Month: July 2025

ଭାଙ୍ଗିଲା କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପର କପର୍ ଡ୍ୟାମ୍, ଲୋକଙ୍କୁ ସତର୍କ କରାଇଲା ପ୍ରଶାସନ

ଭାଙ୍ଗିଲା କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପର କପର୍ ଡ୍ୟାମ୍, ଲୋକଙ୍କୁ ସତର୍କ କରାଇଲା ପ୍ରଶାସନ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ବାସୁଦେବପୁର ଠାରେ ବୈତରଣୀ ନଦୀ ଉପରେ ନିର୍ମାଣାଧୀନ କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପର ନର୍ମାଣ କାର୍ଯ୍ୟ ଚାଲୁ ରଖିଥିବା ବେଳେ…

ଦେବଦଳନ ଓ ତାଳଧ୍ୱଜ ରଥର ଦକ୍ଷିଣ ମୋଡ,ଆଜି ମୋଡ ନେବ ନନ୍ଦିଘୋଷ

ପୂରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ ଭାଇ ବଳଭଦ୍ର ଏବଂ ସାନ ଭଉଣୀ ମାଆ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାୠଢ ହୋଇ ଶ୍ରୀମନ୍ଦିର ଛାଡି ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି । ରଥଯାତ୍ରାର ପଞ୍ଚମ ଦିନ ହେରାପଞ୍ଚମୀରେ ଅଭିମାନିନୀ ମାଆ ଲକ୍ଷ୍ମୀ…

୨୧ରୁ ସଂସଦର ମୌସୁମି ଅଧିବେଶନ

ଚଳିତମାସ ୨୧ରୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବୁଧବାର ସୂଚନା ଦେଇଛନ୍ତି। ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି। ତେବେ ସ୍ବାଧୀନତା…

୫ ଜଣ ସ୍କ୍ରାପ ବେପାରୀ ଙ୍କୁ କାବୁ କଲା ବଅଁରପାଳ ପୋଲିସ ୨ ଟ୍ରକ, ପିକଅପ ଭ୍ୟାନ, ୧ ଟାଟା ଏସି ମାଲବାହୀ ଟେମ୍ପୁ ସହ ୩ ଲକ୍ଷ ଟଙ୍କା ର ସ୍କ୍ରାପ ଜବତ

୫ ଜଣ ସ୍କ୍ରାପ ବେପାରୀ ଙ୍କୁ କାବୁ କଲା ବଅଁରପାଳ ପୋଲିସ ୨ ଟ୍ରକ, ପିକଅପ ଭ୍ୟାନ, ୧ ଟାଟା ଏସି ମାଲବାହୀ ଟେମ୍ପୁ ସହ ୩ ଲକ୍ଷ ଟଙ୍କା ର ସ୍କ୍ରାପ ଜବତ ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳ…

ପିଏମ୍ ମୋଦୀଙ୍କୁ ଘାନାର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ଦି ଷ୍ଟାର ଅଫ୍ ଘାନା’ରେ ସମ୍ମାନିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ଦିନ ଦୁଇ ଦିନିଆ ଗସ୍ତରେ ଘାନାରେ ପହଞ୍ଚିଛନ୍ତି । ସେଠାରେ ଘାନାର ରାଷ୍ଟ୍ରପତି ଜନ୍ ଡ୍ରାମାନି ମହାମା ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଥମ ଘାନା ଗସ୍ତ। ତିନି ଦଶନ୍ଧି…

ଲାଲକୃଷ୍ଣ ଆଡଭାନିଙ୍କୁ ହତ୍ୟା ଷଡଯନ୍ତ୍ର.୩୦ ବର୍ଷ ପରେ ଧରାପଡିଲା ଆତଙ୍କୀ ଅବୁବକର ସିଦ୍ଦିକି

ନୂଆଦିଲ୍ଲୀ: ୨୦୧୧ ମସିହାରେ ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିଥିଲା ବୋମା ଧମକ । ତାମିଲନାଡୁର ମଦୁରାଇରେ ରଥଯାତ୍ରା ସମୟରେ ଆଡଭାନୀଙ୍କୁ ଟାର୍ଗେଟ କରି ପାଇପ୍ ବୋମା ଖଞ୍ଜିବାକୁ ଚେଷ୍ଟା କରାଯାଇଥିଲା।…

