Month: June 2025

ବିକାଶ ମେଳା’ ଅବସରରେ କବିତା ଆସର ଆୟୋଜିତ

ବିକାଶ ମେଳା’ ଅବସରରେ କବିତା ଆସର ଆୟୋଜିତ ଅନୁଗୋଳ :- ତା.୧୫.୦୬: – ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତୀ ପାଳନ ଅବସରରେଆୟୋଜିତ ବିକାଶ ମେଳାର ଅଂଶ ଭାବରେ ଏକ କବିତା ଆସର ସ୍ଥାନୀୟ ବ୍ଲାକ୍ ଡାଇମଣ୍ଡ ଠାରେ ଅୟୋଜିତ ହୋଇଯାଇଛି…

ପଥରରେ ଛେଚି ଯୁବକକୁ ହତ୍ୟା ଘଟଣା : ୨ ଗିରଫ, ବାଇକ ଓ ସାଇକେଲ ଜବତ

ପଥରରେ ଛେଚି ଯୁବକକୁ ହତ୍ୟା ଘଟଣା : ୨ ଗିରଫ, ବାଇକ ଓ ସାଇକେଲ ଜବତ କନ୍ଧମାଳ, (ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଲାପଡ଼ା ପଞ୍ଚାୟତର ବଇରୀକୁମ୍ପା ନିକଟରେ ରାସ୍ତା କଡରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣଙ୍କ…

ଭାରତୀୟ ୟୋଗ ସଂସ୍ଥାନ ର ଢ଼େଙ୍କାନାଳ ୟୋଗ ଜିଲ୍ଲାରେ ଅସ୍ଥି ରୋଗ ନିରାକରଣ ଶିବିର ଅନୁଷ୍ଠିତ

ଭାରତୀୟ ୟୋଗ ସଂସ୍ଥାନ ର ଢ଼େଙ୍କାନାଳ ୟୋଗ ଜିଲ୍ଲାରେ ଅସ୍ଥି ରୋଗ ନିରାକରଣ ଶିବିର ଅନୁଷ୍ଠିତ ହୋଇଯାଇଥିଲା । ଆଜି ୧୫.୦୬, ୨୦୨୫ ରବିବାର ସକାଳ ୬ ଟା ଠାରୁ ଆରମ୍ଭ କରି ଦିନ ୧୨ ଟା ଯାଏ ୧ ଦିନିକିଆ…

ମଙ୍ଗଳପୁର ପଂଚାୟତରେ ଉତ୍ସାହର ସହିତ ଦ୍ୱିତୀୟ ରଜ (ରଜ ସଂକ୍ରାନ୍ତି) ପାଳିତ

ମଙ୍ଗଳପୁର ପଂଚାୟତରେ ଉତ୍ସାହର ସହିତ ଦ୍ୱିତୀୟ ରଜ (ରଜ ସଂକ୍ରାନ୍ତି) ପାଳିତ ତାରିଖ:15.06.2025ଢେଙ୍କାନାଳ : ରଜ ପର୍ବ ଅବସରରେ ଆଜି ମଙ୍ଗଳପୁର ପଂଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସରପଞ୍ଚ ଶ୍ରୀମତୀ ଲିନା ଦାସଙ୍କ ଅଧକ୍ଷତାରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି…

ଅଦ୍ୱିକା କିଶୋରୀ ସୁଭଦ୍ରା ଦିବସ ଉଦ୍‌ଯାପିତ

ଅଦ୍ୱିକା କିଶୋରୀ ସୁଭଦ୍ରା ଦିବସ ଉଦ୍‌ଯାପିତ ଭବାନୀ ପାଟଣା:ତା 14.06.2025 କଳାହାଣ୍ଡି ଜିଲ୍ଲାର ତିନୋଟି ସ୍ଥାନରେ ଭାବନିପାଟଣା ଗ୍ରାମାଞ୍ଚଳ, ସହରାଞ୍ଚଳ ଏବଂ ଧର୍ମଗଡ ଠାରେ ଆଜି ‘ଅଦ୍ୱିକା କିଶୋରୀ ସୁଭଦ୍ରା ଦିବସ’ “ରଜ ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ…

ଅପରେସନ୍ ସିନ୍ଦୂର ପରେ, ଆଜିଠୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ୫ ଦିନିଆ ବିଦେଶ ଗସ୍ତ

ଆଜିଠୁ ପ୍ରଧାନମନ୍ତ୍ରୀ ମୋଦିଙ୍କ 5 ଦିନିଆ ବିଦେଶ ଗସ୍ତ । ଅପରେସନ ସିନ୍ଦୂର ପରେ ପିଏମଙ୍କ ପ୍ରଥମ ବିଦେଶ ଗସ୍ତ । କାନାଡ଼ା, କ୍ରୋଏସିଆ ଓ ସାଇପ୍ରସ ଗସ୍ତରେ ଯିବେ ମୋଦି । କାନାଡ଼ାରେ ଆୟୋଜିତ G7 ବୈଠକରେ ସାମିଲ ହେବେ…

ପାରାଦୀପରେ ମାଛଧରା ଉପରୁ ହଟିଲା କଟକଣା

ପାରାଦୀପ: ପାରାଦୀପରେ ମାଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ପାଇଁ ଗତ ଦୁଇ ମାସ ଧରି ଲାଗିଥିବା କଟକଣା ହଟାଇ ଦିଆଯାଇଛି । କଟକଣା ଉଠିବା ପରେ ଚଳଚଞ୍ଚଳ ହୋଇଉଠିଛି ପାରାଦ୍ୱୀପ ମାଛଧରା ବନ୍ଦର । ପାରାଦ୍ୱୀପ ମାଛଧରା ବନ୍ଦର ମଧ୍ୟରୁ ପାଖାପାଖି ୩୦୦…

ରତ୍ନଭଣ୍ଡାର ସଂରକ୍ଷଣ କାର୍ଯ୍ୟ ଶୀଘ୍ର ସାରିବାକୁ ଶ୍ରୀମନ୍ଦିର ପ୍ରଶାସନର ଚିଠି

ପୂରୀ: ରତ୍ନଭଣ୍ଡାର ସଂରକ୍ଷଣ କାର୍ଯ୍ୟ ଶୀଘ୍ର ସାରିବାକୁ ଏଏସଆଇକୁ ଶ୍ରୀମନ୍ଦିର ପ୍ରଶାସନର ଚିଠି। ଏଏସଆଇକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ। ରଥଯାତ୍ରା ସମୟରେ ଜୁନ୍ ୨୮ରୁ ଜୁଲାଇ ୬ ମଧ୍ୟରେ ବାକି ଥିବା ରତ୍ନଭଣ୍ଡାର କାମ…

ବାଲାଘାଟରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର, ୪ ନକ୍ସଲ ନିହତ

ଭୋପାଳ: ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାରେ ସୁରକ୍ଷା ବାହିନୀ ଏକ ବଡ଼ ଅପରେସନ୍ ଚଳାଇଛନ୍ତି। ମଧ୍ୟପ୍ରଦେଶରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର। ବାଲାଘାଟ ଜିଲ୍ଲାର ପଚମା ଦାଦର ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାବାହିନୀ ଓ ନକ୍ସଲ। ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ…

କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୫ ମୃତ

ଡେରାଡୁନ: କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଗୌରୀକୁଣ୍ଡ ଜଙ୍ଗଲରେ ହେଲିକପ୍ଟର୍ ଟି ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ଖବର ମିଳିବା ପରେ ଦୁର୍ଘଟଣାସ୍ଥଳରେ…

You missed