Month: July 2025

FIDE ମହିଳା ଚେସ୍‌ ବିଶ୍ବକପ ୨୦୨୫ ଟାଇଟଲ ଜିତିଲେ ଦିବ୍ୟା ଦେଶମୁଖ

ଭାରତର ଦିବ୍ୟା ଦେଶମୁଖ ଫିଡେ ମହିଳା ବିଶ୍ୱକପ୍‍ ଚେସ୍‍ ଚାମ୍ପିୟାନ୍‍ସିପ୍‍ ଟାଇଟେଲ୍‍ ହାସଲ କରିଛନ୍ତି । ଜର୍ଜିଆର ବାଟୁମି ଠାରେ ଅନୁଷ୍ଠିତ ତିନି ପର୍ଯ୍ୟାୟ ବିଶିଷ୍ଟ ଫାଇନାଲ୍‍ ମ୍ୟାଚ୍‍ରେ ଟାଇବ୍ରେକର ମାଧ୍ୟମରେ ଦିବ୍ୟା ଦେଶମୁଖ ଭାରତର କୋନେରୁ ହମ୍ପିଙ୍କୁ ପରାସ୍ତ କରିଛନ୍ତି…

ଓ.ପି. ଜିନ୍ଦଲ ସ୍କୁଲରେ ପଦାଭିଷିକ୍ତ ସମାରୋହ ଅନୁଷ୍ଠିତ

ଓ.ପି. ଜିନ୍ଦଲ ସ୍କୁଲରେ ପଦାଭିଷିକ୍ତ ସମାରୋହ ଅନୁଷ୍ଠିତ ଅନୁଗୁଳ, ୨୮ ଜୁଲାଇ: ଓ.ପି. ଜିନ୍ଦଲ ସ୍କୁଲ, ଅନୁଗୁଳ ପକ୍ଷରୁ ଜିନ୍ଦଲ ନଗର ସ୍ଥିତ ଇଡେନ ଗାର୍ଡେନ ଠାରେ ବେଶ ଉତ୍ସାହର ସହିତ ପଦାଭିଷିକ୍ତ ବା ପଦବୀ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି…

ପୂର୍ବତନ ନଗର ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ମୃତ୍ୟୁରେ ଶୋକସଭା

ପୂର୍ବତନ ନଗର ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ମୃତ୍ୟୁରେ ଶୋକସଭା (ଭବାନୀପାଟଣା)ଆଜି ଭବାନୀପାଟଣା ଠାରେ ଭାରତୀୟ ଜନତା ପାର୍ଟି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରେ ଭବାନୀପାଟଣା ନଗର ମଣ୍ଡଳ ମହିଳା ମୋର୍ଚ୍ଚାର ପୂର୍ବତନ ସଭାନେତ୍ରୀ ଗୀତା ସାହୁଙ୍କ ଗତକାଲି ଅକାଳ ବିୟୋଗରେ…

କେନ୍ଦୁଝର ପୋଲିସକୁ ବଡ଼ସଫଳତା କେନ୍ଦୁଝର ପୋଲିସ୍ କବ୍ଯାରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ

କେନ୍ଦୁଝର ପୋଲିସକୁ ବଡ଼ସଫଳତା କେନ୍ଦୁଝର ପୋଲିସ୍ କବ୍ଯାରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ କେନ୍ଦୁଝର ପୋଲିସ୍ କୁ ବଡ ସଫଳତା। ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ଏକୋଇସ ଜଣକୁ ଗିରଫ କରିଛି କେନ୍ଦୁଝର ପୋଲିସ। ସୂଚନା ଅନୁଯାୟୀ ଗତ ଷୋହଳ ତାରିଖ ଦିନ କେନ୍ଦୁଝର…

ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ସହାୟତା ରେ ବିଶ୍ଵ ମଙ୍ଗଳ କାମନା କଲେ ଦିବ୍ୟାଙ୍ଗ କାଉଡ଼ିଆ

ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ସହାୟତା ରେ ବିଶ୍ଵ ମଙ୍ଗଳ କାମନା କଲେ ଦିବ୍ୟାଙ୍ଗ କାଉଡ଼ିଆ ଏବେ ଶ୍ରାବଣ ର ମାସ ଚାଲିଛି। ଛୋଟ ପିଲା ଠୁ ଆରମ୍ଭ କରି ବୟସ୍କ ମାନଙ୍କ ହାତ ରେ ଶ୍ରାବଣ ର କାଉଡ଼ି ଭାର। ଗୋଟିଏ…

