Month: July 2025

ବିଦ୍ୟୁତ୍ ବିଭାଗର ଖାମଖିଆଲି ମନୋଭାବ, ବିଦ୍ୟୁତ୍ ତାର ସଂପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

ବିଦ୍ୟୁତ୍ ବିଭାଗର ଖାମଖିଆଲି ମନୋଭାବ, ବିଦ୍ୟୁତ୍ ତାର ସଂପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ବିଦ୍ୟୁତ୍ ବିଭାଗର ଖାମଖିଆଲି ମନୋଭାବ। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ଶୋଚନୀୟ ମୁତ୍ୟୁ। ପରିବାର ଲୋକ କ୍ଷତି ପୁରଣ ଦାବୀ କରିଛନ୍ତି । ଘରକୁ ଘର…

ଅଢେଇ ଲକ୍ଷ ଟଙ୍କାରେ ହୋଇଥାନ୍ତା ବାଘଛାଲ ବିକ୍ରି; ୨ଜଣଙ୍କୁ ମାଡିବସିଲା ଏସ୍‌ଟିଏଫ୍‌ର ଟିମ୍‌

ଭୂବନେଶ୍ବର: ମନୁଷ୍ୟ ନିଜର ସ୍ବାର୍ଥ ପାଇଁ ଅବାଧ ବାଘ ଶିକାର କରିବାକୁ ପଛାଉ ନାହିଁ । ଭୁବନେଶ୍ବରରେ ବାଘଛାଲ ବିକ୍ରି ପାଇଁ ମୂଲଚାଲ କରୁଥିବା ବେଳେ ଏସ୍‌ଟିଏଫ୍‌ର ଟିମ୍‌ ଅତର୍କିତ ଚଢ଼ାଉ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ସୂଚନାମୁତାବକ,…

ଆଇଏଏସ ଧୀମାନ ଚକ୍‌ମାଙ୍କୁ ମିଳିଲା ଜାମିନ

କଟକ: ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକ୍‌ମାଙ୍କୁ ମିଳିଲା ଜାମିନ। ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ। ୫ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ମିଳିଲା ଜାମିନ। ଲାଞ୍ଚ ନେଲା ବେଳେ ଗିରଫ କରିଥିଲା ଭିଜିଲାନ୍ସ। ସୂଚନା ଅନୁସାରେ ଭିଜିଲାନ୍ସ ଗିରଫ…

ଆରମ୍ଭ ହେଲ ନୂଆ ଯୁଦ୍ଧ, କମ୍ବୋଡିଆ ଉପରେ ଏୟାର ଷ୍ଟାଇକ୍ କଲା ଥାଇଲାଣ୍ଡ

ଥାଇଲ୍ୟାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଥାଇଲ୍ୟାଣ୍ଡ ଗୁରୁବାର କାମ୍ବୋଡିଆର ସାମରିକ ଲକ୍ଷ୍ୟସ୍ଥଳ ଉପରେ ଏୟାର ଷ୍ଟ୍ରାଇକ୍ କରିଥିବା ଘୋଷଣା କରିଛି। ଏହି ଆକ୍ରମଣ ପୂର୍ବରୁ ଥାଇ ଅଧିକାରୀମାନେ ଦାବି କରିଥିଲେ ଯେ, କାମ୍ବୋଡିଆର ଆର୍ଟିଲେରୀ ଶେଲିଂ ଯୋଗୁଁ…

ଭାରତ ଓ ଚୀନ୍ ସମ୍ପର୍କରେ ସୁଧାର, ପାଞ୍ଚ ବର୍ଷ ପରେ ପୁଣି ଭାରତ ଭ୍ରମଣରେ ଆସିବେ ଚୀନ ନାଗରିକ

ଭାରତ ଓ ଚୀନ୍ ସମ୍ପର୍କରେ ସୁଧାର । ଦୀର୍ଘ ପାଞ୍ଚ ବର୍ଷ ପରେ ପୁଣି ଭାରତ ଭ୍ରମଣରେ ଆସିବେ ଚୀନ ନାଗରିକ । ଆଜି ଠାରୁ ଭାରତ ଆସିବାକୁ ଚୀନ ନାଗରିକଙ୍କୁ ମିଳିବ ପର୍ଯ୍ୟଟନ ଭିସା । ୨୦୨୦ରେ ଗଲୱାନ୍ ଉପତ୍ୟକାରେ…

