Month: August 2025

ଭାରତ’ ବୈଜ୍ଞାନିକ ଉତ୍ସୁକତା ଏବଂ ଯୁବମାନସକୁ ସଶକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ; ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତ ବୈଜ୍ଞାନିକ ଉତ୍ସୁକତା ଏବଂ ଯୁବମାନସକୁ ସଶକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଅଟଳ ଟିଙ୍କରିଂ ଲ୍ୟାବରେ ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ୧୦ ନିୟୁତରୁ ଅଧିକ ଛାତ୍ରଛାତ୍ରୀ ନୂତନ ଜ୍ଞାନ ଆହରଣ କରିପାରୁଛନ୍ତି। ଅଷ୍ଟାଦଶ ଆନ୍ତର୍ଜାତୀୟ ଜ୍ୟୋର୍ତିବିଜ୍ଞାନ…

କମଗାଁ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ହାତୀ ଦିବସ ପାଳିତ

କମଗାଁ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ହାତୀ ଦିବସ ପାଳିତ ଭଟଲି :- ବରଗଡ ଜିଲ୍ଲ ଭଟଲି ବ୍ଲକ ଅନ୍ତର୍ଗତ କମଗାଁ ମହାବିଦ୍ୟାଳୟ ରେ ଜଙ୍ଗଲ ବିଭଗ ବରଗଡ ଡିଭିଜନ ତରଫରୁ ଆନ୍ତର୍ଜାତୀୟ ହାତୀ ଦିବସ ପାଳିତ ହୋଇଯାଇଅଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟ…

ବିଶିଷ୍ଟ ପାଲା ଗାୟକ,ସଙ୍ଗିତକାର ଓ କବି ପ୍ରାଣକୃଷ୍ଣ ସାହୁଙ୍କ ସହିତ ସାକ୍ଷାତକାର

ବିଶିଷ୍ଟ ପାଲା ଗାୟକ,ସଙ୍ଗିତକାର ଓ କବି ପ୍ରାଣକୃଷ୍ଣ ସାହୁଙ୍କ ସହିତ ସାକ୍ଷାତକାର ବିଷୟ – ବାଲିପୋଖରୀ ର ମହାମାଲ୍ୟ ଗ୍ରାମର ସ୍ବର୍ଗତ ନନ୍ଦକିଶୋର ସାହୁ ଓ ମାତା ବାଳି ସାହୁଙ୍କ ପୁତ୍ର ପ୍ରାଣକୃଷ୍ଣ ସାହୁ।ସେ ନିଜ ଗ୍ରାମର ପରମାନନ୍ଦ ପୁର ଉପ୍ରା…

ଦୁର୍ଘଟଣାରେ ମୃତକ ପରିବାରକୁ ସହାୟତାର ହାତ ବଢାଇଲେ ପୂର୍ବତନ ସାଂସଦ

ଦୁର୍ଘଟଣାରେ ମୃତକ ପରିବାରକୁ ସହାୟତାର ହାତ ବଢାଇଲେ ପୂର୍ବତନ ସାଂସଦ ହିନ୍ଦୋଳ: ଗତକାଲି ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରାସୋଳ ପଞ୍ଚାୟତର ନୂଆପାଟଣା ଗ୍ରାମର ସୁଦାମ ସାହୁ (୪୨) ଅତ୍ୟନ୍ତ ଦୟନୀୟ ଭାବେ ଆଠଗଡଠାରେ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ ।…

ପୌରପାଳିକା ପକ୍ଷରୁ ଘରେ ଘରେ ତ୍ରିରଙ୍ଗା ଘରେ ଘରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଢେ଼ଙ୍କାନାଳ ପୌରପାଳିକା ପକ୍ଷରୁ ଘରେ ଘରେ ତ୍ରିରଙ୍ଗା ଘରେ ଘରେ ସ୍ବଚ୍ଛତା ଉପଲକ୍ଷ ବରପୁତ୍ର ଙ୍କୁ ସଫେଇ ଓ ମାଲ୍ୟାର୍ପଣ କରିଥିଲେ। ବସ୍ ଷ୍ଟାଣ୍ଡ ଠାରେ ମହାତ୍ମା ଗାନ୍ଧୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଭାରତ ମାତା ଓ ଡକ୍ଟର ଆମ୍ବେଦକର…