ସୁରକ୍ଷାବାହିନୀକୁ ବଡ଼ ସଫଳତା; ସରଣ୍ଡା ଜଙ୍ଗଲରୁ ଉଦ୍ଧାର ହେଲା ୧୮ହଜାର ଡେଟୋନେଟର୍‌

ରାଉରକେଲା: ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ସକ୍ରିୟ ମାଓବାଦୀ ସଙ୍ଗଠନର ଏକ ବଡ଼ ଷଡ଼ଯନ୍ତ୍ର ପଣ୍ଡ ହୋଇଛି । ସୁରକ୍ଷାବାହିନୀ ଦ୍ବାରା ସରଣ୍ଡା ଜଙ୍ଗଲରୁ ଜବତ ହେଲା ୧୮ ହଜାର ଡେଟୋନେଟର୍ । ଝାଡ଼ଖଣ୍ଡ ଜାଗୁଆର୍‌…

ଆମେରିକାରେ ହିନ୍ଦୁ ମନ୍ଦିରରେ ପୁଣି ଆକ୍ରମଣ; କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ଭାରତ

ନୁଆଦିଲ୍ଲୀ:ପୁଣିଥରେ ଆମେରିକାରେ ଇସ୍କନ ମନ୍ଦିରକୁ ଟାର୍ଗେଟ କରାଯାଇଛି। ଅପରାଧୀମାନେ ଏବେ ୟୁଟାର ସ୍ପାନିସ୍ ଫୋର୍କରେ ଅବସ୍ଥିତ ଇସ୍କନ ଶ୍ରୀ ଶ୍ରୀ ରାଧା କୃଷ୍ଣ ମନ୍ଦିରକୁ ଟାର୍ଗେଟ କରି ଗୁଳି ଚଳାଇଛନ୍ତି। ଏହି ମନ୍ଦିର ଏହାର ବାର୍ଷିକ ହୋଲି ଉତ୍ସବ ପାଇଁ ବିଶ୍ୱବ୍ୟାପୀ…

ବିରୋଧୀଙ୍କୁ ଆଇନମନ୍ତ୍ରୀଙ୍କ ଟାର୍ଗେଟ: କହିଲେ, ରଥଯାତ୍ରାକୁ ନେଇ କରାଯାଉଛି ରାଜନୀତି

ଭୂବନେଶ୍ଵର: ରଥଯାତ୍ରା ପ୍ରସଙ୍ଗରେ ବିରୋଧୀଙ୍କୁ ଆଇନମନ୍ତ୍ରୀଙ୍କ ଟାର୍ଗେଟ। ରଥଯାତ୍ରା ପ୍ରସତଙ୍ଗରେ ବିରୋଧୀଙ୍କ ଅଭିଯୋଗ ନେଇ କଡ଼ା ଜବାବ ଦେଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ସେ କହିଛନ୍ତି, ଯେଉଁମାନେ ଅକର୍ମା ଲୋକ ବୋଲି ନିଜକୁ ପ୍ରମାଣିତ କରିସାରିଛନ୍ତି ସେମାନେ ଅଧିକ କଥା…

ଚିଟଫଣ୍ଡ ଜମାକାରୀଙ୍କୁ ଖୁବଶୀଘ୍ର ମିଳିବ ଟଙ୍କା: ମୁଖ୍ୟମନ୍ତ୍ରୀ

ଭୂବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶା ସରକାର ଚିଟଫଣ୍ଡ ଟଙ୍କା ଫେରସ୍ତ ପାଇଁ ପ୍ରକ୍ରିୟାକୁ ସୁଗମ କରିଛନ୍ତି। ଏହି ପଦକ୍ଷେପ ପରେ ଚିଟଫଣ୍ଡ ଯୋଜନା ଦ୍ୱାରା ପ୍ରଭାବିତ ହଜାର ହଜାର କ୍ଷୁଦ୍ର ନିବେଶକଙ୍କୁ ଆଶ୍ୱସ୍ତି ଦେଇଛି। ରାଜ୍ୟ…