Month: July 2025

ଆମେରିକାରେ ବନ୍ୟା ପ୍ରଳୟ,୨୪ ମୃତ

ଆମେରିକାର ଦକ୍ଷିଣ ମଧ୍ୟ କ୍ଷେତ୍ରରେ ସ୍ଥିତ ଟେକ୍ସାସ ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ସୃଷ୍ଟି ହୋଇଥିବା ବନ୍ୟା ପାଇଁ ହାହାକାର ସ୍ଥିତି ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ଏଥିରେ ପ୍ରାୟ ୨୪ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଲୋକେ ନିଖୋଜ…

ଅମରନାଥ ଯାତ୍ରାରେ ବସ୍ ଦୁର୍ଘଟଣା, ୩୬ଯାତ୍ରୀ ଆହତ

ଶ୍ରୀନଗର: ଅମରନାଥ ଯାତ୍ରା ଜୁଲାଇ ୩ତାରିଖରୁ ଆରମ୍ଭ ହୋଇଛି। ହଜାର ହଜାର ଭକ୍ତ ବାବା ବର୍ଫାନୀଙ୍କ ଦର୍ଶନ ପାଇଁ ଯାଉଛନ୍ତି। କନ୍ତୁ ଶନିବାର ଯାତ୍ରା ସମୟରେ ରାମବନ ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଚନ୍ଦ୍ରକୋଟ ଲଙ୍ଗର ସ୍ଥଳ ନିକଟରେ, ପହଲଗାମ…

ଗାଈ ଗୁହାଳ ସାଜିଛି ଜାତୀୟ ରାଜପଥ

ଗାଈ ଗୁହାଳ ସାଜିଛି ଜାତୀୟ ରାଜପଥ ଅନୁଗୋଳ: ଅନୁଗୋଳ ଜିଲ୍ଲାର ବଅଁରପାଳ ଠାରୁ ବଡକେରା ପର୍ଯ୍ୟନ୍ତ ଏବଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଗାଈଗୋରୁ ମାନଙ୍କ ଗୁହାଳ ସାଜିଛି ଜାତୀୟ ରାଜପଥ। ଏଠାରେ କାଞ୍ଜିଆ ହୁଦାର ବ୍ୟବସ୍ଥା ନ…

ବାହୁଡିଲେ ଶ୍ରୀ ଦଧିବାମନ

ବାହୁଡିଲେ ଶ୍ରୀ ଦଧିବାମନ ଭଟଲି,୫ା୭(ଅଭିମନ୍ୟୁ ପଧାନ):ପଶ୍ଚିମ ଓଡିଶା ଶ୍ରୀକ୍ଷେତ୍ର ଭାବେ ଅଭିହିତ ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ଧାମ ଠାରେ ପ୍ରସିଦ୍ଧ ବାହୁଡ଼ାଯାତ୍ରା ଲକ୍ଷାଧିକ ଭକ୍ତଙ୍କ ଗହଣରେ ଶନିବାର ସମ୍ପନ୍ନ ହୋଇଯାଇଛି । ଜଗତର ନାଥ ମହାପ୍ରଭୁ ଦଧିବାମନ…

ହରଗୌରୀ କିନ୍ନର ସଂଘ ଦ୍ୱାରାଗଣ୍ଡିଚା ମନ୍ଦିର, ବଡ଼ଦାଣ୍ଡ ଓ ବଡ଼ଦେଉଳରେ କଲେ ସେବାକାର୍ଯ୍ୟ

ହରଗୌରୀ କିନ୍ନର ସଂଘ ଦ୍ୱାରାଗଣ୍ଡିଚା ମନ୍ଦିର, ବଡ଼ଦାଣ୍ଡ ଓ ବଡ଼ଦେଉଳରେ କଲେ ସେବାକାର୍ଯ୍ୟ ତାଳଚେର, ୦୫/୦୭ ଆଜି ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ ହରଗୌରୀ କିନ୍ନରସଂଘ ଦ୍ୱାରା ତାଳଚେର ଟାଉନ ବଡ଼ବଜାର ଗୁଣ୍ଡିଚାମନ୍ଦିର ଠାରୁ ଆରମ୍ଭକରି ବଡ଼ଦାଣ୍ଡସାହି ଓ ବଡ଼ଦେଉଳ ପର୍ଯ୍ୟନ୍ତ…

