Month: August 2025

ECI: ଇସି ତାଲିକାରୁ ୩୩୪ ଦଳ ବାଦ୍‌

ନିର୍ବାଚନ କମିସନ (ଇସି)ଙ୍କ ପକ୍ଷରୁ ଶନିବାର ୩୩୪ଟି ଅଣ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳକୁ ତାଲିକାରୁ ବାଦ ଦିଆଯାଇଛି। ୨୦୧୯ ପରଠାରୁ ଏହି ଦଳଗୁଡିକ କୌଣସି ନିର୍ବାଚନ ଲଢି ନାହାନ୍ତି। ଏପରିକି ଏହି ଦଳଗୁଡିକର ସ୍ଥାୟୀ କାର୍ଯ୍ୟାଳୟ ନଥିବା ଜଣାପଡିଛି। ଏହି ଦଳଗୁଡିକ…

ନିର୍ବାଚନ ମଇଦାନକୁ ଓହ୍ଲାଇବେ ନୀତିଶ କୁମାରଙ୍କ ପୁଅ

ବିହାର ନିର୍ବାଚନକୁ ନେଇ ନିଇତି ନୂଆନୂଆ ଅପଡେଟ୍‌ ଆସୁଛି । ଖାସ୍‌ କରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତ ନିର୍ବାଚନ ଲଢିବେ କି ନାହିଁ ସେନେଇ ସସ୍‌ପେନ୍ସ ଦେଖାଯାଉଥିବା ବେଳେ ଏବେ ସେ ନିର୍ବାଚନବ ଲଢିବେ ବୋଲି କୁହାଯାଉଛି…

ଯୁବତୀ ମୃତ୍ୟୁ ଘଟଣା : ପୁରୁଷ ବନ୍ଧୁ ପ୍ରମୋଦ ବେହେରା ଗିରଫ

ଭୂବନେଶ୍ୱର, ୧୦/୦୮ : ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ଘଟଣାରେ ପଚରା ଉଚୁରା ପରେ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କୁ ପୋଲିସ ଗିରଫ କରିଛି । ମୃତ ଯୁବତୀଙ୍କ ଅଶ୍ଳୀଳ ଫଟୋ ପ୍ରମୋଦଙ୍କ ମୋବାଇଲରୁ ମିଳିଥିବା କେନ୍ଦ୍ରାପଡା ଏସପି କହିଛନ୍ତି । ଘଟଣା…

କଳିଙ୍ଗ ଷ୍ଟାଡିୟମ୍‌ରେ ୱାର୍ଲଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ ପ୍ରତିଯୋଗିତା

କଳିଙ୍ଗ ଷ୍ଟାଡିୟମ୍‌ରେ ୱାର୍ଲଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ ପ୍ରତିଯୋଗିତା । ଭାରତରେ ପ୍ରଥମ ଥର ପାଇଁ ୱାର୍ଲଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ ପ୍ରତିଯୋଗିତାର ଆୟୋଜନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ କରାଯାଉଛି । ଏହି ଏକଦିବସୀୟ ବିଶ୍ୱସ୍ତରୀୟ ପ୍ରତିଯୋଗିତାର…

୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମୋହନ ଭାଗବତ

ଭୂବନେଶ୍ୱର, ୧୦/୦୮ : ଆସନ୍ତା ୧୩ ତାରିଖରେ ଭୁବନେଶ୍ଵରରେ ପହଞ୍ଚିବେ ମୋହନ ଭାଗବତ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ. ମୋହନ ଭାଗବତ ଅଗଷ୍ଟ ୧୫ ତାରିଖ ଦିନ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିବେ । ଶ୍ରୀ ଗୌଡୀୟ ମିଶନ ନିମନ୍ତ୍ରଣ…

ଖୁବଶୀଘ୍ର ରାଜ୍ୟରେ ନିଯୁକ୍ତ ହେବେ ନିଗମ ଓ ବୋର୍ଡ ମୁଖିଆ

ଭୁବନେଶ୍ୱର – ଖୁବ୍ ଶୀଘ୍ର ଆସିବ ବିଜେପି ସରକାରରେ ନିଗମ, ବୋର୍ଡ଼ର ପ୍ରଥମ ତାଲିକା। ଅଗଷ୍ଟ ୧୫ରୁ ଅଗଷ୍ଟ ୨୦ ମଧ୍ୟରେ ତାଲିକା ଆସିପାରେ ବୋଲି ରାଜ୍ୟ ସଭାପତି ଦେଲେ ସୂଚନା। କାହାକୁ କେଉଁ ପଦରେ ଥଇଥାନ କରାଯିବ, ତାର ଖସଡ଼ା…

ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୬୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ ଠାରେ ୨୮୦ କୋଟି ଟଙ୍କା ବ୍ୟୟରେ ୬୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟର ଉଦଘାଟନ କରିଛନ୍ତି ଏବଂ ଏହି ଅବସରରେ…

କେନ୍ଦୁଝର ଜିଲ୍ଲା ବନଖଣ୍ଡରେ ଦିନକୁ ଦିନ ବୃଦ୍ଧି ପାଉଛି ହାତୀ ପଲଙ୍କ ଉତ୍ପାତ

କେନ୍ଦୁଝର ଜିଲ୍ଲା ବନଖଣ୍ଡରେ ଦିନକୁ ଦିନ ବୃଦ୍ଧି ପାଉଛି ହାତୀ ପଲଙ୍କ ଉତ୍ପାତ କେନ୍ଦୁଝର ଜିଲ୍ଲା ତଥା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ରେ ଦିନକୁ ଦିନ ବୃଦ୍ଧି ପାଉଛି ହାତୀ ପଲଙ୍କ ଦାଦାଗିରି। ଏହିଭଳି ଦୃଶ୍ୟ ସାମ୍ନାକୁ ଆସିଛି କେନ୍ଦୁଝର ବନଖଣ୍ଡ…

ଖଣିପରେ କେନ୍ଦୁଝର ଜିଲ୍ଲା ଏବେ ଧଳାଯହର କାରବାରୀଙ୍କ ଆଡ୍ଡା ପାଲଟିଛି

ଖଣିପରେ କେନ୍ଦୁଝର ଜିଲ୍ଲା ଏବେ ଧଳାଯହର କାରବାରୀଙ୍କ ଆଡ୍ଡା ପାଲଟିଛି। ବିଗତ ଦିନରେ କେନ୍ଦୁଝର ଜିଲ୍ଲା ଖଣି ମାଫିଆ ମାନଙ୍କ କବଜ୍ଜା ରେ ଥିବା ବେଳେ ଏବେ ଏହାର କବଜ୍ଜା ନିଶା ଦ୍ରବ୍ୟ କାରବାରୀ ଙ୍କ କବଜ୍ଜା ଥିବା ପରି ମନେହୁଏ।…

ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ, ଜିଲ୍ଲାସ୍ତରୀୟ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା। ତିରଂଗା ଶୋଭାଯାତ୍ରା ରେ ଯୋଗଦାନ

ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ, ଜିଲ୍ଲାସ୍ତରୀୟ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା। ତିରଂଗା ଶୋଭାଯାତ୍ରା ରେ ଯୋଗଦାନ ଭବାନୀପାଟଣା: ତା 10.8.2025 ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଆଜି ଦିନିକିଆ…

You missed