ରଥଯାତ୍ରା ଉପଲକ୍ଷେ ଆକ୍ଟିଭ ମିଡ଼ିଆ ପକ୍ଷରୁ ମିଳିତ ସହଯୋଗରେ ରାମଖେଚୁଡ଼ି ବଂଟନ
ରଥଯାତ୍ରା ଉପଲକ୍ଷେ ଆକ୍ଟିଭ ମିଡ଼ିଆ ପକ୍ଷରୁ ମିଳିତ ସହଯୋଗରେ ରାମଖେଚୁଡ଼ି ବଂଟନ ତାଳଚେର, ୨୭/୦୬ ଆଜି ପବିତ୍ର ରଥଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ତାଳଚେର/ଅନୁଗୋଳ ଆକ୍ଟିଭ ମିଡ଼ିଆ ସଂଘ ଆନୁକୂଲ୍ୟରେ ଅଲଓଡ଼ିଶା ହ୍ୟୁମାନ୍ ରାଇଟସ୍ ଓ ମା’…