ଢେଙ୍କାନାଳରେ ନୂତନ ଜିଲାପାଳଙ୍କ ଦାୟୀତ୍ବ ଗ୍ରହଣ

ଢେଙ୍କାନାଳରେ ନୂତନ ଜିଲାପାଳଙ୍କ ଦାୟୀତ୍ବ ଗ୍ରହଣ ଢେଙ୍କାନାଳ୨୮/୦୭- ଆଜି ପୂର୍ବାହ୍ନରେ ଢେଙ୍କାନାଳର ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ଆଶିଷ ଇଶ୍ଵର ପାଟିଲ ନୂତନ ଜିଲ୍ଲାପାଳ ଭାବେ ଦାୟୀତ୍ବ ଗ୍ରହଣ କରିଛନ୍ତି । ଏଥି ପୂର୍ବରୁ ସେ ମାଲକାନଗିରିର ଜିଲ୍ଲାପାଳ ଭାବେ କାର୍ଯ୍ୟ…

*ଜିଲ୍ଲାସ୍ତରୀୟ ଏଚ୍ଆଇଭି ଏଡ଼ସ୍ କୁଇଜ୍ ପ୍ରତିଯୋଗିତା*

*ଜିଲ୍ଲାସ୍ତରୀୟ ଏଚ୍ଆଇଭି ଏଡ଼ସ୍ କୁଇଜ୍ ପ୍ରତିଯୋଗିତା* ବରଗଡ଼:(ପବିତ୍ର ମେହେର)::ଓଡ଼ିଶା ରାଜ୍ୟ ଏଡ଼ସ୍ ନିୟନ୍ତ୍ରଣ ସୋସାଇଟି ଆନୁକୁଲ୍ୟରେ ବରଗଡ଼ ଜିଲ୍ଲାରେ ଜୁନିଅର୍ ରେଡ଼କ୍ରସ୍ ଶାଖା ପକ୍ଷରୁ ଏଚ୍ଆଇଭି ଏଡ଼ସ୍ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତା ସ୍ଥାନୀୟ ପିଏମଶ୍ରୀ ସରକାରୀ ବାଳିକା…

ଓଭର ବ୍ରିଜ ଉପରେ ମହିନ୍ଦ୍ରା ଏକ୍ସୟୁଭି ଗାଡ଼ି କୁ ଧକ୍କା ଦେଲା ମାଲ ବାହି ଟ୍ରକ୍ – ଯାତ୍ରୀ ସୁରକ୍ଷିତ

କଟକ : କଟକ ପ୍ରେସ ଛକ ମାଛ ମାର୍କେଟ ସାମ୍ନା ଜାତୀୟ ରାଜପଥ ୧୬ର ଓଭର ବ୍ରିଜ ଉପରେ ମହିନ୍ଦ୍ରା ଏକ୍ସୟୁଭି ଗାଡ଼ି କୁ ଧକ୍କା ଦେଲା ମାଲ ବାହି ଟ୍ରକ୍ । ଟ୍ରକ୍ ଧକ୍କାରେ ଏକ୍ସୟୁଭି ଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ…

ସଂସଦ ରତ୍ନ ପୁରସ୍କାରରେ ସମ୍ମାନିତ ହେଲେ ୧୭ ସାଂସଦ : ଓଡିଶାରୁ ପାଇଲେ ଭର୍ତ୍ତୃହରି

ଭୂବନେଶ୍ୱର, ୨୭/୦୭ : ଦିଲ୍ଲୀରେ ୧୭ ଜଣ ସାଂସଦଙ୍କୁ ସେମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସଂସଦ ରତ୍ନ ପୁରସ୍କାର ୨୦୨୫ ପ୍ରଦାନ କରାଯାଇଛି । ଏହା ବ୍ୟତୀତ ୪ ଜଣ ସାଂସଦଙ୍କୁ ସ୍ୱତନ୍ତ୍ର ଜୁରି ପୁରସ୍କାର ପ୍ରଦାନ କରାଯାଇଛି । ସଂସଦ…

ଗିରଫ ହେଲେ ବିଜେଡି କର୍ପୋରେଟର ଅମରେଶ ଜେନା

ଭୂବନେଶ୍ୱର, ୨୭/୦୭ : ବିଜେଡି କର୍ପୋରେଟର ଅମରେଶ ଜେନାଙ୍କୁ ବାଲେଶ୍ୱରରୁ ଗିରଫ କଲା କମିଶନରେଟ୍ ପୋଲିସ । ବିଜେଡି କର୍ପୋରେଟର ଅମରେଶ ଜେନା ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରୁ ଗିରଫ ହେବା ଘଟଣା ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି । ଜଣେ…