ଆସନ୍ତା ୨୮ରେ ପଶ୍ଚିମଓଡିଶାର ଗଣପର୍ବ ନୂଆଁଖାଇ : ଧାର୍ଯ୍ୟ ହେଲା ଲଗ୍ନ
ଭୂବନେଶ୍ୱର, ୨୭/୦୭ : ଆସନ୍ତା ଅଗଷ୍ଟ ୨୮ ତାରିଖରେ ପଶ୍ଚିମଓଡିଶାର ଗଣପର୍ବ ନୂଆଁଖାଇ । ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ଗୁରୁବାର ଦିନ ବିଶୁଦ୍ଧ ତୁଳା ଲଗ୍ନ ମାହେନ୍ଦ୍ର ବେଳାରେ ସକାଳ ୯.୪୭ ମିନିଟରୁ ସକାଳ ୧୧.୧୧ ମଧ୍ୟେ ଇଷ୍ଟଦେବୀ ମାଁ ପାଟଣେଶ୍ବରୀ…
