Month: July 2025

ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ : ସଫେଇ କର୍ମଚାରୀଙ୍କୁ ମିଳିବ ୧୦ଲକ୍ଷର ଜୀବନବୀମା ସହିତ ମିଳିବ ମୋବାଇଲ

ସଫେଇ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଲୋକସେବା ଭବନରେ ‘ଗରିମା’ କାର୍ଯ୍ୟକ୍ରମରେ ସିଏମ୍‌ଙ୍କ ଘୋଷଣା । ୧୦ ଲକ୍ଷର ଜୀବନବୀମା ପାଇବେ ସଫେଇ କର୍ମଚାରୀ । ସବୁ ସୁରକ୍ଷା ସତ୍ତ୍ବେ କର୍ମକ୍ଷେତ୍ରରେ ମୃତ୍ୟୁ ହେଲେ ପରିବାରକୁ ୩୦ ଲକ୍ଷ…

ଏନକାଉଣ୍ଟରରେ ୩ ନକ୍ସଲ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗୁମଲାରେ ପୋଲିସ ନିଷିଦ୍ଧ ଉଗ୍ରବାଦୀ ସଂଗଠନ ଜେଜେଏମପି ମଧ୍ୟରେ ଗୁଳି ବିନିମୟ । ଘାଘରା ଥାନା ସେହଲ ଲଭଡାଗ ଗାଁରେ ଏହି ଏନକାଉଣ୍ଟର ହୋଇଛି । ତେବେ ପୋଲିସ ଏନକାଉଣ୍ଟରରେ ୩ ଉଗ୍ରବାଦୀ ନିହତ ହୋଇଛନ୍ତି । ସମସ୍ତ…

ଫୁଲୁଛି ବ୍ରାହ୍ମଣୀ: ରେଙ୍ଗାଳି ଡ୍ୟାମରୁ ନିଷ୍କାସିତ ହେଲା ବନ୍ୟାଜଳ

ଅନୁଗୁଳଜିଲ୍ଲା କଣିହାଁ ବ୍ଲକ୍‌ ରେଙ୍ଗାଳି ଡ୍ୟାମ୍‌ର ୩ଟି ଗେଟ୍‌ ଖୋଲାଯାଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରେଙ୍ଗାଳି ଡ୍ୟାମ୍‌ ଜଳଭଣ୍ଡାରରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ପୂର୍ବରୁ ଗୋଟିଏ ଗେଟ୍‌ ଖୋଲିଥିବା…

ମାଞ୍ଚେଷ୍ଟର ଟେଷ୍ଟରେ ୬୬୯ ରନ୍‌ର ବିଶାଳ ସ୍କୋର କଲା ଇଂଲଣ୍ଡ

ମାଞ୍ଚେଷ୍ଟର ଟେଷ୍ଟରେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୬୬୯ ରନ କରି ଅଲଆଉଟ ହୋଇଯାଇଛି । ଏହା ସହିତ ଇଂଲଣ୍ଡ ଭାରତଠାରୁ ବିଶାଳ ୩୧୧ ରନରେ ଅଗ୍ରଣୀ ରହିଛି । ଇଂଲଣ୍ଡ ପକ୍ଷରୁ ଦୁଇ ଓପନର ଜ୍ୟାକ୍ କ୍ରାଉଲି ଓ ବେନ…

ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ କଲେ ରାଜ୍ୟ ସରକାର !

ରାଜଧାନୀ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପର ପୁରୁଣା କଣ୍ଟ୍ରାକ୍ଟକୁ ରାଜ୍ୟ ସରକାର ବାତିଲ୍ କରିଛନ୍ତି। ସିଇଆଇଜିଆଇଏଲ୍ ଇଣ୍ଡିଆ ଲିମିଟେଡ୍ ଏବଂ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ଲିମିଟେଡ୍‌କୁ ପୂର୍ବ ସରକାର କଣ୍ଟ୍ରାକ୍ଟ ଦେଇଥିଲେ। କିନ୍ତୁ ଏହି ଦୁଇ କଂପାନି ରାଜ୍ୟ ସରକାରଙ୍କ…

