ହେରାପଂଚମୀରେ ରାଗଋଷା ଓ ଅଭିମାନ କରି ରଥ ଭାଙ୍ଗିଲେ ମହାଲକ୍ଷ୍ମୀ
ହେରାପଂଚମୀରେ ରାଗଋଷା ଓ ଅଭିମାନ କରି ରଥ ଭାଙ୍ଗିଲେ ମହାଲକ୍ଷ୍ମୀ ତାଳଚେର,୦୨/୦୭ ଜଗତରନାଥ ଜଗନ୍ନାଥ ମହାବାହୁଙ୍କ ପ୍ରଥା ତାଳଚେର ଗଡ଼ରେ କେଉଁ ଆବାହମାନ କାଳରୁ ପ୍ରଚଳିତ ହୋଇ ଆସୁଛି । ଏହି ପରିପ୍ରେକ୍ଷୀରେ ଆଶାଢ଼ମାସ ଶୁକ୍ଳପକ୍ଷ ଷଷ୍ଠୀତିଥି ଅର୍ଥାତ୍ ହେରାପଂଚମୀ ଜଗନ୍ନାଥଙ୍କର…