IAS ସ୍ତରରେ ପୁଣି ଅଦଳବଦଳ କଲେ ରାଜ୍ୟ ସରକାର, ୧୩ IASଙ୍କୁ ନୂଆ ଦାୟିତ୍ୱ

ରାଜ୍ୟ ସରକାର ଆଜି ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହି ବିଜ୍ଞପ୍ତି ଅନୁସାରେ ୧୩ ଜଣ ଆଇଏଏସ୍‌ ଅଧିକାରୀଙ୍କର ବଦଳି ହୋଇଛି। ୨୦୦୫ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ…

ଆତ୍ମସମର୍ପଣ କଲେ ୨୫ ଜଣ ମାଓବାଦୀ

ଛତିଶଗଡ଼ରେ ଓଡ଼ିଶାର ୨୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣକାରୀ ମାଓବାଦୀଙ୍କ ଓଡ଼ିଶା ରାଜ୍ୟ କମିଟି ସଦସ୍ୟ ରାମାନ୍ନା କର୍ପା ଥିବା ଜଣାପଡ଼ିଛି । ରାମାନ୍ନା ନାଁରେ ପୂର୍ବରୁ ପୋଲିସ ୨୫ ଲକ୍ଷର ପୁରସ୍କାର ରାଶି ଘୋଷଣା କରିଥିଲା ।…

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନକୁ ତାଙ୍କର ସରକାରୀ ଗସ୍ତ କାଳରେ ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ସମ୍ମାନନୀୟ ସାର୍ କୀର୍‍ ଷ୍ଟାରମରଙ୍କୁ ଭେଟିଛନ୍ତି। ବକିଂହାମଶାୟରର ଚେକର୍ସସ୍ଥିତ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଷ୍ଟାରମର ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ।…

ଲାଞ୍ଚ ନେବା ମାମଲା : ଇଡି ଅଧିକାରୀଙ୍କୁ ଜାମିନ୍

ଭୂବନେଶ୍ୱର, ୨୫/୦୭ : ଲାଞ୍ଚ କାରବାର ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇଥିବା ଇଡି ଅଧିକାରୀ ଚିନ୍ତନ ରଘୁବଂଶୀଙ୍କୁ ହାଇକୋର୍ଟ ଆଜି ଜାମିନ୍ ପ୍ରଦାନ କରିଛନ୍ତି। ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଗୌରୀଶଙ୍କର ଶତପଥୀ ବୁଧବାର ଏହି ମାମଲା ର ଶୁଣାଣି ଶେଷ…

ଶ୍ରୀ ଶ୍ୟାମ ରୋଷେଇ ନିଶୁଳ୍କ ଭୋଜନ ସେବା ଅନୁଷ୍ଠିତ

ଶ୍ରୀ ଶ୍ୟାମ ରୋଷେଇ ନିଶୁଳ୍କ ଭୋଜନ ସେବା ଅନୁଷ୍ଠିତ ଅଦ୍ୟ ତା ୨୪/୦୭/୨୦୨୫ ଗୁରୁବାର ଦିନ ବରଗଡ଼ ରେଲୱେ ଷ୍ଟେସନ ଠାରେ ଶ୍ରୀ ଶ୍ୟାମ ନିଶାନା ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ପ୍ରଦୀପ ଅଗ୍ରୱାଲ ,ଶ୍ରୀଯୁକ୍ତ ମୟଙ୍କ ଅଗ୍ରୱାଲ,ଭୁବନ ଅଗ୍ରୱାଲ ଓ…