ଉତ୍ତମ ପ୍ରଦର୍ଶନ ପାଇଁ ସାଂସଦ ରତ୍ନ ପୁରସ୍କାରରେ ସମ୍ମାନିତ ହେଲେ ୧୭ ସାଂସଦ

୧୭ ଜଣ ସାସଂଦଙ୍କୁ ସେମାନଙ୍କର ଉତ୍ତମ ପ୍ରଦର୍ଶନ ଯୋଗୁଁ ନୂଆଦିଲ୍ଲୀରେ ଆଜି ‘ସାଂସଦ ରତ୍ନ ପୁରସ୍କାର-୨୦୨୫’ ପ୍ରଦାନ କରାଯାଇଛି । ବି.ଜେ.ପି.ର ରବି କିଷନ ଏବଂ ଦୀନେଶ ଶର୍ମା, କଂଗ୍ରେସର ବର୍ଷା ଗାଇକ୍ୱାର୍ଡ଼, ଏନ୍‍.ସି.ପି.-ଏସ୍‍.ପି.ର ସୁପ୍ରିୟା ସୁଲେ ଏବଂ ଶିବସେନାୟୁ.ବି.ଟି.ର ଅରବିନ୍ଦ…

୨୦ଟି ଗେଟ୍ ଦେଇ ହୀରାକୁଦ ଜଳ ନିଷ୍କାସନ, ପ୍ରତି ସେକେଣ୍ଡରେ ୫ଲକ୍ଷ ୪୨ ହଜାର୪୪୮ କ୍ୟୁସେକ ଜଳ ପ୍ରବେଶ, ମୁଣ୍ଡଳୀରେ ପହଞ୍ଚିଲା

କଟକ ମୁଣ୍ଡଳୀରେ ପହଞ୍ଚିଲା ବନ୍ୟା ଜଳ। ହୀରାକୁଦର ବନ୍ୟାଜଳ ପହଞ୍ଚିଲା କଟକ ମୁଣ୍ଡଳୀରେ। ହୀରାକୁଦରୁ ଆସୁଛି ଏହି ବନ୍ୟାଜଳ। ଆଜି ସକାଳ ୭ ଟା ସୁଦ୍ଧା ମୁଣ୍ଡଳୀରୁ ୩ ଲକ୍ଷ ୮୩ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଉପରମୁଣ୍ଡରେ ଫୁଲୁଛି…

କଟକ – ମହାବାହୁ ଚାରିଟେବୁଲ ଟ୍ରଷ୍ଟ ଏବଂ ପୌର ସରକାରୀ ଉଚ୍ଚବିଦ୍ୟାଳୟ, ବିଡାନାସି, କଟକ ର ମିଳିତ ସହଯୋଗରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କଟକ – ମହାବାହୁ ଚାରିଟେବୁଲ ଟ୍ରଷ୍ଟ ଏବଂ ପୌର ସରକାରୀ ଉଚ୍ଚବିଦ୍ୟାଳୟ, ବିଡାନାସି, କଟକ ର ମିଳିତ ସହଯୋଗରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କଟକ -26-07-2025 ତାରିଖରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପ୍ରଧାନ…

ରାଜ୍ୟ ସ୍ତରୀୟ କିକ୍ ବକ୍ସିଂ ପ୍ରତିଯୋଗିତା ରେ ଢେ଼ଙ୍କାନାଳ କୁ ୩୭ ସ୍ବର୍ଣ୍ଣ ସହ ପ୍ରଥମ ରନ୍ଓର୍ସ ଅପ୍

*ରାଜ୍ୟ ସ୍ତରୀୟ କିକ୍ ବକ୍ସିଂ ପ୍ରତିଯୋଗିତା ରେ ଢେ଼ଙ୍କାନାଳ କୁ ୩୭ ସ୍ବର୍ଣ୍ଣ ସହ ପ୍ରଥମ ରନ୍ଓର୍ସ ଅପ୍ ଓଡିଶା ସରକାରଙ୍କ କ୍ରୀଡା ଯୁବସେବା ବିଭାଗ ଏବଂ ୱାକୋ ଓଡ଼ିଶା ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ କିକ୍ ବକ୍ସିଂ ପ୍ରତିଯୋଗିତା ଅନୁଗୋଳ…

ଅଟଳ ଚାରିଟେବୁଲ୍ ଟ୍ରଷ୍ଟ ଦ୍ଵାରା ଭୁକ୍ତା ବାଳିକା ଉଚ୍ଚ ବିଦ୍ୟାଳୟରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଅଟଳ ଚାରିଟେବୁଲ୍ ଟ୍ରଷ୍ଟ ଦ୍ଵାରା ଭୁକ୍ତା ବାଳିକା ଉଚ୍ଚ ବିଦ୍ୟାଳୟରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଭଟଲି(ଅଭିମନ୍ୟୁ ପଧାନ) :- ବରଗଡ ଜିଲ୍ଲା ଅନ୍ତର୍ଗତ ଅମ୍ବାଭୋନା ବ୍ଳକ୍ ର ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟ , ଭୁକ୍ତା ରେ ଅଟଳ ଚାରିଟେବୁଲ୍…