହସ୍ପିଟାଲ୍‌ ହେଲା ଧ୍ୱଂସ

ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଏବେ ତୀବ୍ର ହେବାରେ ଲାଗିଛି। ଇସ୍ରାଏଲର ଆକ୍ରମଣ ପରେ, ଇରାନ ଏହାର ପ୍ରତିଶୋଧକୁ ଆହୁରି ଭୟଙ୍କର କରିଛି। ଇରାନ ଅନେକ ବାଲିଷ୍ଟିକ କ୍ଷେପଣାସ୍ତ୍ର ସାହାଯ୍ୟରେ ଇସ୍ରାଏଲ ଉପରେ ଆକ୍ରମଣ କରିଛି। ଏହା ଇସ୍ରାଏଲର ଏକ…

୨୦ ଓ ୨୧ ଜୁନରେ ବିହାର, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦ ଓ ୨୧ ଜୁନରେ ବିହାର, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ। ସେ ୨୦ ଜୁନରେ ବିହାରର ସିୱାନ ଗସ୍ତ କରିବେ ଏବଂ ମଧ୍ୟାହ୍ନ ପ୍ରାୟ ୧୨ ଟାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ…

ଭୋଗରାଇ IICଙ୍କୁ ସସପେଣ୍ଡ କଲେ ଡିଜିପି; ଅଭିଯୁକ୍ତଙ୍କୁ ହାତ ଗୋଡ଼ରେ ହ୍ୟାଣ୍ଡକପ ପକାଇ ନିର୍ଯାତନା, ମୁକୁଳାଇ ଥିଲେ ପ୍ରତାପ

ଭୋଗରାଇ ଥାନା IIC ଶ୍ରୀବଲ୍ଲଭ ସାହୁ ସସ୍‌ପେଣ୍ଡ । କାର୍ଯ୍ୟରେ ଅବହେଳା ପାଇଁ ସସ୍‌ପେଣ୍ଡ୍ କଲେ ଡିଜିପି । ଜଣେ ଅଭିଯୁକ୍ତଙ୍କ ହାତ ଗୋଡ଼ରେ ହ୍ୟାଣ୍ଡକପ୍‌ ପକାଇ ନିର୍ଯାତନା ଦେଇଥିଲେ । ବିନା ମାମଲାରେ ଦୁଇ ଦିନ ଧରି ଅଭିଯୁକ୍ତଙ୍କୁ ନିର୍ଯାତନା…

‘୨୦୪୭ ସୁଦ୍ଧା ଦେଶକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଯୁବବର୍ଗଙ୍କ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା ‘

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ୨୦୪୭ ମସିହା ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ନିମନ୍ତେ ଯୁବବର୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆଜ୍‍ମେର ନିକଟବର୍ତ୍ତୀ ରାଜସ୍ଥାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବରେ ଉଦ୍‍ବୋଧନ…

ମହେଶ ଭେଟିଲେ ହାତୀଆକ୍ରମଣରେ ମୃତକ ମାନଙ୍କ ପରିବାରଙ୍କୁ

ମହେଶ ଭେଟିଲେ ହାତୀଆକ୍ରମଣରେ ମୃତକ ମାନଙ୍କ ପରିବାରଙ୍କୁ (ସପ୍ତାହକରେ ହିନ୍ଦୋଳରେ ହାତୀଆକ୍ରମଣରେ ଦୁଇମୃତ ଜଣେ ଆହତ ହିନ୍ଦୋଳ- ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ରେଞରେ ଅସହ୍ୟ ହେଲାଣି ହାତୀ ଉପଦ୍ରବ।ମୁଣ୍ଡ ପରେ ମୁଣ୍ଡ ଗଡି ଚାଲିଥିଲା ବେଳେ କ୍ଷତି ପୁରଣଦେଇ ଚୁପ୍ ବସିଯାଉଛି…

ମୃତକଙ୍କ ପରିବାରକୁ ଭେଟିବା ପରେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାପାଇଁ ଦାବି କଲା କଂଗ୍ରେସ

ମୃତକଙ୍କ ପରିବାରକୁ ଭେଟିବା ପରେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାପାଇଁ ଦାବି କଲା କଂଗ୍ରେସ କେନ୍ଦୁଝର – କେନ୍ଦୁଝର ଜିଲ୍ଲାର ପଣ୍ଡା ପଡ଼ା ଥାନା ଅନ୍ତର୍ଗତରେ ନାବାଳିକା କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନାବାଳିକାଙ୍କ ପରିବାରକୁ ଭେଟିଲେ ପୂର୍ବତନ ପିସିସି…

You missed