Month: July 2025

୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ..

ଭୂବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଜୁଲାଇ ୧୪ରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱର ଏବଂ କଟକରେ ଆୟୋଜିତ ହେବାକୁ ଥିବା…

ମୋଦି କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି ନୂଆ କ୍ରୀଡ଼ା ନୀତି-୨୦୨୫କୁ ମିଳିଲା ମଞ୍ଜୁରି

କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ସରକାର ନୂତନ କ୍ରୀଡା ନୀତି-୨୦୨୫କୁ ଅନୁମୋଦନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, କେନ୍ଦ୍ର କ୍ୟାବିନେଟ ନିଯୁକ୍ତି ଲିଙ୍କ୍ଡ ଇନସେଣ୍ଟିଭ ସ୍କିମ (ମୂଲ୍ୟ ୧.୦୭ ଲକ୍ଷ କୋଟି ଟଙ୍କା), ଗବେଷଣା…

14 ଦଫା ଦାବିପୂରଣ ନେଇ ଟ୍ରକ ମାଲିକ ମହାସଙ୍ଘ ପକ୍ଷରୁ ଗଣଧାରଣା

14 ଦଫା ଦାବିପୂରଣ ନେଇ ଟ୍ରକ ମାଲିକ ମହାସଙ୍ଘ ପକ୍ଷରୁ ଗଣଧାରଣା ଭୁବନେଶ୍ୱର – 14 ଦଫାଦାବି ପୂରଣ ନେଇ ଅଲ୍ ଓଡ଼ିଶା ଟ୍ରକ ମାଲିକ ମହାସଂଘ ପକ୍ଷରୁ ଗଣ ଧାରଣା ସହ ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି…

ବାହୁଡା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ରଥର ଦକ୍ଷିଣ ମୋଡ଼

ଜନ୍ମବେଦୀରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଯାତ୍ରାର ଷଷ୍ଠ ଦିନରେ ରଥର ଦକ୍ଷିଣ ମୋଡ଼ ଅନୁଷ୍ଠିତ ହେବ। ଗୁଣ୍ଡିଚା ମନ୍ଦିର ସମ୍ମୁଖ ଭାଗରେ ଥିବା ରଥମାନଙ୍କୁ ନାକଚଣା…

ତାଳଚେର ଅଞ୍ଚଳରେ ଟ୍ରକ୍ ଧକ୍କାରେ ମା ମୃତ ଝିଅ ଗୁରୁତ୍ତର

ତାଳଚେର ଅଞ୍ଚଳରେ ଟ୍ରକ୍ ଧକ୍କାରେ ମା ମୃତ ଝିଅ ଗୁରୁତ୍ତର ତାଳଚେର,୦୧/୦୭ – ଝିଅକୁ ସ୍କୁଲ ନେଇଯିବା ବେଳେ ଘଟିଛି ଅଘଟଣ । ତାଳଚେର ଦେଉଳବେଡା ସ୍ଥିତ ଡିଏଭି ସ୍କୁଲରେ ଝିଅକୁ ଛାଡ଼ିଯିବା ସମୟରେ ଗ୍ରୀନଗ୍ରାସ ଷ୍ଟାଡିୟମ ଠାରେ ପଛ ପଟୁ…

ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ

ଭୂବନେଶ୍ୱର: ରାୟଗଡା ଓ କୋରାପୁଟ ଜଳ ବିଭାଜିକା ମିଶନର ପୂର୍ବତନ ପିଡି ଦୟାନିଧି ବାଗ ଗିରଫ। ତାଙ୍କ ଘରେ ଗତକାଲି ଭିଜିଲାନ୍ସ ରେଡ୍ କରିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୟାନିଧି ବାଗ୍‌ଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିଲା। ତାଙ୍କୁ…

ଆଗାମୀ ଦିନରେ ଯେପରି କୌଣସି ଅଘଟଣ ନ ଘଟୁ ସେନେଇ ଧ୍ୟାନ ଦେବୁ: ମୁଖ୍ୟମନ୍ତ୍ରୀ

ପୂରୀ: ଆଜି ପୁରୀ ସର୍କିଟ ହାଉସ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀମନ୍ଦିର ସେବାୟତମାନଙ୍କ ସହ ଏକ ସ୍ୱତନ୍ତ୍ର ବୈଠକରେ ସେମାନଙ୍କ ସହିତ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମେ ରଥଯାତ୍ରାର ସମସ୍ତ ନୀତିକାନ୍ତି ସୂଚାରୁ ରୂପେ ନିର୍ବାହ କରିଥିବାରୁ…

୩ ବର୍ଷିଆ LLB ପାଠ୍ୟକ୍ରମ ପାଇଁ ସମୟସୀମା ଜାରି

ଭୂବନେଶ୍ୱର: ୨୦୨୫-୨୬ ଶିକ୍ଷାବର୍ଷ ପାଇଁ SAMS ଅଧୀନରେ ୩ ବର୍ଷିଆ LLB ପାଠ୍ୟକ୍ରମରେ ଅନଲାଇନ ନାମଲେଖା ନେଇ ଉଚ୍ଚଶିକ୍ଷା ବିଭାଗ ମଙ୍ଗଳବାର ଦିନ ସମୟସୀମା ଜାରି କରିଛନ୍ତି। ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ (କଟକ), ବିଶ୍ୱବିଦ୍ୟାଳୟ ଆଇନ ମହାବିଦ୍ୟାଳୟ (ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର)…

ପ୍ରଭାତୀ ଦାସଙ୍କ ପରିବାରବର୍ଗଙ୍କୁ ଭେଟି ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କଲେ ଉପମୁଖ୍ୟମନ୍ତ୍ରୀ

ବାଲିପାଟଣା: ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଘଟିଥିବା ଅଭାବନୀୟ ଘଟଣାରେ ବାଲିପାଟଣା ବ୍ଲକର ଅଠାନ୍ତର ଗ୍ରାମ ନିବାସୀ ପ୍ରଭାତୀ ଦାସଙ୍କର ପରଲୋକ ଘଟିଥିଲା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଙ୍ଗଳବାର ସ୍ବର୍ଗତଃ ପ୍ରଭାତୀ ଦାସଙ୍କର ବାସଭବନକୁ ଯାଇ ତାଙ୍କ ପରିବାର…

ସାଇ ସତସଙ୍ଗ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ପବିତ୍ର ହେରା ପଞ୍ଚମୀ ଦିନ ମାଉସୀ ମା ମନ୍ଦିର ପ୍ରାଙ୍ଗଣରେ ଖିରି ଓ କାକେରା ବଣ୍ଟନ

ସାଇ ସତସଙ୍ଗ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ପବିତ୍ର ହେରା ପଞ୍ଚମୀ ଦିନ ମାଉସୀ ମା ମନ୍ଦିର ପ୍ରାଙ୍ଗଣରେ ଖିରି ଓ କାକେରା ବଣ୍ଟନ କରାଯାଇଛି ସମସ୍ତ ଭକ୍ତ ମାନଙ୍କ ପାଇଁ. କୋଟି ଓଡ଼ିଆ ର ମଉଡମଣୀ ପ୍ରଭୁ ଜଗତର ନାଥ ଜଗନ୍ନାଥ…