Month: August 2025

ହଟିଲା ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଜେଡ୍ ସୁରକ୍ଷା

ଦିଲ୍ଲୀ ରାଜନୀତିରେ ସବୁଠାରୁ ବଡ଼ ଆଲୋଚନାର ପ୍ରସଙ୍ଗ ହେଉଛି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସୁରକ୍ଷା ଏବଂ ତାଙ୍କ ଉପରେ ହୋଇଥିବା ଆକ୍ରମଣ। ଗତ ବୁଧବାର ଜନଶୁଣାଣି କାର୍ଯ୍ୟକ୍ରମ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହା ପରେ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ହେବନି ସାର୍ବଜନୀନ, ଦିଲ୍ଲୀ ହାଇକୋର୍ଟ

ସୋମବାର ଦିନ ଦିଲ୍ଲୀ ହାଇକୋର୍ଟ ତାଙ୍କ ରାୟ ଦେବା ସମୟରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ନାତକ ଡିଗ୍ରୀର ବିବରଣୀ ସାର୍ବଜନୀନ କରିବାକୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ବାଧ୍ୟ ନୁହେଁ । ଡିଗ୍ରୀ ପ୍ରକାଶ କରିବା ପାଇଁ କେନ୍ଦ୍ରୀୟ ସୂଚନା କମିସନରଙ୍କ…

ଆତ୍ମନିର୍ଭରତାକୁ ଦେଶ’ ବିକଶିତ ଭାରତର ଭିତ୍ତିଭୂମି ଭାବେ ପରିଣତ କରିଛି:ପ୍ରଧାନମନ୍ତ୍ରୀ

ଆତ୍ମନିର୍ଭରତାକୁ ଦେଶ ବିକଶିତ ଭାରତର ଭିତ୍ତିଭୂମି ଭାବେ ପରିଣତ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତବ୍ୟକ୍ତ କରିଛନ୍ତି । ଆଜି ଗୁଜରାଟର ଅହମ୍ମଦାବାଦରେ ୫ ହଜାର ୪୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‍ଘାଟନ କରିବା ଅବସରରେ ସେ ଏହା…

ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ

ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ସମ୍ବଲପୁର:୨୬/୮: ଝାରସୁଗୁଡାର ସଂସ୍କୃତି ଭବନ ପରିସରରେ ମଧୁମୟ ସାହିତ୍ୟ ପରିବାରର ପ୍ରତିଷ୍ଠାତା ରାଜଶ୍ରୀ ମେହେର ଙ୍କ ସଭାପତିତ୍ବରେ ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ସମାରୋହ ପାଳିତ ହୋଇ ଯାଇଛି ।ଏହାକୁ…

ରାଜ୍ୟ କ୍ୟାବିନେଟ୍‌ରେ ପାରିତ ହେଲା ୪ଟି ପ୍ରସ୍ତାବ

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ୪ଟି ପ୍ରସ୍ତାବ ପାରିତ ହୋଇଛି । ବୈଠକ ପରେ ଏହି ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଇଲେକ୍ଟ୍ରୋନିକ୍ ଓ ଆଇଟି ବିଭାଗର ୨ଟି ପ୍ରସ୍ତାବ ହୋଇଛି ପାରିତ , ଏହା…

ଜାଗ୍ରତ ଭାରତ ନ୍ୟୁଜ୍ – ଆଜିର ରାଶିଫଳ

🌸 ଜାଗ୍ରତ ଭାରତ ନ୍ୟୁଜ୍ – ଆଜିର ରାଶିଫଳ 🌸 ତାରିଖ – 26 ଅଗଷ୍ଟ 2025, ମଙ୍ଗଳବାର 🐏 ମେଷ (Aries)ଆଜି ଆପଣଙ୍କ ପାଇଁ ସୁଖ-ସମୃଦ୍ଧିର ଦିନ। କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ଆସିପାରେ। ପରିବାରରେ ଖୁସିର ଖବର ମିଳିପାରେ। ଶୁଭ…

ଜିଲ୍ଲା କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି

ଜିଲ୍ଲା କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ଅନୁଗୋଳ,ତା.୨୫.୦୮: ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୨୭ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୨୩ଟି…

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ଅନୁଗୋଳ, ତା.୨୫.୦୮:- ଆଜି ପୂର୍ବାହ୍ନରେ କିଶୋରନଗର ବ୍ଲକ୍ କାର୍ଯ୍ୟାଳୟଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନଶୁଣାଣି ଶିବିରରେ ସମୁଦାୟ ୬୧ଟି ଅଭିଯୋଗ ଗ୍ରହଣ କରାଯାଇଥିଲା ।…

ଗଣେଶ ପୂଜା ପାଇଁ ବଜାର ଓ ବିଭିନ୍ନ ଛକ ମାନଙ୍କ ରେ ମୂର୍ତ୍ତୀ ଦୋକାନ ର ପସରା

ଢ଼େଙ୍କାନାଳ ରେ ଚଳିତ ଗଣେଶ ପୂଜା ପାଇଁ ବଜାର ଓ ବିଭିନ୍ନ ଛକ ମାନଙ୍କ ରେ ମୂର୍ତ୍ତୀ ଦୋକାନ ର ପସରା ଖୋଲିଛି । ଲକ୍ଷ୍ମୀ ବଜାର ର ମୂର୍ତି ବ୍ୟବସାୟୀ ଲିଙ୍ଗରାଜ ମହାପାତ୍ର ୬୦ ଟଙ୍କା ରୁ ଆରମ୍ଭ ହୋଇ…

ଓଡିଶା ରେ ଜଟିଳ ଛତିଶଗଡ ରେ ସରଳ “ଧାନ ପଞ୍ଜିକରଣ

ଓଡିଶା ରେ ଜଟିଳ ଛତିଶଗଡ ରେ ସରଳ “ଧାନ ପଞ୍ଜିକରଣ” ଭଟଲି:- ଜୟ କିସାନ ଆନ୍ଦୋଳନ ର ଏକ ପ୍ରତିନିଧି ମଣ୍ଡଳୀ ଛତିଶଗଡ ର ଧାନ ବିକ୍ରି ପାଇଁ ପଞ୍ଜିକରଣ ବ୍ଯବସ୍ଥା ବିଷୟରେ ଅନୁଧ୍ୟାନ କରିବା ପାଇଁ ବିଭିନ୍ନ ସୋସାଇଟି ବୁଲି…

You missed