BMC ଅଫିସ୍ ର ଅତିରିକ୍ତ ଆୟୁକ୍ତ ଙ୍କ ଉପରେ ହୋଇଥିବା ଅମାନବୀୟ ଆକ୍ରମଣ କୁ ଘୋର୍ ନିନ୍ଦା କରି ଜିଲ୍ଲାପାଳଙ୍କୁ ଦାବୀପତ୍ର
ଆଜି ରାଜ୍ଯ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ , ଢେଙ୍କାନାଳ ଜିଲ୍ଲା ଶାଖା ତରଫରୁ BMC ଅଫିସ୍ ର ଅତିରିକ୍ତ ଆୟୁକ୍ତ ଙ୍କ ଉପରେ ହୋଇଥିବା ଅମାନବୀୟ ଆକ୍ରମଣ କୁ ଘୋର୍ ନିନ୍ଦା କରିବା ସହିତ ଓଏଏସ ସଂଘ ଦ୍ଵାରା କରାଯାଇଥିବା…