ବଡ଼ବିଲ ପୌରାଞ୍ଚଳରେ ପାଳନ ହେଉଛି ଘର ଘର ତ୍ରିରଙ୍ଗା ଘର ଘର ସ୍ବଚ୍ଛତା କାର୍ଯ୍ୟକ୍ରମ

ବଡ଼ବିଲ ପୌରାଞ୍ଚଳରେ ପାଳନ ହେଉଛି ଘର ଘର ତ୍ରିରଙ୍ଗା ଘର ଘର ସ୍ବଚ୍ଛତା କାର୍ଯ୍ୟକ୍ରମ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ରେ ପାଳନ ହେଉଛି ଘର ଘର ତ୍ରିରଙ୍ଗା ଓ ଘର ଘର ସ୍ବଚ୍ଛତା କାର୍ଯ୍ୟକ୍ରମ। ଯାହାକି ଅଗଷ୍ଟ…

ବରଗଡ଼ ନାବାଳିକା ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ୨ ଅଟକ

ବରଗଡ଼ ନାବାଳିକା ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ୨ ଅଟକଙ୍କୁ ପୋଲିସ ଅଟକ ରଖିଛି। ଗାଏସିଲେଟ ଥାନାରେ ୨ ଜଣଙ୍କୁ ଅଟକ ରଖିଲା ପୋଲିସ। ସଂପର୍କୀୟ ଅଜା ଓ ଜଣେ ଦୋକାନୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଅନ୍ୟପଟେ ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ…

ଲୋକସଭାରେ ନୂଆ ଆୟକର ବିଲ୍ ପାରିତ, ଗତ ଶୁକ୍ରବାର ପୁରୁଣା ଆୟକର ବିଲ୍‌ ପ୍ରତ୍ୟାହାର କରିଥିଲେ ସରକାର

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ସଂଶୋଧିତ ଆୟକର ବିଲ ୨୦୨୫ ଉପସ୍ଥାପନ କରିଛନ୍ତି । ଏହି ନୂତନ ବିଲରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟିର ଅଧିକାଂଶ ସୁପାରିଶ ଅନ୍ତର୍ଭୁକ୍ତ ରହିଛି । ମାତ୍ର ୪ ମିନିଟ ଭିତରେ…

ପାକିସ୍ତାନରେ ଥିବା ଭାରତୀୟ ଦୂତାବାସକୁ ପାଣି ଗ୍ୟାସ ଯୋଗାଣ ବନ୍ଦ କଲା ପାକିସ୍ତାନ

ଅପରେସନ ସିନ୍ଦୂରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ କୂଟନୈତିକ ଲଢେଇ ତୀବ୍ର ହୋଇଛି। ରିପୋର୍ଟ ଅନୁଯାୟୀ ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସ (ଉଚ୍ଚାୟୁକ୍ତ) କାର୍ଯ୍ୟାଳୟକୁ ପାକିସ୍ତାନ ସରକାର ପାଣି ଓ ଗ୍ୟାସ ଯୋଗାଣ ବନ୍ଦ କରିଦେଇଛନ୍ତି। ଏହା ପୂର୍ବରୁ ଭାରତୀୟ ଦୂତାବାସ…

୯୦ ଦିନ ପାଇଁ ଚୀନକୁ ଶୁଳ୍କ ଛାଡ, ଜିନପିଙ୍ଗଙ୍କୁ ଭଲ ବନ୍ଧୁ ବୋଲି କହିଲେ ଆମେରିକା ରାଷ୍ଟ୍ରପତି

ଟାରିଫ ପ୍ରସଙ୍ଗରେ ଭାରତ ପ୍ରତି ଗରମ ମନୋଭାବ ପୋଷଣ କରୁଥିବା ଆମେରିକା ଚୀନ୍ ପ୍ରତି ନରମ ଅଛି । ଭାରତ ଉପରେ ଅଗଷ୍ଟ ୭ ତାରିଖରୁ ୨୫ ପ୍ରତିଶତ ଟାରିଫ ଲାଗୁ କରିଥିବା ବେଳେ ଆସନ୍ତା ୨୭ ତାରିଖରୁ ଅତିରିକ୍ତ ୨୭…

You missed