ଘର ବାହୁଡ଼ା ହେଲେ ଚତୁର୍ଦ୍ଧା ମୂରତୀ

ଘର ବାହୁଡ଼ା ହେଲେ ଚତୁର୍ଦ୍ଧା ମୂରତୀ ତାଳଚେରତାଳଚେର, ୦୫/୦୭ ନବଦିନାତ୍ମକ ଯାତ୍ରାସାରି ଜନ୍ମବେଦୀ ଆଡ଼ପମଣ୍ଡପରୁ ବାହୁଡ଼ିଛନ୍ତି ଦାରୁ ବିଗ୍ରହ । ଏନେଇ ରଥ ଓ ପଥ ପ୍ରସ୍ତୁତ । ବାହୁଡ଼ା ଯାତ୍ରା ଜନ୍ମଦେବୀରେ ଲୀଳାଖେଳା ସାରି ବାହୁଡ଼ିଲେ ମହାବାହୁ । ସେବାୟତମାନେ…

ଭୋଟର ତାଲିକାରୁ ବାଦ ପଡିପାରନ୍ତି ୨କୋଟି ଭୋଟର

ବିହାରରେ ଭୋଟର ତାଲିକାକୁ ନେଇ ରାଜନୀତି ସରଗରମ ରହିଛି । ଗୋଟିଏ ପଟେ ବିରୋଧୀ ଦଳ ଏହି ପ୍ରଥାକୁ ଲଗାତାର ବିରୋଧ କରୁଛନ୍ତି । କାରଣ ଏହି ପ୍ରକ୍ରିୟା ମାଧ୍ୟମରେ ଅବହେଳିତ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟରମାନଙ୍କୁ ତାଲିକାରୁ ବାଦ ଦିଆଯାଉଛି…

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦିଲେଶ୍ୱର ମାଝୀ ଗିରଫ

ଭୂବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ବଲାଙ୍ଗୀରର କଣ୍ଟାବାଞ୍ଜି ଆର୍ ଆଣ୍ଡ ବି ଡିଭିଜନ ଅଧୀନରେ ଥିବା ଟିଟଲାଗଡ଼ ଆର୍ ଆଣ୍ଡ ବି ସବ-ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (AEE) ଦିଲେଶ୍ୱର ମାଝୀ। ଗତକାଲି ଦିଲେଶ୍ୱରଙ୍କ ନିକଟରେ ଆୟବହିର୍ଭୁତ…

ତେଲେଙ୍ଗାନା ରାସାୟନିକ କାରଖାନାରେ ବିସ୍ଫୋରଣ; ୮ ଓଡିଆଙ୍କ ପରିବାରକୁ ସହାୟତା ରାଶି ଘୋଷଣା

ଭୂବନେଶ୍ବର: ସୋମବାର ତେଲଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରେ ଥିବା ଏକ ରାସାୟନିକ କାରଖାନାରେ ଘଟିଥିବା ଭୟଙ୍କର ବିସ୍ଫୋରଣ ଘଟିଥିଲା । ଏଥିରେ ପ୍ରାୟ ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ୮ ଜଣ ଓଡିଆ ମଧ୍ୟ ଥିଲେ । ଏନେଇ…

ଅପରେସନ ସିନ୍ଦୂରରେ ସୀମାରେ ୩ ଦେଶ ସହ ଲଢୁଥିଲା ଭାରତ’, ବଡ ଖୁଲାସା କଲା ଭାରତୀୟ ସେନା

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ବେଳେ ଭାରତ ସୀମାରେ ୩ ଶତ୍ରୁ ଦେଶ ସହ ଲଢୁଥିଲା । ଭାରତୀୟ ସେନାର ଉପ-ମୁଖ୍ୟ ସେନା କର୍ମଚାରୀ (କ୍ଷମତା ବିକାଶ ଏବଂ ନିରନ୍ତରତା) ଲେଫ୍ଟନାଣ୍ଟ ଜେନେରାଲ ରାହୁଲ ଆର ସିଂହ ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଏଫଆଇସିସିଆଇ…