ଓଡ଼ିଶା ଅମଲା ସଂଘର ଦାବି ସମ୍ପର୍କରେ ସରକାର ସଚେତନ ଅଛନ୍ତି- ମୁଖ୍ୟମନ୍ତ୍ରୀ
ଜୟପୁର, ୨୫ ଅଗଷ୍ଟ (ଜାଗ୍ରତ ଭାରତ)- ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ଏକ ମାତ୍ର ନ୍ୟାର୍ଯ୍ୟ ଦାବି କନିଷ୍ଠ ସହାୟକ ମାନଙ୍କର ପ୍ରବେଶିକା ଦରମା ହାର ଷଷ୍ଠ ବେତନ କମିଶନ ଅନୁସାରେ ୪୨୦୦/- ଗ୍ରେଡ଼ ପେ ପ୍ରଦାନ ନିମନ୍ତେ ଓଡ଼ିଶା ଅମଲା…
