Month: July 2025

ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ

ଭୂବନେଶ୍ୱର: ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ। ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ବିଜେଡି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା କରୁଥିବାରୁ ସ୍ବାସ୍ଥ୍ୟ ପରୀକ୍ଷା…

ଶ୍ରମିକ ସଂଗଠନମାନଙ୍କ ଦ୍ୱାରା ଦିଆଯାଇଥୁବା ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସର ପୂର୍ଣ୍ଣ ସମର୍ଥନ: ଭକ୍ତ ଦାସ

ଭୂବନେଶ୍ୱର: ଆସନ୍ତା ୯ ତାରିଖ ଭାରତ ବର୍ଷର ପ୍ରମୁଖ ଶ୍ରମିକ ସଂଗଠନ ମାନଙ୍କର ୧୭ ଦଫା ଦାବିକୁ ନେଇ ଦିଆଯାଇଥିବା ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ପୂର୍ଣ୍ଣ ସମର୍ଥନ ଜଣାଉଛି। ଏହି ଦାବି ଯଥାର୍ଥରେ ଦେଶର ଗରିବ ଖଟିଖିଆ ଶ୍ରମିକଙ୍କ ଠାରୁ…

ଜୁଲାଇ ୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୂବନେଶ୍ୱର: ଜୁଲାଇ ୭ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଜୁନ ୩୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅଭିଯୋଗ ଦାଖଲ ପାଇଁ ଯେଉଁମାନେ ପୂର୍ବରୁ ପଞ୍ଜୀକରଣ କରିଥିଲେ, ଏହି ଶୁଣାଣି କେବଳ ସେମାନଙ୍କ…

ପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ରଥ ଯାତ୍ରା ରେ ଝୁମିଲେ ଭକ୍ତ

ପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ରଥ ଯାତ୍ରା ରେ ଝୁମିଲେଭକ୍ତ କଳାହାଣ୍ଡି ଜୁନାଗଡ ବ୍ଲକ ଅନ୍ତର୍ଗତ ପିଲିକିଆଓଚିଚୈ ଗୁଡାଗ୍ରାମରେ ପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ରଥଯାତ୍ରା ସମାପନ ହୋଇଯାଇଛି,ଏହି ରଥଯାତ୍ରା ପିଲିକିଆରେ ପ୍ରଭୁଙ୍କ ଛେରାପହଁରା ଶ୍ରୀ କୃପାସିନ୍ଧୁ ପଣ୍ଡା କରିଥିବାବେଲେ, ଚିଚୈଗୁଡାରେ ପ୍ରଭୁ ଜଗନ୍ନାଥଙ୍କ…

୧୦୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ବହୁଚର୍ଚ୍ଚିତ ଚଳଚ୍ଚିତ୍ର ‘ଶ୍ରୀଜଗନ୍ନାଥଙ୍କ ନବକଳେବର’, ପ୍ରିମିୟର ଶୋ’ ହାଉସଫୁଲ

ଭୁବନେଶ୍ବଵର – ହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରିଛି ବହୁଚର୍ଚ୍ଚିତ ଚଳଚ୍ଚିତ୍ର “ଶ୍ରୀଜଗନ୍ନାଥଙ୍କ ନବକଳେବର। ସାଇ ଶ୍ରଦ୍ଧା ଟେଲି ପ୍ରଡ଼କ୍ସନ ବ୍ୟାନରରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରକୁ ସମୁଦାୟ 100ଟି ପ୍ରେକ୍ଷାଳୟ ମିଳିଛି, ଯାହା ଏକ ସର୍ବକାଳୀନ…

ବାହୁଡାରେ ତୁଳସୀ ଓ ପଦ୍ମଫୁଲ ଦେଇ ସେବା କରୁଛନ୍ତି ବୁନୁ ଓ ସୁଶାନ୍ତ

ବାହୁଡାରେ ତୁଳସୀ ଓ ପଦ୍ମଫୁଲ ଦେଇ ସେବା କରୁଛନ୍ତି ବୁନୁ ଓ ସୁଶାନ୍ତ ପବିତ୍ର ରଥଯାତ୍ରାରେ ଢେଙ୍କାନାଳ ରଥକୁ ୨୨ ବର୍ଷ ଧରି ସେବା ଓ ସମର୍ପଣ ଭାବ ନେଇ ବୁନୁ ବେହେରା ଓ ସୁଶାନ୍ତ ଦଳେଇ ରଥରେ ଶ୍ରୀ ଜଗନ୍ନାଥଙ୍କୁ…

ଶ୍ରୀ ଗୁଣ୍ଡିଚା ଭଜନ ସମାରୋହର ଅନ୍ତିମ ଦିବସସ୍ଥାନୀୟ ବାଜିଚୌକ ଠାରେ ଅନୁଷ୍ଠିତ

ଶ୍ରୀ ଗୁଣ୍ଡିଚା ଭଜନ ସମାରୋହର ଅନ୍ତିମ ଦିବସସ୍ଥାନୀୟ ବାଜିଚୌକ ଠାରେ ଅନୁଷ୍ଠିତ ଶ୍ରୀଗୁଣ୍ଡିଚା ଭଜନ ସମରୋହର ୯ଦିନ ଧରି ଭଜନ ସଂଧ୍ୟା ଚାଲିଆସୁଥିବାବେଳେ ଆଜି ଅନ୍ତିମ ଦିବସ ସକାଳ ୧୦ ଘଟିରେ ଉଦ୍‌ଘାଟିତ ହୋଇଯାଇଅଛି । ଅନ୍ତିମ ଦିବସରେ ମୁଖ୍ୟ ଅତିଥି…

ଜିନ୍ଦଲ ନଗରରେ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବାହୁଡ଼ା ଯାତ୍ରା

ଜିନ୍ଦଲ ନଗରରେ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବାହୁଡ଼ା ଯାତ୍ରା ଅନୁଗୁଳ, ୦୫ ଜୁଲାଇ : ଦେବଭୂମି ଜିନ୍ଦଲ ନଗରରେ ବାହୁଡ଼ା ଯାତ୍ରା ବେଶ ଆଧ୍ୟାତ୍ମିକ ଓ ଭକ୍ତି ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଛି । ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ…

ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ

ବିହାର ପାଟନାର ଗାନ୍ଧୀ ମୈଦାନ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ବ୍ୟବସାୟୀ / ବିଜେପି ନେତା ଗୋପାଳ ଖେମକାଙ୍କୁ ଗୁଳି ମାଡ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଗୋପାଳ ରାମଗୁଲାମ ଛକ ନିକଟରେ କାର୍ ପାର୍କିଂ କରି ଗାଡିରୁ ଓହ୍ଲାଉଥିଲେ।…

ବିଶ୍ବ ପ୍ରସିଦ୍ଧ ବାହୁଡ଼ା ଯାତ୍ରା; ଗଡ଼ିଲା ୩ ରଥ

ଆଗେ ଆଗେ ପ୍ରଭୁ ବଳଭଦ୍ର, ମଝିରେ ଭଉଣୀ ସୁଭଦ୍ରା । ପଛରେ ଗହଳି ଲଗାଇ ଆସୁଛନ୍ତି କାଳିଆ ସାଆନ୍ତ । ଧାର୍ଯ୍ୟ ସମୟ ଠାରୁ ପ୍ରାୟ ୧ ଘଣ୍ଟା ଆଗରୁ ରଥ ଟଣା ହୋଇଛି । ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ…